IAS ଇଣ୍ଟରଭ୍ୟୁର ପ୍ରଶ୍ନ: ଏମିତି କେଉଁ ଜିନିଷ ଯାହାକୁ ଥରେ ପିନ୍ଧିଲେ ଓଲ୍ହେଇ ପାରିବା ନାହିଁ, 99 % ଲୋକ ଜାଣି ନାହାଁନ୍ତି

ବନ୍ଧୁଗଣ, ସରକାରୀ ଚାକିରୀ ନିମନ୍ତେ ମେଧାବୀ ଛାତ୍ରଛାତ୍ରୀ ମାନେ ବହୁତ ପ୍ରୟାସ କରିଥାନ୍ତି । ନିଜେ ବିଭିନ୍ନ ମଧ୍ୟମରୁ ପ୍ରଶ୍ନ ଉତ୍ତର ତଥା କିଛି ସାଧାରଣଜ୍ଞାନ ମଧ୍ୟ ସାଉଣ୍ଟି ରଖିବାରେ ସକ୍ଷମ ହୋଇଥାନ୍ତି । ମାତ୍ର କେତେକ ପ୍ରଶ୍ନ ଅଛି ଯାହାକୁ ସେମାନେ ଜାଣିନଥିବେ । ତେବେ ଆଜି ଆମ୍ଭେ କିଛି ଏଭଳି ପ୍ରଶ୍ନ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣଙ୍କର କାର୍ଯ୍ୟରେ ଲାଗିବ । ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ।

୧;- ମନୁଷ୍ୟର କେଉଁ ଅଙ୍ଗ ବିଜୁଳି ଉତ୍ପନ୍ନ କରିପାରେ ?

ଉତ୍ତର;- ମସ୍ତିଷ୍କ ଯାହା ୧୨ ରୁ ୧୫ ୱାଟ ବିଜୁଳି ଉତ୍ପନ୍ନ କରିପାରେ ।

୨;- ସେ କେଉଁ ଜୀବ ଅଟେ ଯିଏ ଜନ୍ମ ହେବା ମାତ୍ରେ ୨ ରୁ ୩ ମାସ ପର୍ଯ୍ୟନ୍ତ ଶୋଇଥାଏ ?

ଉତ୍ତର;- ଭାଲୁ ।

୩;- ଭାରତର ପ୍ରଥମ ଅଣ୍ଡର ୱାଟର ରେଷ୍ଟୁରାଣ୍ଟ କେଉଁଠାରେ ଖୋଲା ଯାଇଥିଲା ?

ଉତ୍ତର;- ଅହମଦାବାଦ ରେ ।

୪;- ତାହା କେଉଁ ଶବ୍ଦ ଅଟେ ଯେଉଁଥିରେ ଫଳ, ଫୁଲ ଏବଂ ମିଠା ଶବ୍ଦ ଆସିଥାଏ ?

ଉତ୍ତର;- ଗୁଲାବ ଜାମୁନ ।

୫;- କେଉଁ ଦେଶର ରାଷ୍ଟ୍ରୀୟ ଧ୍ଵଜ ସିଧା ହେଉ କି ଓଲଟା ଗୋଟିଏ ସମାନ ରହିଥାଏ ?

ଉତ୍ତର;- ଜାପାନ ର ।

୬;- ଏଭଳି କେଉଁ ଜିନିଷ ଅଛି ଯାହା କେବଳ କହିବା ମାତ୍ରେ ଭାଙ୍ଗି ଯାଇଥାଏ ?

ଉତ୍ତର;- ଚୁପ ରହିବା ।

୭;- ବର୍ଷରେ ସବୁଠାରୁ ଲମ୍ବା ଦିନ କେଉଁଦିନ ହୋଇଥାଏ ?

ଉତ୍ତର;- ୨୧ ଜୁନ କୁ ।

୮;- ଟ୍ରେନ ର ଆବିଷ୍କାର କିଏ କରିଥିଲେ ?

ଉତ୍ତର;- ୧୮୨୫ କୁ ଜର୍ଜ ଷ୍ଟିଫେନ ।

୯;- ଦୁନିଆରେ ସବୁଠାରୁ ଦୁଃଖୀ ରହୁଥିବା ପଶୁ କିଏ ?

ଉତ୍ତର;- ପୋଲାର ବିୟର ।

୧୦;- ଭାରତର ସବୁଠାରୁ ବିଶାଳ ମନ୍ଦିର କେଉଁଠି ?

ଉତ୍ତର;- ଶ୍ରୀ ରଙ୍ଗନାଥସ୍ଵାମୀ ମନ୍ଦିର ।

୧୧;- କେଉଁ ଦେଶର ନିଜର କେଉଁ ରାଷ୍ଟ୍ର ଗୀତ ନାହିଁ ?

ଉତ୍ତର;- ସାଇପ୍ରସ ର ।

୧୨;- କେଉଁ ଜୀବର କ୍ଷୀର ନୀଳ ରଙ୍ଗର ହୋଇଥାଏ ?

ଉତ୍ତର;- ମାଈ ବନ୍ଥା ।

୧୩;- ଆକାଶରୁ ପଡୁଥିବା ବିଜୁଳି କେତେ ୱାଟ ର ହୋଇଥାଏ ?

ଉତ୍ତର;- ୧୦ କରୋଡ ୱାଟ ।

୧୪;- ଦୁନିଆର ସବୁଠାରୁ ବଡ ସୁନାର ହୋଟେଲ କେଉଁଠାରେ ?

ଉତ୍ତର;- ବିୟତନାମ ର ରାଜଧାନୀ ହାନୋଇରେ ।

୧୫;- ପରୀକ୍ଷା ର ସନ୍ଧାନ କିଏ କରିଥିଲେ ?

ଉତ୍ତର;- ହେନେରୀ ଫିସେଲ ।

୧୬;- ମୋବାଇଲ ର ଆବିଷ୍କାର କିଏ କରିଥିଲେ ?

ଉତ୍ତର;- ମାର୍ଟିନ କୁପର ।

୧୭;- ବ୍ଲଡ଼ଗ୍ରୁପର ସନ୍ଧାନ କିଏ କରିଥିଲେ ?

ଉତ୍ତର;- କାର୍ଲ ଲାଣ୍ଡସଷ୍ଟିନର ।

୧୮;- ତାହା କ’ଣ ଅଟେ ଯାହା ଥଣ୍ଡା ହେଉ କି ଗରମ ସବୁବେଳେ ସାଥିରେ ରହିଥାଏ ?

ଉତ୍ତର;- ଗରମ ମସଲା ।

୧୯;- ଜାଲିଆବାଲା ବାଗ କେଉଁ ସହରରେ ସ୍ଥିତ ଅଛି ?

ଉତ୍ତର;- ଅମୃତସରରେ ।

୨୦;- ଲେମ୍ବୁ ଏବଂ କମଳାରେ କେଉଁ ଭିଟାମିନ ମିଳିଥାଏ ?

ଉତ୍ତର;- ଭିଟାମିନ-C ।

୨୧;- ଏଭଳି କେଉଁ ଜିନିଷ ଅଛି ଯାହାକୁ ପିନ୍ଧିବା ପରେ ଆଉ କାଢି ହୁଏ ନା ?

ଉତ୍ତର;- କଫନ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *