ସାବଧାନ ! 1940 ମସିହାର ଇଲେକ୍ଟ୍ରି ବିଲ ଦେଖି ଆପଣଙ୍କୁ ଲାଗିପାରେ 440 ଭୋଲ୍ଟ ର ଝଟକା ! ବିଲ ଭାଇରାଲ ହେବା ପରେ ଲୋକେ କହିଲେ ଏବେ ତ ଏଥିରେ ଚକଲେଟ ହିଁ ମିଳିବ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଜି କାଲିର ଲୋକଙ୍କ ନୀତିଦିନିଆ ଜୀବନଶୈଳୀ ଯେପରି ପରିବର୍ତ୍ତନ ହେବାରେ ଲାଗିଛି । ସେହିପରି ବର୍ତ୍ତମାନ ସମୟରେ ସବୁ କିଛି ଜିନିଷର ଦରଦାମ ଧୀରେ ଧୀରେ କରି ବଢିବାରେ ଲାଗୁଛି । ଘର ତଥା କାର୍ଯ୍ୟକ୍ଷେତ୍ରର  ଆବଶ୍ୟକ ଜିନିଷ ସାମଗ୍ରୀ ଆଗ ସମୟରେ ଯେଉଁ ଟଙ୍କା କିମ୍ବା ପଇସା ମଧ୍ୟରେ ହୋଇଯାଉଥିଲା । ଏବେ ତାହା ଆକାଶ ଚଢା ଦରଦାମ ହେବାକୁ ଲାଗିଛି ।

ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏଲେକ୍ଟ୍ରି ର ରେଟକୁ ନେଇ ବହୁ ଚର୍ଚା ହେବାରେ ଲାଗିଛି । ପୁରୁଣା ସମୟରେ ବିଦ୍ୟୁତ ବିଲକୁ ବର୍ତ୍ତମାନର ବିଦ୍ୟୁତ ବିଲ୍ କୁ ତୁଳନା କରି ଜଣାପଡୁଛି । କେତେ ମାତ୍ରାରେ ବିଦ୍ୟୁତ ବିଲ୍ ର ପରିମାଣ ବୃଦ୍ଧି ହୋଇଛି । ତେବେ ୧୯୪୦ ମସିହାରେ ବିଦ୍ୟୁତର ବିଲ୍ ଯେତିକି ପରିମାଣର ଥିଲା । ସେହି ପଇସାରେ ବର୍ତ୍ତମାନ ସମୟରେ ଗୋଟିଏ ଚକଲେଟ ହେବ କି ନାହିଁ ସନ୍ଦେହ ରହୁଛି ।

ବର୍ତ୍ତମାନ ସମୟରେ ଏକ ବିଦ୍ୟୁତ ୟୁନିଟ ବିଲ୍ ର ଚାର୍ଜ ପାଖାପାଖି ୬ ରୁ ୮ ଟଙ୍କା ମଧ୍ୟରେ ରହୁଛି । ତେବେ ବର୍ତ୍ତମାନ ସମୟରେ ଘରେ ଘରେ ବହୁ ପରିମାଣର ବୈଦୁତିକ ସାମଗ୍ରୀର ମଧ୍ୟ ବହୁଳ ବ୍ୟବହାର କରାଯାଉଛି । ଯେଉଁ କାରଣରୁ ମାସକୁ ମାସ ହଜାର ହଜାର ଟଙ୍କାର ମଧ୍ୟ ଇଲେକ୍ଟ୍ରି ବିଲ୍ ଦେବା ପାଇଁ ପଡୁଛି । ତେବେ ୧୯୪୦ ମସିହାରେ ଏପରି ସ୍ଥିତି ନଥିଲା । ସେତେବେଳ ସମୟରେ ଘରେ ଘରେ ଏତେ ପରିମାଣରେ ବୈଦୁତିକ ସାମଗ୍ରୀର ପ୍ରଚଳନ କିମ୍ବା ବ୍ୟବହାର ହେଉନଥିଲା ।

ଯାହାକି ବର୍ତ୍ତମାନ ସମୟରେ କରାଯାଉଅଛି । ତେବେ ଆପଣ ଶୁଣିକି ଆଶ୍ଚର୍ଯ୍ୟ ହେବେ । ଏହା କି ଯେ ସେହି ସମୟରେ ଲୋକ ମାନଙ୍କର ଘରେ ୫ ରୁ ୬ ଟଙ୍କା ପାଖାପାଖି ଇଲେକ୍ଟ୍ରି ବିଲ୍ ଆସୁଥିଲା । ତେବେ ମୁମ୍ବାଇ ସହର ଭଳି ଖର୍ଚ ବହୁଳ ସହରରେ ମଧ୍ୟ ଇଲେକ୍ଟ୍ରି ସାମଗ୍ରୀ ବହୁତ ପରିମାଣରେ ବ୍ୟବହାର କରାଯାଉନଥିଲା ।

୧୯୪୦ ମସିହାରେ ମୁମ୍ବାଇ ଭଳି ମହଙ୍ଗା ସହରରେ ବିଜୁଳୀର ୧ ୟୁନିଟ ୨ ପଇସା ଭଳି ପାଖାପାଖି ଥିଲା । ଯାହାକି ବର୍ତ୍ତମାନ ସମୟରେ ମୁମ୍ବାଇ ସହରରେ ବିଜୁଳୀର ୧ ୟୁନିଟ ପାଇଁ ୫ ଟଙ୍କା ୩୦ ପଇସା ଭଳି ପଡିଯାଉଛି । ତେବେ ସେହି ସମୟରେ ବିଜୁଳୀ ବିଭାଗର ଲୋକମାନେ ହାତ ଲେଖା ଦ୍ଵାରା ବିଜୁଳୀର ବିଲ୍ ଲୋକ ମାନଙ୍କୁ ଦେଉଥିଲେ ।

ତେବେ ଏପରି କିଛି ପୁରୁଣା ସମୟର ବିଜୁଳୀ ବିଲ୍ ଦେଖା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଓ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *