‘ଖବର ପ୍ରସାରଣ ପରେ ଆମେ କେବଳ କିଶୋର ଭାଇନା ମଟନ ଖାଇବାକୁ ବ୍ରହ୍ମପୁରରୁ ଆସିଛୁ, ଯଦି ଏତେ ଖରାପ ହେଇଥାନ୍ତା ତାହେଲେ ଆମେ…’ ଦେଖନ୍ତୁ କଣ କହିଲେ ଗ୍ରାହକ

ବନ୍ଧୁଗଣ, ସୂଚନା ଅନୁଯାୟୀ କିଛି ଦିନ ହେବ ଭୁବନେଶ୍ଵରର କିଶୋର ଭାଇନା ଙ୍କ ଦୋକାନ ଉପରେ BMC ଚଢାଉ କରିଛି । କିନ୍ତୁ ଯେଉଁ ଗ୍ରାହକ ସେଠାରେ ଖାଉଛନ୍ତି ସେମାନେ ହୋଟେଲ କୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ଆସନ୍ତୁ ଜାଣିନେବା ଲୋକେ କଣ ମତ ଦେଇଛନ୍ତି କିଶୋର ଭାଇନା ଙ୍କ ମଟନ ଉପରେ । କିଶୋର ଭାଇନା ଙ୍କ ମଟନ ଦୋକାନରେ ଭାଇମାନେ ବସି ମଟନ ଭାତ ଖାଉଥିଲେ ।

କାଲି BMC ଆସିଥିଲେ ସେଠାରେ ଅଭିଯୋଗ ସହିତ ସିଲ ମଧ୍ୟ ହୋଇଥିଲା । ମାତ୍ର ତଥାପି ଲୋକେ ସେଠାରେ ବସି ମଟନ ଭାତ ଖାଉଥିବାର ନଜର ଆସିଛି । ଗ୍ରାହକ କହିଛନ୍ତି ଯେ ତାହା ସବୁ ମିଛ । ନ୍ୟୁଜ ଉପରେ କିଛି ଭରସା କରିବା କଥା ନୁହେଁ । କିଶୋର ଭାଇନା ଙ୍କର ଆରମ୍ଭରୁ ବହୁତ ଭଲ ଖାଇବା ହୋଇ ଆସିଛି, ଆଉ ଆମ୍ଭେମାନେ ବହୁତ ଆନନ୍ଦମୟ ଭାବରେ ଖାଉଛୁ ।

ମସଲାରେ କିଛି ପଡିନାହିଁ । ସବୁଗୁଡାକ ଫେକ ତଥା ଫ୍ରଡ ନ୍ୟୁଜ ଗୁଡାକ ଡିକ୍ଳାର ହୋଇଅଛି । ଗ୍ରାହକ କହିଛନ୍ତି ଯେ ସେଠାରେ ସେମାନେ ୨୦୧୨ ମସିହାରୁ ଖାଉଛନ୍ତି । କାଲି ଚଢାଉ ପରେ ଭାବିଥିଲେ ଯେ ଲୋକେ ନଥିବେ ମାତ୍ର ଏଠାରେ ଆସି ଦେଖିଲ ବେଳକୁ ଆହୁରି ଅଧିକ ଭିଡ ଲୋକେ ବସି ସବୁ ଭଲରେ ଖାଉଛନ୍ତି । ମାତ୍ର ଲୋକେ ଯାହା କହୁଛନ୍ତି ଯେ ଖାଇବାରେ ସେଭଳି କିଛି ନାହିଁ ।

ଓଡିଶାର ଫେମସ କିଶୋର ଭାଇନା ବହୁତ ଭଲ ଖାଇବା । ଆଉ ଖାଇବା ମଧ୍ୟ ବହୁତ ଭଲ ଟେଷ୍ଟ ହୋଇଛି । ଆଉ ଏକ ଗ୍ରାହକ କହିଛନ୍ତି ଯେ ୧୦ ବର୍ଷ ହେଲା ଆମ୍ଭେ ବରମ୍ପୁର ରୁ ଭୁବନେଶ୍ଵର ଆସୁ । କେବଳ କିଶୋର ଭାଇନା ଙ୍କ ମଟନ, ଡାଲି ଏବଂ ଭାତ ଖାଇବା ପାଇଁ ଆସୁ । ଏହା ଆଗରୁ ମଧ୍ୟ ଭଲ ଥିଲା ବର୍ତ୍ତମାନ ମଧ୍ୟ ଭଲ ଅଛି । କାଲିର ଯେଉଁ ପ୍ରକାର ଯେଉଁ ସିଚୁଏସନ ହୋଇଛି, ସେହି ସିଚ୍ୟୁସନକୁ ଧରି ବରମ୍ପୁର କେବଳ ଖାଇବାକୁ ଆସିଛୁ । ମାତ୍ର ଆମ୍ଭେ କୌଣସି କାମରେ ଆସିନୁ କେବଳ ଖାଇବାକୁ ଆସିଛୁ ।

ଆଗରୁ ମଧ୍ୟ ଏହା ଯେମିତି ଥିଲା ବର୍ତ୍ତମାନ ମଧ୍ୟ ଏହା ଠିକ ସେହିଭଳି ଅଛି । ଆଉ ଏହା ବହୁତ ଭଲ ଲାଗୁଛି । ଯେଉଁ ପ୍ରକାରର ଖାଇବାର ସ୍ଥିତି ଅଛି ବହୁତ ଭଲ ଅଛି । ଆମ୍ଭେ ଖାଇଛୁ, ଖାଇଲୁ ଆଗରୁ ଖାଇଥିଲୁ, ବର୍ତ୍ତମାନ ମଧ୍ୟ ଖାଇବୁ ଏବଂ ଆଗକୁ ମଧ୍ୟ ଖାଇବୁ । ତେବେ ଏହିଭଳି କହିଛନ୍ତି କିଶୋର ଭାଇନା ଙ୍କ ହୋଟେଲ କୁ ଆସୁଥିବା ଗ୍ରାହକ ମାନେ । ବନ୍ଧୁଗଣ ଏହି ବିଶେଷ ବିବରଣୀ ଆପଣଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *