ବାପାଙ୍କ ମୃତ୍ୟୁ ପରେ ସ୍ଵାମୀ Ardhendu ଙ୍କ ସହ ପ୍ରଥମ ଥର ବାହାରକୁ ବୁଲିବାକୁ ଗଲେ Pallavi, ଭାଇରାଲ ହେଲା Video

ନମସ୍କାର ବନ୍ଧୁଗଣ ଆପଣ ମାନେ ବଲିଉଡ କିମ୍ବା ଓଲିଉଡ କିମ୍ବା ହଲିଉଡ଼ ଆଦି ଅନେକ ଭାଷା ଭାଷୀ ର ସିନେମା ଦେଖିବାକୁ ପସନ୍ଦ କରୁଥିବେ ନିଶ୍ଚିତ । ତେବେ ସେଥି ମଧ୍ୟରେ ଯଦି ଆପଣଙ୍କ ପ୍ରିୟ ଅଭିନେତା କିମ୍ବା ଅଭିନେତ୍ରୀ ରୁହନ୍ତି ତେବେ ତାଙ୍କ ସିନେମା ଦେଖିବାକୁ ଅଧିକ କ୍ରେଜ ଭରି ରହିଥାଏ । ତେବେ ଦର୍ଶକ ମାନେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖିବା ଛଡା ତାଙ୍କ ବାସ୍ତବ ଜୀଵନ ରେ କଣ କଣ ଘଟୁଛି ତାହା ଦେଖିବା ପାଇଁ ଅଧିକ ଇଛା ପ୍ରକାଶ କରିଥାନ୍ତି ।

ସେମାନେ କିପରି ରହୁଛନ୍ତି ତାଙ୍କ ଜୀଵନ ଶୈଳୀ କିପରି ସେମାନେ କେଉଁ ପର୍ବ ପାଳନ କରୁଛନ୍ତି ଆଦି ବିଷୟ ରେ ଜାଣିବା ପାଇଁ ସେମାନେ ବହୁତ ଇଛୁକ ଥାଆନ୍ତି । ତେବେ ଆଜି ଆମେ ଓଡ଼ିଆ ର ଲୋକପ୍ରିୟ ଅଭିନେତା ଅର୍ଧେନ୍ଦୁ ନିଜ ସ୍ତ୍ରୀ ପଲ୍ଲବୀ ଙ୍କ ସହିତ ନିଜ ମାଲଡ଼ିବସ ବୁଲା ବୁଲିର ଭିଡିଓ ଫୋଟୋ ସବୁ ଭାଇରାଲ ହେଉଛି ଆସନ୍ତୁ ତାହା ଜାଣିନେବା ।

ତେବେ ଓଡ଼ିଆ ଅଭିନେତା ଅର୍ଧେନ୍ଦୁ ସୁନ୍ଦର ସାହୁ ଜଣେ ଲୋକପ୍ରିୟ ଏବଂ ପ୍ରସିଦ୍ଧ ଅଭିନେତା ସେ ନିଜ ର କ୍ୟାରିଆର ଅ,ଆ,ଇ ସିନେମା ରୁ ଆରମ୍ଭ କରିଥିଲେ । ତେବେ ସେ ନିଜର ଅଭିନୟ ର ଯାଦୁ ରେ ବର୍ତ୍ତମାନ ଘରେ ଘରେ ପରିଚିତ ଅଛନ୍ତି । ତେବେ ସେ ଦୁଇ ବର୍ଷ ତଳେ ପିପିଲି ର ଏମଏଲଏ ପ୍ରଦୀପ ମହାରଥୀ ଙ୍କ ଝିଅ ପଲ୍ଲବୀ ଙ୍କୁ ବିବାହ କରିଥିଲେ ।

ତେବେ ପ୍ରଦୀପ ମହାରଥୀ ଙ୍କ ମୃତ୍ୟୁ ପରେ ବର୍ତ୍ତମାନ ତାଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ସବୁ କଥା ବୁଝୁଛନ୍ତି । ତେବେ ଏହି କିଛି ଦିନ ହେବ ପଲ୍ଲବୀ ଏବଂ ଅର୍ଧେନ୍ଦୁ ଙ୍କ ସୋ-ସି-ଆ-ଲ ମି-ଡ଼ି-ଆ ରେ ତାଙ୍କ ମାଲଦୀପ ର ବୁଲାବୁଲି ର ଭିଡିଓ ସବୁ ଦେଖିବାକୁ ମିଳୁଛି ।

ତେବେ ସେମାନେ ସେଠାରେ ବିଭିନ୍ନ ପ୍ରକାରର ଗୀତ ରେ ରିଲସ ରେ ନୃତ୍ୟ ମଧ୍ୟ କରୁଛନ୍ତି ଏବଂ ସେଥିରେ ଦୁହେଁ ବହୁତ ସୁନ୍ଦର ଦେଖା ଯାଉଛନ୍ତି ଏବଂ ଲୋକମାନେ ମଧ୍ୟ ବହୁତ ଭଲ ପାଇବା ଦେଉଛନ୍ତି ଏହି ଯୋଡି କୁ । ତେବେ ଏହି ଯୋଡି କୁ ନେଇ ଆପଣଙ୍କ ମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *