ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି ।
ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।
1. କୃଷିର ପ୍ରଥମ ଉଦାହରଣ କେଉଁଠି ପ୍ରାପ୍ତ ହୋଇଥିଲା ?
ଉତ୍ତର- କୃଷିର ପ୍ରଥମ ଉଦାହରଣ ମେହରଗଡରୁ ପ୍ରାପ୍ତ ହୋଇଥିଲା ।
2. ବିଶ୍ଵର ସବୁଠାରୁ ବଡ ମସଜିତ କେଉଁ ଦେଶରେ ଅଛି ?
ଉତ୍ତର- ବିଶ୍ଵର ସବୁଠାରୁ ବଡ ମସଜିତ ଇରାକ ଦେଶରେ ଅଛି ।
3. ମାହାତ୍ମା ଗାନ୍ଧୀଙ୍କୁ ଅର୍ଦ୍ଧନଗ୍ନ ଫକିର ବୋଲି କିଏ କହିଥିଲେ ?
ଉତ୍ତର- ମାହାତ୍ମା ଗାନ୍ଧୀଙ୍କୁ ଅର୍ଦ୍ଧନଗ୍ନ ଫକିର ବୋଲି ଫ୍ରେଙ୍କ ମୋରିସ କହିଥିଲେ ।
4. ଯୋଗ ଦର୍ଶନର ପ୍ରବର୍ତ୍ତକ କିଏ ଅଟନ୍ତି ?
ଉତ୍ତର- ଯୋଗ ଦର୍ଶନର ପ୍ରବର୍ତ୍ତକ ପତଞ୍ଜଳି ଅଟନ୍ତି ।
5. ବିଶ୍ଵର ସବୁଠାରୁ ଅଧିକ ମୋବାଇଲ ଫୋନ କେଉଁ ଦେଶରେ ତିଆରି ହୁଏ ?
ଉତ୍ତର- ବିଶ୍ଵର ସବୁଠାରୁ ଅଧିକ ମୋବାଇଲ ଫୋନ ଚୀନ ଦେଶରେ ତିଆରି ହୁଏ ।
6. ସବୁଠାରୁ ବିଷଧର ସାପର ନାମ କଣ ?
ଉତ୍ତର- ସବୁଠାରୁ ବିଷଧର ସାପର ନାମ ହେଉଛି କିଙ୍ଗ କୋବ୍ରା ।
7. ସିନ୍ଧୁ ସଭ୍ୟତାର ସନ୍ଧାନ କିଏ କରିଥିଲେ ?
ଉତ୍ତର- ସିନ୍ଧୁ ସଭ୍ୟତାର ସନ୍ଧାନ ରାୟ ବାହାଦୁର ଦୟାରାମ ସାହାଣି କରିଥିଲେ ।
8. ନୁରଜାହଁଙ୍କ ବାସ୍ତବିକ ନାମ କଣ ଥିଲା ?
ଉତ୍ତର- ନୁରଜାହଁଙ୍କ ବାସ୍ତବିକ ନାମ ମେହେରୁନିଶା ଥିଲା ।
9. କେଉଁ ଜୀବକୁ ସବୁ ଜିନିଷ ଡବଲ ଦେଖା ଯାଇଥାଏ ?
ଉତ୍ତର- ହାତିକୁ ସବୁ ଜିନିଷ ଡବଲ ଦେଖା ଯାଇଥାଏ ।
10. ବିଶ୍ଵର ସବୁଠାରୁ ଉଚ୍ଚ ଜ୍ଵଳାମୁଖୀ ପର୍ବତର ନାମ କଣ ?
ଉତ୍ତର- ବିଶ୍ଵର ସବୁଠାରୁ ଉଚ୍ଚ ଜ୍ଵଳାମୁଖୀ ପର୍ବତର ନାମ ହେଉଛି କୋଟାପେକ୍ସି ।
11. କୁକୁର କାମୁଡିବା ଦ୍ଵାରା କେଉଁ ରୋଗ ହୋଇଥାଏ ?
ଉତ୍ତର- କୁକୁର କାମୁଡିବା ଦ୍ଵାରା ରେବିଜ ରୋଗ ହୋଇଥାଏ ।
12. ଇଣ୍ଡିଆ ଡିବାଇଡେଡ ପୁସ୍ତକର ଲେଖକ କିଏ ଥିଲେ ?
ଉତ୍ତର- ଇଣ୍ଡିଆ ଡିବାଇଡେଡ ପୁସ୍ତକର ଲେଖକଙ୍କ ନାମ ହେଉଛି ଡକ୍ଟର ରାଜେନ୍ଦ୍ର ପ୍ରସାଦ ।
13. ଭାରତର ସବୁଠାରୁ ଉଚ୍ଚ ପାହାଡର ନାମ କଣ ?
ଉତ୍ତର- ଭାରତର ସବୁଠାରୁ ଉଚ୍ଚ ପାହାଡର ନାମ ହେଉଛି ଗାଡବିନ ଅଷ୍ଟିନ K2 ।
14. କେଉଁ ଜୀବ କେବେବି ନିଜ ମାକୁ ଦେଖି ନାହିଁ ?
ଉତ୍ତର- ବିଛା କେବେବି ନିଜ ମାକୁ ଦେଖି ନାହିଁ ।
15. ଏମିତି କେଉଁ ଜିନିଷ ଅଛି ଯାହା ସକାଳ ସମୟରେ ସବୁଜ, ଖରାବେଳ ସମୟରେ କଳା, ସନ୍ଧ୍ୟା ସମୟରେ ନୀଳ ଓ ରାତିରେ ଧଳା ଦେଖାଯାଇଥାଏ ?
ଉତ୍ତର- ବିଲେଇର ଆଖି ।