ଏମିତି ବୋକାଙ୍କୁ ତ ଭଗବାନ ହିଁ ବଞ୍ଚେଇ ପାରିବେ, ଥରେ ଦେଖନ୍ତୁ ଏହି Video ହସି ହସି ଗଡିଯିବେ…

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ସୋସିଆଲ ମିଡିଆ ଦ୍ଵାରା ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ତେବେ ସୋସିଆଲ ମିଡିଆରେ ଏପରି ମଧ୍ୟ କିଛି ଭିଡିଓ ଭାଇରାଲ ହେଉଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ବହୁତ ହସିବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଗତ କିଛି ଦିନ ତଳେ ରାଜସ୍ଥାନର ଅଲୱାର ଜିଲ୍ଲାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଟ୍ରେନ ଲାଇନରେ ଜଣେ ବ୍ୟକ୍ତି ହାତରେ କଚୋରି ନେଇ ଛିଡା ହୋଇଛନ୍ତି ସେହି ସମୟରେ ଟ୍ରେନ ଆସି ବ୍ୟକ୍ତି ପାଖରେ ରହିଯାଉଛି ଓ ଟ୍ରେନ ଡ୍ରାଇଭରଙ୍କୁ ବ୍ୟକ୍ତି ସେହି କଚୋରି ଦେଉଛନ୍ତି । ଟ୍ରେନ ଡ୍ରାଇଭରଙ୍କ ଏଭଳି ସଉକକୁ ମାନିବାକୁ ପଡିବ ।

୨. ବନ୍ଧୁଗଣ ଏବେ ସୋସିଆଲ ମିଡିଆରେ ଅନେକ ଯୁବକ ବ୍ୟାକ ଫ୍ଲିପ ମାରୁଥିବାର ଭିଡିଓ ଅପଲୋଡ କରୁଛନ୍ତି । ହେଲେ ଏହି ମହାନ ମଣିଷଙ୍କୁ ଦେଖନ୍ତୁ । ଏହି ମହାନ ମଣିଷଙ୍କ ଆଇଡିଆ ନେଇ ଯେକୌଣସି ଲୋକ ବ୍ୟାକ ଫ୍ଲିପ ମାରିଦେବ । ବ୍ୟକ୍ତି ଜଣକ କେବଳ ଡେଉଁ ଛନ୍ତି ଓ ନିଜ କ୍ୟାମେରାକୁ ବୁଲାଇ ଦେଉଛନ୍ତି ଏମିତି ଲାଗୁଛି ବ୍ୟକ୍ତି ବ୍ୟାକ ଫ୍ଲିପ ମାରୁଛନ୍ତି ।

୩. ବନ୍ଧୁଗଣ ଡେଲିଭରି ବଏ ମାନଙ୍କ କାମ ତ ଆପଣ ମାନେ ଜାଣିଥିବେ । ହେଲେ ଏହି ଭିଡିଓରେ ଥିବା ମହାନ ଡେଲିଭରି ବଏଙ୍କ କାମ ଦେଖନ୍ତୁ । ପ୍ରଥମେ ସେ ପ୍ଯାକେଟକୁ ଘର ବାହାରେ ରଖି ପ୍ରମାଣ ଆକାରରେ ଫଟୋ ନେଉଛନ୍ତି ତା ପରେ ସେ ସେହି ଡେଲିଭରି ପ୍ଯାକେଟକୁ ଚୋରୀ କରି ନେଇଯାଉଛନ୍ତି । ଏଭଳି ଚତୁର ବ୍ୟକ୍ତି ମାନଙ୍କ ଠାରୁ ସାବଧାନ ରୁହନ୍ତୁ ।

୪. ବନ୍ଧୁଗଣ ସାଧାରଣତଃ ଦୁଇ ଚକିଆ ଗାଡିରେ ଦୁଇଜଣରୁ ଅଧିକ ଲୋକ ବସି ନଥାନ୍ତି ହେଲେ କିଛି ମନ୍ଦବୁଦ୍ଧି ଲୋକ ଅଛନ୍ତି ଯେଉଁ ମାନେ କିଛି ଅଲଗା ଭିନ୍ନ କରିବା ପାଇଁ ଚେଷ୍ଟା କରନ୍ତି । ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖନ୍ତୁ । ଏହି ଭିଡିଓରେ ଗୋଟେ ଦୁଇ ଚକିଆ ଗାଡିରେ ପାଞ୍ଚ ଜଣ ବସିଛନ୍ତି । ଜଣେ ତ ଗାଡି ସାମ୍ନାରେ ବସି ଯାଇଛି ।

୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ଭିଡିଓରେ ଜଣେ ଟ୍ରକ ଡ୍ରାଇଭର ଗାଡି ଚଲାଉଥିବା ସମୟରେ ହଠାତ ପଛକୁ ଆସି ସୋଇ ପଡୁଛି ଓ ଗାଡି ଚାଲୁଛି । ହେଲେ ଅସଲରେ ସେହି ଗାଡିଟି ଏକ ଅନ୍ୟ ଗାଡି ଉପରେ ରଖାଯାଇ ନିଆଯାଉଛି । ଏଭଳି ବୁଦ୍ଧିମାନ ଲୋକ ମାନଙ୍କ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *