ତାଲିବାନ୍ ବିରୁଦ୍ଧରେ ଅଣ୍ଟା ଭିଡିଲେ ଏହି ସବୁ ଦେଶ, ଏକା ଥରକେ ବଡ଼ ଧରଣର ଆଟାକ୍ କରି ଆତଙ୍କବାଦୀଙ୍କୁ କରିବେ ନିପାତ

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ସମୟର ବଡ଼ ଖବର ଆଫଗାନିସ୍ତାନ ପାକିସ୍ତାନ ଆ-ତଂ-କ-ବା-ଦୀ ଙ୍କ କାର୍ଯ୍ୟ କଳାପ କୁ ନେଇ ଭାରତ ରୁଷ ଚିତିନ୍ତ । ତେବେ ବର୍ତ୍ତମାନ ତାଲିବାନ ଏବଂ ପାକିସ୍ତାନ ବି-ରୁ-ଦ୍ଧ-ରେ ଏକାଠି ହୋଇଛନ୍ତି ସବୁଦେଶ । ପାକିସ୍ତାନ ବିରୋଧରେ ଏବେ ମେଣ୍ଟ କରିବେ ଭାରତ, ରୁଷ ଏବଂ ଆମେରିକା ଏବଂ ଅଜିତ ଙ୍କ ସହ ସିଆଇ ମୁଖ୍ୟ ବିଲ ବ୍ରନ୍ସ ଏବଂ ରୁଷ୍ ର ଜାତୀୟ ସୁରକ୍ଷା ପରାମର୍ଶ ଦାତା ଙ୍କ ସହିତ ଏବେ ଦିଲ୍ଲୀ ରେ ଆଲୋଚନା ଆରମ୍ଭ ହୋଇ ଯାଇଛି ।

ସେହି ବୈଠକ ଭିତରେ ଆଫଗାନିସ୍ତାନ ର ସୁକ୍ଷ୍ମ ରୁ ସୂକ୍ଷ୍ମ ଅସୁବିଧା କୁ ଦୂର କରିବା ଉପରେ ନଜର ରଖାଯିବ । ଆମେରିକା ର ସି ଆଇ ଏ ଭାରତର ରଅ ଏବଂ ରୁଷ ର ସିକରେଟ ସର୍ଭିସ ସେମାନେ ଏହି ପରିସ୍ଥିତି ଉପରେ ନଜର ରଖିବେ । ଚେଷ୍ଟା କରିବେ କିପରି କାଜକିସ୍ତନ ଏବଂ ଉଜୀବିକିସ୍ତାନ କୁ ସହାୟତା ପଠା ଯାଇ ପାରିବ । ଆହମ୍ମଦ ମାସୁଦ ଏବଂ ଅମରୂଲ ସାଲେହ ଙ୍କୁ । ତାହା ସହିତ ତାଲିବାନ ର ଫଣ୍ଡିଙ୍ଗ ଉପରେ ରୋକ ଲଗା ଯାଇ ପାରିବ ସେ ବିଷୟରେ ମଧ୍ୟ ଧ୍ୟାନ ଦିଆଯିବ ।

ୟୁନାଇଟେଡ଼ ନେସନ ସିକ୍ୟୁରୀଟି କାଉନସିଲ ତରଫ ରୁ ଦେଜିଂ ନେଟ କରାଯାଇଥିବା ଆ-ତଂ-କ-ବା-ଦୀ ମାନେ ବର୍ତ୍ତମାନ ତାଲିବାନ ରେ ବଡ଼ ବଡ଼ ମନ୍ତ୍ରୀ ଭାବରେ ବସିବାକୁ ଯାଉଛନ୍ତି । ଏହାର ପଛରେ ରହିଛି ପାକିସ୍ତାନ । ପାକିସ୍ତାନ ବର୍ତ୍ତମାନ ତାକିବାନ ରେ ନିଜ ସିଟ କୁ ରଖିବାକୁ ଚାହୁଁଛି । ଅନ୍ୟପଟେ ରୁଷ ର ଜାତୀୟ ସୁରକ୍ଷା ପରାମର୍ଶ ଦାତା ନିକୋଲାଇ ଭାରତ ରେ ଆସି ପହଁଚି ଏହି ବିଷୟ ରେ ଆଲୋଚନା କରିଛନ୍ତି ।

ଏହା ସହିତ ପାକିସ୍ତାନ ର ଇସଲାମା ବାଦ ରେ ମଧ୍ୟ ସେ ନଜର ରଖିଛନ୍ତି ଏବଂ ଆମେରିକାର ବିଲ ବ୍ରନ୍ସ ନିଜର ଚିନ୍ତା କୁ ପ୍ରକଟ କରିଛନ୍ତି ଏବଂ ସେ କହିଛନ୍ତି କିପରି ସେ ଏବଂ ଭାରତ ମିଶି ପାକିସ୍ତାନ ବିରୋଧରେ ଏକ ଜନମତ ଗଠନ କରି ପାରିବ ଏହା ସହ କାବୁଲ ରେ ଘଟୁଥିବା ଘଟଣା କୁ କିପରି ଆନ୍ତର୍ଜାତିକ ରେ କୁହାଯିବ ତାହା ବିଷୟରେ ମଧ୍ୟ ଚର୍ଚ୍ଚା ଚାଲିଛି । ଏହା ସହ ଆଫଗାନିସ୍ତାନ କୁ କିପରି ଅଧିକ ସହାୟତା ଦିଆ ଯାଇ ପାରିବି ସେ ନେଇ ମଧ୍ୟ ବିମର୍ଶ ଚାଲିଛି । ତେବେ ଦେଖିବା ଏହି ମିଳନ ଶକ୍ତି କିପରି ନିଜର କରାମତି ଦେଖାଉଛି ।

Leave a Reply

Your email address will not be published. Required fields are marked *