Interesting Odia Gk- କେଉଁ ପଶୁର କ୍ଷୀର ପିଇଲେ ନିଶା ହୋଇଯାଏ ? 99% ଲୋକ ଫେଲ

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କିଛି ଏଭଳି ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣଙ୍କୁ ଅନେକ କ୍ଷେତ୍ରରେ ସାହାର୍ଯ୍ୟ କରି ପାରିବ । ଯେପରିକି ଆପଣ ଯଦି ବିଦ୍ୟାର୍ଥୀ ଅଟନ୍ତି ତେବେ ଏହା ଆପଣଙ୍କ ବର୍ତ୍ତମାନ ଏବଂ ଭବିଷ୍ୟତ ନିମନ୍ତେ ବହୁତ ସହାୟତା ହେବ ଚାକିରୀ କ୍ଷେତ୍ରରେ ମଧ୍ୟ ଏହା ଆପଣଙ୍କ ପାଇଁ ଲାଭକାରୀ ହେବ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- ନିଉଟନଙ୍କ ତୃତୀୟ ନିୟମ କ’ଣ ?

ଉତ୍ତର;- ପ୍ରତ୍ୟକ ପ୍ରକ୍ରିୟା ସମାନ ଓ ବିପରୀତ ପ୍ରକ୍ରିୟା ଥାଏ ।

୨;- SBI ବ୍ୟାଙ୍କ ନିଜର ପ୍ରଥମ ବ୍ରାଞ୍ଚ କେଉଁ ଦେଶରେ ଖୋଲିଥିଲା ?

ଉତ୍ତର;- ଚୀନ ।

୩;- ସୂର୍ଯ୍ୟର ଆପେକ୍ଷିକ ସାନ୍ଦ୍ରତା କେତେ ?

ଉତ୍ତର;- ୧.୪ ।

୪;- କେଉଁ ଗ୍ରହରେ ସୂର୍ଯ୍ୟ ପଶ୍ଚିମ ଦିଗରେ ଉଦୟ ହୁଏ ?

ଉତ୍ତର;- ଶୁକ୍ର ଗ୍ରହରେ ।

୫;- ପୃଥିବୀର ପୃଷ୍ଠରୁ ପ୍ରେରିତ ନିର୍ଦ୍ଧେଶ ମଙ୍ଗଳ ଗ୍ରହରେ ପହଞ୍ଚିବା ପାଇଁ କେତେ ସମୟ ଲାଗେ ?

ଉତ୍ତର;- ୧୧ ମିନିଟ ।

୬;- ପୃଥିବୀର କେତେଗୁଣ ସୂର୍ଯ୍ୟର ଆକାର ?

ଉତ୍ତର;- ୧୩ ଲକ୍ଷ ଗୁଣ ।

୭;- ଶୁକ୍ର ଗ୍ରହର ପରିକ୍ରମଣ କାଳ କେତେ ?

ଉତ୍ତର;- ୨୨୫ ଦିନ ।

୮;- ସୁନ୍ଦରତମ ଗ୍ରହ କିଏ ?

ଉତ୍ତର;- ଶନି ।

୯;- ନେପ୍ଚୁନ ଗ୍ରହର କେତୋଟି ଉପଗ୍ରହ ରହିଅଛି ?

ଉତ୍ତର;- ୨ ଟି ।

୧୦;- ସର୍ବାଧିକ କେଉଁ ଗ୍ରହର ଉପଗ୍ରହ ଅଛି ?

ଉତ୍ତର;- ଶନି ର ।

୧୧;- ପ୍ଲୁଟୋ ଗ୍ରହର ଆବିଷ୍କାରକ କିଏ ?

ଉତ୍ତର;- ସି.ଡବଲ୍ୟୁ ଟମ ବ୍ୟାଗ ।

୧୨;- କେଉଁ ପଶୁର କ୍ଷୀର ପିଇଲେ ନିଶା ହୋଇଥାଏ ?

ଉତ୍ତର;- ମାଦା ହାତୀ ।

୧୩;- ତାହା କେଉଁ ଶବ୍ଦ ଯାହାକୁ ସମସ୍ତେ ଶୁଣିଥାନ୍ତି କିନ୍ତୁ ଆପଣ ଶୁଣି ପାରନ୍ତି ନାହିଁ ?

ଉତ୍ତର;- ଆପଣଙ୍କ ଘୁଙ୍ଗୁଡି ।

୧୪;- କଳା ଘୋଡା ଧଳା ଚଢାଳୀ ଜଣକ ପରେ ଆଉ ଜଣଙ୍କ ପାଳି, ଏହାର ଉତ୍ତର କଣ ?

ଉତ୍ତର;- ତାୱା ଏବଂ ରୋଟି ।

୧୫;- ଜଣେ ବ୍ୟକ୍ତି ୩୦ ଦିନ ନ ଶୋଇ କେମିତି ବଞ୍ଚିପାରିବ ?

ଉତ୍ତର;- ଦିନରେ ଶୋଇବାର ଆବଶ୍ୟକ ନାହିଁ ।

୧୬;- ମୁଁ ଲେଖା ପଢା କାମରେ ଆସେ କିନ୍ତୁ ବହି, ଖାତା କିମ୍ବା କଲମ ନୁହେଁ ?

ଉତ୍ତର;- ଚଷମା ।

୧୭;- ଯଦି ରାମୁର ବଗିଚାରେ ମିଶ୍ର ବାବୁଙ୍କ କୁକୁଡା ଅଣ୍ଡା ଦିଏ, ତେବେ ଅଣ୍ଡାଟି କାହାର ହେବ ?

ଉତ୍ତର;- କୁକୁଡାର ହେବ । ତେବେ ବନ୍ଧୁଗଣ ଏହି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ ବିବରଣୀ ଟି ଆପଣଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *