ମୃତ୍ୟୁ ପୂର୍ବରୁ Vaishali Thakkar ସୁସାଇଡ ନୋଟରେ ଲେଖି ଯାଇଛନ୍ତି ନିଜ BoyFreind ଙ୍କ ବିଷୟରେ ସାଂଘାତିକ କଥା, ଶୁଣିଲେ ଚମକି ପଡିବେ ଆପଣ !

ବନ୍ଧୁଗଣ, ସୂଚନା ଅନୁଯାୟୀ ଟିଭି ଅଭିନେତ୍ରୀ ବୈଶାଳୀ ଠକ୍କର ଙ୍କର ଆ-ତ୍ମ-ହ-ତ୍ୟା ମାମଲାରେ ଏକ ବଡ ଅପଡେଟ ସାମ୍ନା କୁ ଆସିଛି । ତାଙ୍କର ସଂପୂର୍ଣ୍ଣ ସୁ-ଇ-ସା-ଇ-ଡ ନୋଟ ସାମ୍ନା କୁ ଆସିଛି । ଏବଂ ବର୍ତ୍ତମାନ ସଂପୂର୍ଣ୍ଣ ଭାବରେ ସ୍ପଷ୍ଟ ହୋଇ ସାରିଛି ଯେ ବୈଶାଳୀ ଠକ୍କର ଏହିଭଳି ପଦକ୍ଷପ କେଉଁ କାରଣ ନିମନ୍ତେ ଉଠାଇଛନ୍ତି ? ତାଙ୍କ ଜୀବନରେ ଏଭଳି କେଉଁ ସମସ୍ୟା ଥିଲା ଯେ ତାଙ୍କୁ ଏଭଳି ପଦକ୍ଷପ ନେବାକୁ ହେଲା ?

ସୁ-ଇ-ସା-ଇ-ଡ ନୋଟ ର ଲାଷ୍ଟ ରେ ଲେଖିଛନ୍ତି ଯେ i quit ଏହାପରେ ନିଜର ସିଗନେଚର ମଧ୍ୟ କରିଛନ୍ତି । ମଝିରେ ସେମାନେ ଏକ ଲାଇନ ମଧ୍ୟ ଲେଖିଛନ୍ତି ଯେ i ଲଭ ୟୁ mom, ଆଇ ଲଭ ୟୁ ପାପା । ବୈଶାଳୀ ଠକ୍କର ଅନେକ ଗୁଡିଏ ଟିଭି ସିରିୟଲରେ କାମ କରୁଥିବାର ନଜର ଆସିଛନ୍ତି । ମାତ୍ର ସେ ଫାଶୀ ଲଗାଇ ଆ-ତ୍ମ-ହ-ତ୍ୟା କରିଥିବା ଖବର ସମସ୍ତଙ୍କୁ ଦୋହଲାଇ ଦେଇଛି ।

ବୈଶାଳୀ ଠକ୍କର ନୋଟ ରେ ଲେଖିଥିଲେ ଯେ ତାଙ୍କ ପଡୋଶୀ ରାହୁଲ ଏବଂ ତାଙ୍କ ପତ୍ନୀ ଦିଶା ୫ ବର୍ଷ ହେବ ତାଙ୍କୁ ମେଣ୍ଟାଲ ଟର୍ଚର କରୁଥିଲେ । ଏବଂ ସେ ତାଙ୍କ ମା’ ବାପା ଙ୍କୁ କହିଛନ୍ତି ଯେ ତୁମେ ଦୟାକରି ଏହି ଦୁଇ ଜଣଙ୍କୁ ଦଣ୍ଡ ଦେବ । ଏହା ପରେ ସେ ନିଜ ମାତା ପିତା ଙ୍କ ପାଇଁ ଲେଖିଛନ୍ତି ଯେ ସେ ଉଭୟଙ୍କୁ ବହୁତ ଭଲ ପାଆନ୍ତି । ମାତ୍ର ମତେ କ୍ଷମା କରିଦେବ ଯେ ମୁଁ ଏହି ସଂସାରରୁ ଛାଡି ସବୁଦିନ ଲାଗି ଯାଉଛି । ମୁଁ ଭଲ ଝିଅଟିଏ ବନି ପାରିଲି ନାହିଁ ।

ଉଭୟଙ୍କୁ ତାଙ୍କ ରାନ ପକାଇ କହିଛନ୍ତି ଯେ ଖୁସିରେ ଜୀବନଜାପନ କରିବେ ଏବଂ ଏହି ସୁଇସାଇଡ ନୋଟ ସେ ଛାଡି ଯାଉଛନ୍ତି ବୋଲି କହିଥିଲେ । ମା’ ବାପା ମତେ କ୍ଷମା କରିଦେବ । ତେବେ ବନ୍ଧୁଗଣ ଏହି ଲାଇନ ଗୁଡିକୁ ଯଦି ଆପଣ ନିଜେ ପଢିବେ ତେବେ ଆପଣ ନିଶ୍ଚିତ ଭାବରେ ଭାବୁକ ହୋଇଯିବେ । ତେବେ ଘଟଣା ଟି ହେଉଛି ବୈଶାଳୀ ଠକ୍କର ଙ୍କ ନିର୍ବନ୍ଧ ଜଣେ ଡାକ୍ତର ଙ୍କ ସହିତ ହୋଇସାରିଥିଲା ।

ମାତ୍ର ରାହୁଲ ବୈଶାଳୀ ଠକ୍କର ଙ୍କର ଏକ୍ସ ବୟଫ୍ରେଣ୍ଡ ଥିଲେ । ସେ ଉଭୟଙ୍କର ପ୍ରାଇଭେଟ ଫଟୋ କୁ ଦେଖାଇ ଦେବା ବୋଲି କହି ଧମକ ବାରମ୍ବାର ଦେଉଥିଲେ ଏବଂ ଏଥି ନିମନ୍ତେ ବୈଶାଳୀ ଠକ୍କର ବିବାହ ମଧ୍ୟ ଭାଙ୍ଗି ଯାଇଥିଲା । ଏହାକୁ ନେଇ ସେ ବହୁତ ମାନସିକ ଚିନ୍ତା ରେ ରହୁଥିଲେ । ଏବଂ ଉଭୟ ରାହୁଲ ତାଙ୍କ ସ୍ତ୍ରୀ ୫ ବର୍ଷ ହେଲା ଟର୍ଚର କରିବାରୁ ବୈଶାଳୀ ଠକ୍କର ଜୀବନ ହରାଇବା ଉଚିତ ଚିନ୍ତା କରିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *