ଏମିତି ଟ୍ୟାଲେଣ୍ଟ ଆଗରୁ କେବେ ବି ଦେଖି ନଥିବେ, ଏମାନଙ୍କୁ ତ ମେଡାଲ ମିଳିବା କଥା !

ବନ୍ଧୁଗଣ, ଯେତେବେଳେ ଯୋଗାଡର କଥା ଆସିଥାଏ, ସେତେବେଳେ ଲିଷ୍ଟରେ ସବୁଠାରୁ ପ୍ରଥମ ନାମ ଇଣ୍ଡିଆର ହିଁ ଆସିଥାଏ । କାରଣ ଆମ ଇଣ୍ଡିଆ ଲୋକେ ଏଭଳି ଭାବରେ ଟ୍ୟାଲେଣ୍ଟେଡ ଅଟନ୍ତି ଯେ ସେମାନେ ବେଳେ ବେଳେ ଏଭଳି ଦେଶୀ ଯୁଗାଡ କରିଦେଇଥାନ୍ତି ଯାହାଙ୍କୁ ଦେଖି ବୈଜ୍ଞାନିକ ଙ୍କ ମୁଣ୍ଡ ମଧ୍ୟ ଚକର କଟି ଯାଇଥାଏ । ଆଉ କେବେ କେବେ ସେମାନେ ଏଭଳି ଯୁଗାଡ ବନାଇଥାନ୍ତି ଯାହାକୁ ଦେଖି ଆମେ ନିଜ ହସ କୁ ମଧ୍ୟ ଅଟକାଇ ପାରି ନଥାଉ । ତେବେ ଆସନ୍ତୁ ଜାଣିନେବା ସେହିଭଳି କିଛି ଘଟଣା ସମ୍ବନ୍ଧରେ ।

୧;- ସାଧାରଣତଃ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବର୍ତ୍ତମାନ ଏତେ ବଢିଯାଇଛି ତାହା ବାହାନର ହାତ ଲଗାଇବା ପୂର୍ବରୁ ୧୦ ଠାର ଚିନ୍ତା କରିବାକୁ ପଡିଥାଏ ଯେ ଆମ୍ଭେ ଚାଲି ଚାଲି ଯିବା କି ବାହାନ ନେଇ ଯିବା ? ଗୋଟିଏ ଦୃଶ୍ୟରେ ଦେଖିବାକୁ ମିଳିଥିଲା ଜଣେ କାର ଚାଳକ କାର ରେ ଲୋକଙ୍କୁ ନେଇ ଯାଉଛି । ପଛରୁ ଦେଖିଲେ ତାହା କାର ଅଟେ ମାତ୍ର ଆଗ ପଟରୁ ଦେଖିଲେ ତାହା ଏକ କାର ନୁହେଁ ବରଂ ତାହା ଏକ ବିନା ପେଟ୍ରୋଲ ଏବଂ ଡିଜେଲ ରେ ଚାଲୁଥିବା ଏକ ଯୁଗାଡୁ କାର ଅଟେ ।

୨;- ଆଉ ଏକ ଭିଡିଓରେ ଦେଖିବାକୁ ମିଳିଥିଲା ଯେ ୪ ଟି ମଣିଷ ବାଇକ ରେ ବିରାଜ ମାନ ଅବସ୍ଥାରେ ଥିଲେ, ଏହାପରେ ୫ ନମ୍ବର ବ୍ୟକ୍ତି ଆସି କୁହନ୍ତି ଯେ ମତେ ମଧ୍ୟ ସାଥିରେ ନେଇଚାଲ । ମାତ୍ର ବାଇକ ଉପରେ ଏତେ ଜାଗା ନଥିଲା । ଏଣୁ ସେ ଗୋଟିଏ ଜରି ଆଣି ତାହା ତଳେ ପାରି ବାଇକ ପଛ ପଟକୁ ଧରି ବସିଗଲେ । ଏହାପରେ ବାଇକ ଚାଳକ ଗାଡି ଆଗକୁ ଚଳାଇ ନେଇଗଲେ । ଏହିଭଳି ଦେଶୀ ଯୁଗାଡ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

୩;- ଆଜିଭଳି ଦିନରେ କିଛି ଟ୍ରେଣ୍ଡି ଗୀତ ବାଜିଲା ମାନେ ସମସ୍ତେ ଋଲ୍ସ ବନାଇବାକୁ ଲାଗିଯାଇଥାନ୍ତି । ଏବଂ ସେହିଭଳି କିଛି ଏଠାରେ ଦେଖିବାକୁ ମିଳିଥିଲା ଏଠାରେ ଜଣେ ପ୍ରଫେସନାଲ ଭି-ଡି-ଓ ବନାଉଥିବା ସମୟରେ ୩ ଜଣ ନିଜ ଫୋନ ରେ ଭିଡିଓ ବନାଇବାରେ ବ୍ୟସ୍ତ ତାହା ପୁଣି ପଛକୁ ପଛ ଧରି । ତେବେ ଏହିଭଳି ଦେଶୀ ଯୋଗାଡ କୁ ସାଲ୍ୟୁଟ କରିବା କଥା ।

୪;- ଆଉ ଜଣଙ୍କ ପାଖରେ ଭି-ଡି-ଓ ବନାଇବା ପାଇଁ ଟ୍ରାଏଫୋଡ ନଥିଲା, କିନ୍ତୁ ସେ ନିଜର ଯୋଗାଡ ବୁଦ୍ଧି କୁ ଚଳାଇଲେ ଏବଂ ଷ୍ଟାଣ୍ଡ ଫ୍ୟାନ ଆଣି ତାହାର ଆଙ୍କୁଡାରେ ଫୋନ କୁ ଚାଲୁ କରି ରଖି ଭି-ଡି-ଓ ଚଳାଇବାକୁ ଲାଗିଲେ । ସତରେ ଏହିଭଳି କରିଲେ କିଛି ଉପକରଣ କିଣିବାକୁ ପଡିବ ନାହିଁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *