ଭୁବନେଶ୍ୱରରେ ଆସି ଫ୍ୟାନଙ୍କୁ Flying Kiss ଦେଇ ଓଡ଼ିଆ କହିଲେ Silpa Shetty

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଶା ଆସି ଓଡିଆ କହିଲେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ! ଗତ କାଲି ବଲିଉଡ ଅଭିନେତ୍ରୀ ଭୁବନେଶ୍ବର ସ୍ଥିତ ଓଡିଶାର ବହୁତ ହିଁ ପ୍ରସିଦ୍ଧ ଜ୍ୱେଲେରୀ କଲ୍ୟାଣ ର ଏକ ପ୍ରୋଗ୍ରାମ ସେରିମୋନିକୁ ଆସିଥିଲେ । ସେଠାରେ ସୁନ୍ଦରୀ ତଥା ଷ୍ଟାଇଲିସ ଅଭିନେତ୍ରୀ ଶିଳ୍ପାଙ୍କୁ ଦେଖି ତାଙ୍କ ଫ୍ୟାନ ଫଲଇଙ୍ଗ ମାନଙ୍କ ମନ ପୁରା ଗାର୍ଡେନ ଗାର୍ଡେନ ହୋଇଯାଇଥିଲା ।

ବଲିଉଡ ନାୟିକା ଶିଳ୍ପାଙ୍କୁ କିଏ ବା ନଜାଣେ । ତାଙ୍କ ଅଭିନୟ ତଥା ଡାନ୍ସର ଯାଦୁଗରୀ ପାଇଁ ସେ ଅନେକ ଦର୍ଶକଙ୍କ ମନରେ ନିଜ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ତେବେ ଭୁବନେଶ୍ବରରେ ଥିବା କଲ୍ୟାଣ ଜ୍ୱେଲେରୀର ଅକ୍ଷୟ ତୃତୀୟା ସ୍ପେଶାଲ ପ୍ରୋଗ୍ରାମରେ ଆକଟ୍ରେସ ଶିଳ୍ପା ସେଟ୍ଟୀ ସାମିଲ ହୋଇଥିଲେ ।

ଏହା ସହ କାର୍ଯ୍ୟକ୍ରମକୁ ଆହୁରି ସୁନ୍ଦର କରିଦେଇଥିଲେ । ତେବେ ଶିଳ୍ପା କାର୍ଯ୍ୟକ୍ରମରେ ନିଜସ୍ୱ କିଛି ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ଯେଉଁଠାରେ କି ଶିଳ୍ପା କହିଛନ୍ତି । ଓଡିଶାର ପରମ୍ପରା ଓ ସଂସ୍କୃତି ମୋତେ ବହୁତ ହିଁ ଭଲ ଲାଗେ । ଏହା ସହ ମୋ ମାମା କୁହନ୍ତି । ଯଦି ମୂର୍ତ୍ତି କିଣିବାର ଥାଏ । ତେବେ ଓଡିଶାରୁ ମୂର୍ତ୍ତି କିଣିକି ଆଣିବୁ ।

କାରଣ ସେଠାରେ ମିଳୁଥିବା କଳାକୁର୍ତ୍ତୀ କାରୀଗରୀ ବାଲା ମୂର୍ତ୍ତି ବହୁତ ହିଁ ସୁନ୍ଦର ଲାଗେ । ତେବେ ଏହା ସହ ଏପରି କିଛି ମଧ୍ୟ ଶିଳ୍ପା ନିଜର ପ୍ରତିକ୍ରିୟାରେ କହିଥିଲେ । ଯେ ଆଗକୁ ଅକ୍ଷୟ ତୃତୀୟା ଆସୁଅଛି । ତେଣୁ ଅକ୍ଷୟ ତୃତୀୟା ପାଇଁ ସୁନା ଗହଣା କିଣିକି ନେବା ଘର ପାଇଁ ବହୁତ ହିଁ ଶୁଭ ମନା ଯାଇଥାଏ ।

ତେଣୁ ମୁଁ କଲ୍ୟାଣ ଜ୍ୱେଲେରୀରୁ କିଛି ଗହଣା ନିହାତି ଭାବରେ କିଣିକି ନେବି । କାରଣ ଗହଣା କାହାର ଅବା ପସନ୍ଦ ନୁହେଁ । ବିଶେଷ କରି ମହିଳା ମାନଙ୍କର ଗହଣା ପିନ୍ଧିବାର ବହୁତ ହିଁ ଅଧିକ ସଉକି ରହିଥାଏ । ଏହା ସହ କାର୍ଯ୍ୟକ୍ରମ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କଥା ହେଉଥିବା ସମୟରେ ତାଙ୍କ ମୁହଁରେ ଓଡିଆ ମଧ୍ୟ ଶୁଣିବାକୁ ମିଳିଥିଲା । ଯେଉଁଠାରେ ସେ କହିଥିଲେ ।

ଆପଣ ମାନଙ୍କୁ ବହୁତ ବହୁତ ଧନ୍ୟବାଦ ଏପରି କହି ନିଜର ବକ୍ତବ୍ୟ ଶେଷ କରିଥିଲେ ।  ଯଦି ଏହି ପୋସ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *