ସ୍ଵାମୀ ଅଫିସ ଗଲା ପରେ ସ୍ତ୍ରୀ ଆଉ କଣ କରିବ, ମୋବାଇଲ ଧରି ଟୁକୁର ଟୁକୁର କରି ଚାଲିଲା ପରକୀୟା ପ୍ରୀତି…’ ଦେଖନ୍ତୁ ଏମିତି କାହିଁକି କହିଲେ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ, ଦ୍କେହନ୍ତୁ Video

ବନ୍ଧୁଗଣ, ଆଇନ ଜୀବି କହିଛନ୍ତି ଯେ ଜଣେ ସ୍ଵାମୀ କାମ କରିବାକୁ ଗଲା ଏବଂ ତା’ ସ୍ତ୍ରୀ ଘରେ ରହିଲା । ତେବେ ଦିନସାରା ସେ ଘରେ ରହି କ’ଣ କରିବ ? ସ୍ମାର୍ଟ ଫୋନରେ ବସି ଟୁକୁର ଟୁକୁର କଲା । ଏହାପରେ କାହା ସହିତ ଗୋଟିଏ ଆସିଗଲା ରିଲେସନସିପରେ । ଯଦି ସିଏ ତାକୁ ଭଲ ଲାଗିଲା ତାକୁ କୁହାଯାଏ ମାରେଟିଆଲ ଆଫୟାର୍ସ । ଯିଏ ଯାହାକୁ ରସିଲା ସିଏ ତାକୁ କିଆ ଫୁଲ ପରି ବାସିଲା । ଏହାର ଅର୍ଥ ବୁଝାଇ ଆଇନ ଜୀବି କହିଛନ୍ତି ଯେ କିଆ ଫୁଲ ଯାହା ଠାକୁରଙ୍କ ପୂଜାରେ ଲାଗିଥାଏ, ତାହା ବାସ ଠାରୁ ଆଉ ବାସ ନାହିଁ ।

ଏଣୁ ଯାହାକୁ ଯିଏ ଭଲ ଲାଗିଲା ସେଠି ସେମାନେ ସ୍ଥାନ, କାଳ-ପାତ୍ର ଏଗୁଡାକ କିଛି ଦେଖନ୍ତି ନାହିଁ । ଏଭଳି ବହୁତ କେସ ଆସୁଅଛି । ତେବେ ଭାରତସଂସ୍କୃତି ସବୁଠାରୁ ବେଷ୍ଟ ସଙ୍କୃତି ଥିଲା worldରେ । ମାତ୍ର ଆଜିର ଆଧୁନିକ ଯୁଗରେ ଶାଶୁଶଶୁର ରହିଲେ ନାହିଁ ବୋହୂ ପାଖରେ ତେବେ ଏଥିନିମନ୍ତେ ମଧ୍ୟ ଏକ୍ସଟ୍ରା ମାରେଟିଆଲ ଆଫୟାର୍ସ ବଢିଗଲା ।

କାରଣ ସେମାନଙ୍କୁ କେହି ପଦେ କହିବାକୁ ନଥିବେ ନିଜ ଇଛାରେ ସ୍ଵାଧୀନ ଭାବରେ ସମସ୍ତ କାର୍ଯ୍ୟ କରିଲେ । ମାତ୍ର କାହା ପାଖରେ ଟିକିଏ ସମୟ ନାହିଁ ବୁଝାମଣା ସହିତ ରହିବା ପାଇଁ ।କୋର୍ଟରେ ଆସି ଘଣ୍ଟା ଘଣ୍ଟା ସମୟ କାଟିବାକୁ ପଛାଉ ନାହାଁନ୍ତି କିନ୍ତୁ ଘରେ ଶାନ୍ତିରେ ରହିବାକୁ ସମସ୍ୟା ହେଉଅଛି ।  ମାତ୍ର ଗୋଟିଏ ଛାତ ତଳେ ଯେହେତୁ ସମସ୍ତେ ରହୁଛେ ତେବେ ଆମ୍ଭ ମାନଙ୍କ ମଧ୍ୟରେ ପାଟିତୁଣ୍ଡ ନିଶ୍ଚିତ ଭାବରେ ହୋଇଯାଏ ।

ମାତ୍ର ଏହି ପାଟିତୁଣ୍ଡକୁ ସମାଧାନ କିଭଳି ହୁଏ ? ଯଦି ଆମ୍ଭ ମାନଙ୍କ ଚାରିପଟେ ଲୋକେ ଥାନ୍ତି ହେ’ କାହିଁ ପାଟିତୁଣ୍ଡ ଲାଗୁଛ ବୋଲି କହି ସମାଧାନ କରି ଦିଅନ୍ତି । ମାତ୍ର ବର୍ତ୍ତମାନ ଯେଉଁ ପରିସ୍ଥିତିରେ ସମସ୍ତେ ଅଛନ୍ତି ସ୍ଵାମୀ ସ୍ତ୍ରୀ ମଧ୍ୟରେ ଯେତେବେଳେ କଳିଝଗଡା ଲାଗୁଛି କେହି ଆଉ ବୁଝେଇବା ପାଇଁ ନାହାଁନ୍ତି । ତେବେ ଏହିଠାରୁ ଆରମ୍ଭ ହୋଇଥାଏ ଏକ୍ସଟ୍ରା ମାରେଟିଆଲ ଆଫୟାର୍ସ ।

ମାତ୍ର ଜଣେ ଯଦି ଜଣଙ୍କୁ ପସନ୍ଦ କରୁଛନ୍ତି କେୟାର କରୁଛନ୍ତି ଯାହାକି ନିଜ ସ୍ଵାମୀଠାରୁ ମିଳିନଥାଏ, ସେହି ସ୍ତ୍ରୀ ଅଥବା ସ୍ଵାମୀର ଫୋକସ କେବଳ ଭଲ ଲାଗିଥିବା ବ୍ୟକ୍ତିଙ୍କ ଉପରେ ପଡିବ ଯେ ଏହି ବ୍ୟକ୍ତିବ ମୋର । ସେତେବେଳେ ସେ ଆଉ ବାପା ମା’ ଛୁଆ ପିଲା କିଛି ଦେଖି ନଥାଏ । ଶେଷରେ ଆଇନଜୀବି ଏହା କହିଛନ୍ତି ଯେ ଆମ୍ଭେ ଏକ ବିଚିତ୍ର ପ୍ରକାରର ଆଇନର ଅନ୍ତର୍ଭୁକ୍ତ ହୋଇ ଅଛୁ ଯାହାକୁ କେବେ ପରିବର୍ତ୍ତନ କରିପାରିବୁ ନାହିଁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *