‘ଏ ସବୁ ଯାହା ହେଉଛି କିଛି ଠିକ ହେଉନାହିଁ…’ ଦେଖନ୍ତୁ Shivani ଙ୍କ ଆଇ କାହିଁକି କହିଲେ ଏମିତି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏ ସବୁ ଯାହା ହେଉଛି କିଛି ଠିକ୍ ହେଉନି । ହଁ ବନ୍ଧୁଗଣ ଏହି କୌତୁହଳପୂର୍ଣ୍ଣ ଡାଇଳଗ ଅଭିନେତ୍ରୀ ଶିବାନୀଙ୍କର ଆଇଙ୍କର ରହିଛି । ତେବେ ଓଡିଶା ସିନେମା ଜଗତର ଜଣେ ସୁନ୍ଦରୀ ତଥା ଚୁଲବୁଲି ନାୟିକା ହେଉଛନ୍ତି ଶିବାନୀ । ଜିଏକି ବର୍ତ୍ତମାନ ସମୟରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଆଗ ଧାଡିର ନାୟିକା ହୋଇପାରିଛନ୍ତି । ତେବେ ବାବୁସାନ ଓ ଶିବାନୀଙ୍କର ଆଗାମୀ ସମୟରେ ଏକ ନୂଆ ଓଡିଆ ଫିଲ୍ମଟି ଆସିବା ପାଇଁ ଯାଉଛି ।

ଯେଉଁଥିରେ ସୁପରଷ୍ଟାର ବାବୁସାନଙ୍କର ଜବରଦସ୍ତ ଅଭିନୟ ଦେଖିବାକୁ ମିଳିବା ପାଇଁ ଯାଉଛି । ଏହା ସହିତ ସୁନ୍ଦରୀ ଅଭିନେତ୍ରୀ ଶିବାନୀଙ୍କର ଅଭିନୟର ଯାଦୁଗରୀ ନିହାତି ଭାବରେ ସେହି ମୁଭିରେ ଦେଖିବାକୁ ମିଳିବ । ତେବେ ସେହି ଫିଲ୍ମ ପାଇଁ ଅଭିନେତା ବାବୁସାନ, ହିରୋଇନ ଶିବାନୀ ପଣ୍ଡିଚେରୀ ଯାଉଛନ୍ତି । ଯେଉଁଠାରେ ସେହି ଫିଲ୍ମର ଏକ ଗୀତ ସୁଟ ହେବା ପାଇଁ ଯାଉଛି ।

ତେବେ ଏୟାରପୋର୍ଟରେ ଶିବାନୀଙ୍କ ସହିତ ତାଙ୍କର ଆଇଙ୍କୁ ମଧ୍ୟ ସେଠାରେ ଦେଖିବାକୁ ମିଳିବ । ତେବେ ଶିବାନୀଙ୍କ ଆଇଙ୍କର କହିବା ଅନୁସାରେ ଶିବାନୀର ଫିଲ୍ମ ଶୁଟିଙ୍ଗ ସମୟରେ କେହି ନା କେହି ଗାର୍ଡିଆନ ନିହାତି ରହିବା ଦରକାର । ସେଥିପାଇଁ ଆଇ ହିସାବରେ ମୁଁ ଶିବାନୀ ସହିତ ଏଠାକୁ ଆସିଛି । ତେବେ ସେମାନଙ୍କ ସହିତ ମୁଁ ମଧ୍ୟ ତାଙ୍କ ସହିତ ଜୀବି । ତେବେ ଏହା କହୁ କହୁ ମିଡିଆଙ୍କ ଅନୁରୋଧ କ୍ରମେ ଶିବାନୀଙ୍କ ଆଇଙ୍କର ଏକ ବହୁତ ଭଲ ଡାଇଲଗ ତାଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା ।

https://www.youtube.com/watch?v=cvaA0IW11PQ

ତେବେ ସେହି ମଜାଦାର ତଥା କୌତୁହଳ ଭରା ଡାଇଲଗଟି ହେଉଛି । ଏ ସବୁ ଯାହା ହେଉଛି କିଛି ଠିକ ହଉନି । ହଁ ବନ୍ଧୁଗଣ ଶିବାନୀଙ୍କର ଆଇଙ୍କ ମୁହଁରୁ ଏହି ଡାଇଲଗଟି ଏୟାରପୋର୍ଟରେ ଶୁଣିବାକୁ ମିଳିଥିଲା । ତେବେ ଏହି ଡାଇଲଗଟି ଓଡିଆ ଫିଲ୍ମ ଶିଷ୍ଟର ଶ୍ରୀଦେଭୀରେ ମଧ୍ୟ ଶିବାନୀଙ୍କର ଆଇ କହିବାର ନଜର ଆସିଥିଲା । ତାପରେ ଏହି ଡାଇଲଗଟି ବହୁ ଲୋକପ୍ରିୟତା ହାସଲ କରିପାରିଥିଲା ।

ତେବେ ଆଗାମୀ ସମୟରେ ବାବୁସାନ ଓ ଶିବାନୀଙ୍କର ଆସୁଥିବା ଫିଲ୍ମ ବିଷୟରେ ବହୁତ କିଛି ତଥ୍ୟ ରିଭିଲ ହେବା ପାଇଁ ଯାଉଛି । ତେବେ ଆଶା କରୁଛି ଫିଲ୍ମଟି ବହୁତ ଭଲ ହେବା ସହିତ ନିହାତି ବାବୁସାନଙ୍କର ଆଉ ଏକ ସୁପରହିଟ ଫିଲ୍ମ ତାଲିକାରେ ମଧ୍ୟ ସ୍ଥାନ ପାଇପାରୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *