ବର ଗାଇଲା ଗୀତ ନାଚିଲେ ବରଯାତ୍ରୀ ! ଏମିତି ବିବାହ ପ୍ରସେଶନ ଆଗରୁ କେବେ ବି ଦେଖି ନଥିବେ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନିଜ ବାହାଘରରେ ବରଯାତ୍ରୀ ମାନଙ୍କ ପାଇଁ ବର ଗାଇଲା ଗୀତ ! ତେବେ ବାହାଘର ଏକ ଏପରି ସମ୍ପର୍କ ଯାହା ପୁଅ ଓ ଝିଅଙ୍କ ମଧ୍ୟରେ ଏକ ସୁସମ୍ପର୍କ ଥାଏ । ଏହା ସହ ପୁଅ ଓ ଝିଅଙ୍କ ପାଇଁ ଜୀବନର ବହୁତ ବଡ ଏକ ଖୁସିର ଅବସର ମଧ୍ୟ ହୋଇଥାଏ । ତେବେ ସୂଚନା ମୁତାବିକ ବାହାଘରରେ ବାହା ହେବାକୁ ଯାଉଥିବା ବର ଜଣଙ୍କ ଗୀତ ଗାଉଛନ୍ତି । ଅର୍ଥାତ ନିଜ ବାହାଘରରେ ବରଯାତ୍ରୀ ମାନନକ ପାଇଁ ବର ଜଣଙ୍କ ଗାଡିରେ ବର ବେଶରେ ବସି ମଧ୍ୟ ଗୀତ ଗାଉଛନ୍ତି ।

ଯାହାର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ତେବେ ଏହା ତ ସମସ୍ତେ ଜାଣିଛନ୍ତି । ଏହା କି ଯେ ବାହାଘର ସମୟରେ ଝିଅ ଘରକୁ ବର ବରଯାତ୍ରୀ ନେଇକି ଯାଇଥାଏ । ତେବେ ବରଯାତ୍ରୀ ମାନଙ୍କର ମନୋରଞ୍ଜନ ପାଇଁ ତଥା ବାହାଘର ପ୍ରସେଶନ ପାଇଁ ଅନେକ ପ୍ରକାର ବାଜା ଗୀତ ଓ ଡିଜେ ର ମଧ୍ୟ ଆୟୋଜନ କରାଯାଇଥାଏ । ହେଲେ ଏଠାରେ କିଛି ଅଲଗା ପ୍ରକାର ଦୃଶ୍ୟ ନଜର ଆସିଛି ।

କାରଣ ଏଠାରେ ବରଯାତ୍ରୀ ମାନଙ୍କ ପାଇଁ ଅନ୍ୟ କେଉଁ ଡିଜେ କି ସିଙ୍ଗର ନୁହନ୍ତି । ବଂର ବାହା ହେବାକୁ ଯାଉଥିବା ବର ନିଜେ ହିଁ ବରଗାଡିରେ ବସି ବରଯାତ୍ରୀ ମାନଙ୍କ ପାଇଁ ଗୀତ ବୋଲୁଛି । ତାଳରେ ତାଳ ଦେଇ ବରଯାତ୍ରୀ ମଧ୍ୟ ଧୂମ ନାଚୁଛନ୍ତି ।  ଏହି ଦୃଶ୍ୟକୁ ଦେଖି ଅନେକ ଲୋକ ଏହାକୁ ପସନ୍ଦ କରୁଛନ୍ତି । ଏହା ସହିତ ଅନେକ ଲୋକ ଅନେକ ପ୍ରକାର ଏହି ଦୃଶ୍ୟକୁ ଦେଖି କମେଣ୍ଟ ମଧ୍ୟ କରୁଛନ୍ତି ।

କିଏ କହୁଛି ବରର ପଇସା ସରିଯିବ ବୋଲି ନିଜ ବାହାଘରରେ ନିଜେ ସିଙ୍ଗର ସାଜି ଗୀତ ବରଯାତ୍ରୀ ମାନଙ୍କ ପାଇଁ ବୋଲି ଦେଉଛି । ତ ଅନ୍ୟ କିଏ କହୁଛି । ବର ବୋଧେ ଜଣେ ସିଙ୍ଗର । ତେଣୁ ସେ ବାହାଘର ସମୟରେ ମଧ୍ୟ ନିଜର ଗୀତ ଗାଇବାର କଳାକୁ ବଞ୍ଚେଇ ରଖିଛି । ତେବେ ଏପରି କିଛି ମଜାଦାର କଥା ସହ ଦୃଶ୍ୟଟି ଖୁବ ଦ୍ରୁତ ଗତିରେ ଭାଇରାଲ ହୋଇଚାଲିଛି ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଏହା ସହିତ ଆପଣ ମାନଙ୍କୁ ବାହାଘରରେ ବରଯାତ୍ରୀ ମାନଙ୍କ ନିଜେ ବର ଗାଇବାର ଦୃଶ୍ୟ କିପରି ଲାଗିଲା ? ନିଜର ମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *