Interesting Odia Gk- ଭାରତର କେଉଁ ପ୍ରଧାନ ମନ୍ତ୍ରୀ ଆଜୀବନ ବିବାହ କରି ନ ଥିଲେ ? କଣ ଆପଣ ଜାଣିଛନ୍ତି ?

ବନ୍ଧୁଗଣ, ଆଜି ଆମ୍ଭେ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣଙ୍କ ନିମନ୍ତେ ଲାଭ ଦାୟକ ଅଟେ । ଏହି ପ୍ରଶ୍ନ ଉତ୍ତର କୁ ଆଧାର କରି ଅଥବା ମନେ ରଖି ଆପଣ ଅନେକ କ୍ଷେତ୍ରରେ ସଫଳତା ହାସଲ କରିପାରିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ ।

୧;- ଗୋଟିଏ ମନୁଷ୍ୟ ଲଗାତାର ଭାବେ କେତେ ଦିନ ପର୍ଯ୍ୟନ୍ତ ଦୌଡି ପାରିଥାଏ ?

ଉତ୍ତର;- ୪ କିମ୍ବା ୫ ଦିନ ।

୨;- ବାୟୁ ମଣ୍ଡଳ କୁ ସବୁଠାରୁ ଅଧିକ ଅମ୍ଳଜାନ କେଉଁ ବୃକ୍ଷ ଯୋଗାଇ ଥାଏ ?

ଉତ୍ତର;- ଯେଉଁ ବୃକ୍ଷ ରେ ଅଧିକ ପତ୍ର ରହିଥାଏ ।

୩;- ଦୁନିଆରା ସବୁଠାରୁ ବଡ ବିମାନ ବନ୍ଦର କେଉଁଟି ଅଟେ ?

ଉତ୍ତର;- କିଂଙ୍ଗ ଫଣ୍ଡ ।

୪;- କେଉଁ ଭିଟାମିନ ଶରୀରରେ ସ୍ଥାୟୀ ହୋଇ ରହି ନଥାଏ ?

ଉତ୍ତର;- ଭିଟାମିନ-C ।

୫;- ଯେତେବେଳେ ଉଡାଜାହାଯ ଟି ଆକାଶ ମାର୍ଗରେ ଉଡୁଥାଏ ସେତେବେଳେ ପୃଥିବୀ ପୃଷ୍ଠରେ ତାର ଛାଇ କଣ ପାଇଁ ପଡି ନଥାଏ ?

ଉତ୍ତର;- କାରଣ ଉଡାଜାହାଜ ର ଛାଇ ପୃଥିବୀ ପୃଷ୍ଠ ପର୍ଯ୍ୟନ୍ତ ପହଞ୍ଚି ପାରି ନଥାଏ ।

୬;- ଉତ୍ତର ପ୍ରଦେଶ ର ମୁଖ୍ୟମନ୍ତ୍ରୀ କିଏ ଅଟନ୍ତି ?

ଉତ୍ତର;- ଯୋଗୀ ଆଦିତ୍ୟ ନାଥ ।

୭;- କେଉଁ ଫଳକୁ ଖାଇବା ପାଇଁ ଲାଇସେନ୍ସ ନେବାକୁ ପଡିଥାଏ ?

ଉତ୍ତର;- ମେନ ଫୃଟ ।

୮;- ଭାରତର କେଉଁ ରାଜ୍ୟରେ ବର୍ତ୍ତମାନ ଯାଏ, କେବଳ ଜଣେ ହିଁ ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି ?

ଉତ୍ତର;- ତେଲେଙ୍ଗାନା ।

୯;- ଟେଲିଭିଜନର ଉଦ୍ଭାବନ କେଉଁ ମସିହା ରେ ହୋଇଥିଲା ?

ଉତ୍ତର;- ୧୯୪୪ ମସିହାରେ ।

୧୦;- ମନୁଷ୍ୟର ରକ୍ତ କୁ କେତେ ଦିନ ପର୍ଯ୍ୟନ୍ତ ସଂରକ୍ଷଣ କରି ରଖାଯାଇ ପାରିବ ?

ଉତ୍ତର;- ୨୧ ଦିନ ।

୧୧;- କେଉଁ ଦେଶରେ କେବଳ ଝିଅ ମାନେ ହିଁ ମଦ ପିଇ ପାରିବେ ?

ଉତ୍ତର;- ପେରୁ ଦେଶରେ ।

୧୨;- କେଉଁ ପକ୍ଷୀକୁ ଘରକୁ ଆଣିବା ଅଶୁଭ ହୋଇଥାଏ ?

ଉତ୍ତର;- ପେଚା ।

୧୩;- ଦୁନିଆରେ କେତେ ପ୍ରତିଶତ ଗଛ ଜଳ ଭିତରେ ରହିଅଛି ?

ଉତ୍ତର;- ୮୫ ପ୍ରତିଶତ ।

୧୪;- ଭାରତର କେଉଁ ରାଜ୍ୟରେ ସବୁଠାରୁ ବେଶୀ ଡାଲି ର ଉତ୍ପାଦନ କରା ଯାଇଥାଏ ?

ଉତ୍ତର;- ମଧ୍ୟପ୍ରଦେଶ ।

୧୫;- ଲୋକ ସଭାକୁ ଗୋଟିଏ ଦିନ ବି ଯାଇ ନଥିବା ଭାରତ ର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଅଟନ୍ତି ?

ଉତ୍ତର;- ଚୌଧୁରୀ ଚରଣ ସିଂହ ।

୧୬;- କେଉଁ ଯିବାର ଆଖି ଖରାପ ହୋଇଯିବା ମାତ୍ରେ ତାର ଆଉ ଗୋଟେ ନୂଆ ଆଖି ଆସିଯାଇଥାଏ ?

ଉତ୍ତର;- ଘଙ୍ଗୋର ।

୧୭;- ଭାରତର କେଉଁ ପ୍ରଧାନମନ୍ତ୍ରୀ କୁଆଁରା ଥିଲେ ?

ଉତ୍ତର;- ଅଟ୍ଟଳ ବିହାରୀ ଭାଜପାୟୀ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *