ପୋଲିସ ଭାଇ କରୋନା ପାଇଁ ଗାଇଲେ ଏମିତି ଗୀତ, ଶୁଣିଲେ ଆଖିରେ ଲୁହ ଆସିଯିବ, ଥରେ ଦେଖନ୍ତୁ ଏହି Video

ବନ୍ଧୁଗଣ ବର୍ତ୍ତମାନ ଦେଶରେ କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ ନିଜ ବିସ୍ତାର ବଢେଇବାରେ ଲାଗିଛି । ଦୀର୍ଘ ଦେଢ ବର୍ଷ ଧରି କରୋନା ମହାମାରୀ ପାଇଁ ଦେଶରେ ଲକଡାଉନ ଓ ସଟଡାଉନ ଭଳି ପରିସ୍ଥିତି ଉପୁଜିଥିଲା । କରୋନା ମହାମାରୀ ପାଇଁ ଲୋକମାନେ ନିଜ ଜୀବନ ଓ ଜୀବିକା ହରାଇ ବସିଛନ୍ତି । ଅନ୍ୟ ପକ୍ଷରେ ଦେଶର ଆର୍ଥିକ ସ୍ଥିତି ଉପରେ ମଧ୍ୟ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି ।

ବନ୍ଧୁଗଣ ବର୍ତ୍ତମାନର ସମୟରେ କରୋନା ମହାମାରୀର ନୂଆ ଭାରିଏଣ୍ଟ ଓମିକ୍ରନ ସମସ୍ତ ଲୋକଙ୍କ ଚିନ୍ତା ବଢାଇଛି । ଦକ୍ଷିଣ ଆଫ୍ରିକାରୁ ଆସିଥିବା ଓମିକ୍ରମ ଅନେକ ଦେଶରେ ନିଜର ସାମ୍ରାଜ୍ୟ ବିସ୍ତାର କରି ସାରିଛି । ହେଲେ ବନ୍ଧୁଗଣ ଆଶ୍ବସ୍ତିକର କଥା ଏହା ହେଉଛି ଯେ, ଏହି ଭାଇରସରେ ସଂକ୍ରମିତ ହୋଇ ଅଧିକାଂଶ ଲୋକ ମୃ-ତ୍ୟୁ ବରଣ କରୁ ନାହାନ୍ତି ।

ବିଶେଷଜ୍ଞ ମାନେ ଏହାକୁ କରୋନା ଭାଇରସର ଅନ୍ତ ବୋଲି କହିଛନ୍ତି ଅର୍ଥାତ ଓମିକ୍ରନ ଯିବା ପରେ କରୋନା ଭାଇରସର ଅନ୍ତ ଘଟିବ । ବନ୍ଧୁଗଣ ଯେତେବେଳେ କରୋନା ଭାଇରସ ଦେଶରେ ସଂକ୍ରମିତ ହେଲା ସେତେବେଳେ ସମସ୍ତ ଲୋକଙ୍କୁ ଘରେ ରହିବା ପାଇଁ କୁହାଯାଇଥିଲା ହେଲେ କେବଳ ଆମ ପୋଲିସ ପ୍ରଶାସନ ଅଧିକାରୀ ମାନେ ନିଜ ଜୀବନକୁ ବିପଦରେ ପକାଇ ବାହାରେ ଆମ ମାନଙ୍କ ପାଇଁ ଛିଡା ହୋଇଥିଲେ ଓ ଲୋକମାନଙ୍କୁ ସଚେତନ କରାଉ ଥିଲେ ।

କରୋନା ସମୟରେ ପୋଲିସ ପ୍ରଶାସନ ଲୋକ ମାନଙ୍କ ଜୀବନ ବଞ୍ଚାଇବା ପାଇଁ ବହୁତ କଷ୍ଟ କରିଛି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଏହି ଭିଡିଓକୁ ନେଇ ସାରା ଓଡିଶାରେ ଚର୍ଚା ଜୋର ସୋର ଧରିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭା-ଇ-ରା-ଲ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭା-ଇ-ରା-ଲ ଭିଡିଓ ବିଷୟରେ ।

ବନ୍ଧୁଗଣ ଭା-ଇ-ରା-ଲ ହେଉଥିବା ଭିଡିଓରେ କିଛି ପୋଲିସ ଅଧିକାରୀ ମାନେ ରାସ୍ତାରେ ମାଇକ ଲଗାଇ ଗୀତ ଗାଉଥିବାର ନଜର ଆସୁଛନ୍ତି । ଏହି ପୋଲିସ ଅଧିକାରୀ ମାନେ କରୋନା ଭାଇରସକୁ ନେଇ ସଚେତନ ମୂଳକ ଗୀତ ଗାଉଛନ୍ତି । ବନ୍ଧୁଗଣ ଏହି ଗୀତ ଶୁଣିଲେ ଆପଣ ମାନେ ନିଶ୍ଚୟ ଭାବ ବହୁଳ ହୋଇଯିବେ । ତା ହେଲେ ବନ୍ଧୁଗଣ ପୋଲିସ ପ୍ରଶାସନର ଏହି ଭିନ୍ନ ସଚେତନ ମୂଳକ ପଦକ୍ଷେପ ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *