Interesting Odia Gk- ଏମିତି କେଉଁ କାମ ମଣିଷ ମଲାପରେ ବି କରି ପାରିବ ? 99% ଲୋକଙ୍କୁ ଜଣା ନାହିଁ

ବନ୍ଧୁଗଣ, ଏଭଳି ଅନେକ ସାଧାରଣଜ୍ଞାନ ସମ୍ବନ୍ଧୀୟ ପ୍ରଶ୍ନ ରହିଅଛି ଯାହା ସମ୍ବନ୍ଧରେ ଅନେକ ଜାଣିନଥିବେ । ତେବେ ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ବିଶେଷ GK ସମ୍ବନ୍ଧୀୟ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣ ମାନଙ୍କୁ ପାଇଁ ଲାଭଦାୟକ ସାବ୍ୟସ୍ଥ ହେବ । ଛାତ୍ର ଛାତ୍ରୀ ମାନେ ଏହାଦ୍ୱାରା ଉପକୃତ ହେବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- ଭାରତର ସବୁଠାରୁ ବଡ ସରକାରୀ କାର୍ଯ୍ୟ କଣ ?

ଉତ୍ତର;- IAS ଚାକିରୀ ।

୨;- ପରମାଣୁ ବୋମା ଜାପାନ ଉପରେ କେବେ ପକାଯାଇଥିଲା ?

ଉତ୍ତର;- ୧୯୪୫ ରେ ।

୩;- ମାନବ ଶରୀରର କେଉଁ ଅଙ୍ଗ ଜନ୍ମ ପରେ ଆସେ, ଏବଂ ମୃ-ତ୍ୟୁ ପୂର୍ବରୁ ଯାଏ ?

ଉତ୍ତର;- ଦାନ୍ତ ।

୪;- କେଉଁ ପକ୍ଷୀ ନିଜ ଶିଶୁକୁ ନିଜ କ୍ଷୀର ଖୁଆଇଥାଏ ?

ଉତ୍ତର;- ବାଦୁଡି ।

୫;- ମସ୍ତିଷ୍କରେ କେତେ ହାଡ ଅଛି ?

ଉତ୍ତର;- ୨୯ ଟି ।

୬;- ପାକିସ୍ତାନ ର ଜାତୀୟ ପଶୁ କଣ ?

ଉତ୍ତର;- ମାର୍କୋର ।

୭;- ଦୁନିଆର ସବୁଠାରୁ ମହଙ୍ଗା ଫଳ କଣ ?

ଉତ୍ତର;- ୟୁବାରି ।

୮;- ଭାରତର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ କିଏ ?

ଉତ୍ତର;- ମାଣିକ ସାର୍କ ୨୬ ଲକ୍ଷ ସମ୍ପତ୍ତି ସହିତ ତ୍ରିପୁରା ର ମୁଖ୍ୟମନ୍ତ୍ରୀ ଥିଲେ ।

୯;- କେଉଁ ଜୀବ ପୁରୁଷ ରୁ ସ୍ତ୍ରୀରେ ପରିବର୍ତ୍ତନ ହୋଇପାରେ ?

ଉତ୍ତର;- ଅକ୍ଟୋପସ ।

୧୦;- କେଉଁ ଜୀବ ଅମର ଅଟେ ?

ଉତ୍ତର;- ଜେଲିଫିସ ।

୧୧;- ଆଲ୍ଲାଉଦିନ ଖିଲଜି କେବେ ସମ୍ରାଟ ହୋଇଥିଲେ ?

ଉତ୍ତର;- ୧୨୯୬ ରେ ।

୧୨;- ଶରୀରର କେଉଁ ଅଙ୍ଗ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ବଢେନାହିଁ ?

ଉତ୍ତର;- ଆଖିର କର୍ଣ୍ଣିକା ।

୧୩;- ନୀଳ ନଦୀର କେଉଁ ଦେଶ ଉପହାର ?

ଉତ୍ତର;- ଇଜିପ୍ଟ ।

୧୪;- ସବୁଜ ଯୋଜନା କାହା ସହିତ ସମ୍ବନ୍ଧିତ ଅଟେ ?

ଉତ୍ତର;- ଜଳ ସମ୍ବନ୍ଧରେ ।

୧୫;- ନାବାର୍ଡ ର ମୁଖ୍ୟ କାର୍ଜ୍ୟାଳୟ କେଉଁଠାରେ ଅବସ୍ଥିତ ?

ଉତ୍ତର;- ମୁମ୍ବାଇ ।

୧୬;- ଶୁଖିଲା ରୋଗ କେଉଁ ଭିଟାମିନ ଅଭାବରୁ ହୋଇଥାଏ ?

ଉତ୍ତର;- ଭିଟାମିନ-D ।

୧୭;- ପ୍ଲାଷ୍ଟିକ ମନି କାହାକୁ କୁହାଯାଏ ?

ଉତ୍ତର;- କ୍ରୀଡିଟ କାର୍ଡ ।

୧୮;- ଲୁହାରେ କଳଙ୍କି ଲାଗିବାରୁ ରକ୍ଷା ପାଇଁ କଣ ପ୍ରୟୋଗ କରାଯାଇଥାଏ ?

ଉତ୍ତର;- କ୍ରୋମିୟମ ।

୧୯;- ଏମିତି କେଉଁ କାମ ମଣିଷ ମଲାପରେ ବି କରିପାରେ ?

ଉତ୍ତର;- ଅଙ୍ଗଦାନ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *