2 ଝିଅ କାଦୁଅରେ ହେଲେ ଗଡାପଡା, ଚାଲିଲା ଜୋରଦାର ଫାଇଟିଙ୍ଗ, ଏହି ଭାଇରାଲ Video ଦେଖିଲେ ଆପଣ ମୁଣ୍ଡରେ ହାତ ଦେବେ !

ବନ୍ଧୁଗଣ, ସାଧାରଣତ ମନୁଷ୍ୟର ଟିକିଏ ବୁଝାମଣା ବି-ଗି-ଡି ଗଲେ ଘରେ ତଥା ପରିବାରରେ ନିଆଁ ଲାଗି ଯାଇଥାଏ । ସନ୍ଦେହ ଏକ ଏଭଳି ଜିନିଷ ଯାହା ଥରେ କାହା ଉପରେ ଆସିଲେ ସେଥିରୁ ବର୍ତ୍ତିଯିବା ସମସ୍ତଙ୍କ ପକ୍ଷେ ଉଚିତ ନଥାଏ । ସ-ନ୍ଦେ-ହ ହେଲା ଭଳି କାର୍ଯ୍ୟଳାପ ମାନ ଦେଖିଲେ, ଯେତେ ଆପଣାର ବ୍ୟକ୍ତି ହେଇ ଥାଉ ନା କାହିଁକି ସେ ଆପଣଙ୍କ ଠାରୁ ଦୂରେଇ ଜାଆନ୍ତି ଅଥବା ଆପଣଙ୍କ ଉପରେ ତାଙ୍କର ବିଶ୍ଵାସ ରୁହେ ନାହିଁ । ଏହିଭଳି ଏକ ଘଟଣା ସମ୍ବନ୍ଧରେ ଆମ୍ଭେ ଆପଣଙ୍କୁ ଜାହିବାକୁ ଯାଉଅଛୁ ।

ଏହି ଦୃଶ୍ୟଟି ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହେବାରେ ଲାଗିଛି । ଏଥିରେ ୨ ଜଣ ମହିଳା ଙ୍କ ମଧ୍ୟରେ ବି-ବା-ଦ ଲାଗିଛି । ମାତ୍ର କେଉଁ ପ୍ରସଙ୍ଗ କୁ ନେଇ ଏହି ବି-ବା-ଦ ଲାଗିଛି ତାହା ସ୍ପଷ୍ଟ ହୋଇନାହିଁ । ଏହି ବି-ବା-ଦ କାରଣରୁ ଉଭୟ ମହିଳା ଙ୍କ ମଧ୍ୟରେ ଜୋର-ଦା-ର ଲ-ଢେ-ଇ ହେଲା । ସ୍ଥାନୀୟ ଲୋକେ ଏହି ଦୃଶ୍ୟ କୁ ଦେଖୁଥିଲେ ମଧ୍ୟ କେହି ଅଟକାଉ ନଥିଲେ ।

କିନ୍ତୁ ମା-ଡ ମ-ରା ମ-ରି ହେଉଥିବା ମହିଳା ଦୁହିଙ୍କ ପରିବାର ଆ-ଟକା-ଇ-ବା-ରେ ବ୍ୟସ୍ତ ଥିଲେ । କିନ୍ତୁ ବି-ବା-ଦ ଟି ଏତେ ମାତ୍ରାରେ ବଢିଯାଇଥିଲା ଯେ ଉଭୟ ମହିଳା ରାସ୍ତାରେ ହୋଇଥିବା କାଦୁଅ ରେ ପ-ଡି ଯାଇଥିଲେ । ଏହା ପରେ ମଧ୍ୟ ବି-ବା-ଦୀ-ୟ ମହିଳା ହାର ମାନି ନଥିଲେ । କାଦୁଅ ରେ ପ-ଡି ପୁନର୍ବାର ଉଠି ଝ-ଗ-ଡା ଲଗାଇବାରେ ବ୍ୟସ୍ତ । ଏହି ସଂପୂର୍ଣ୍ଣ ଦୃଶ୍ୟରେ ପରିବାରରେ ଉପସ୍ଥିତ ଥିବା କିଛି ଛୋଟ ପିଲା ମଧ୍ୟ ଗା-ଳିଗୁ-ଲ-ଜ କରିଥିଲେ ।

ପରିବାର ମଧ୍ୟରୁ କିଛି ଯୁବକ ହାତରେ ବଡ ବଡ ଠେ-ଙ୍ଗା ଧରି ମା-ଡ ମା-ରି-ବା-କୁ ପଛାଉ ନଥିଲେ । ୨ ଜଣ ମହିଳା ଙ୍କ ସମେତ ପରିବାରରେ ଥିବା ଅନ୍ୟ ମହିଳା ମାନେ ମଧ୍ୟ ଜୋରସେ ଆ-ଘା-ତ ପାଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟ ର ବିଷୟ ଏହା ଯେ ଅଧିକ ସମୟ ଧରି ରାସ୍ତାରେ ଏହିସବୁ ଝ-ଗ-ଡା ଚାଲିଥିବା ସମୟରେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ବାସିନ୍ଦା ମାନେ ଚୁପ ଚାପ ସ୍ଥିର ମନରେ ସଂପୂର୍ଣ୍ଣ ଘ-ଟ-ଣା- କୁ ଦେଖୁଥିଲେ ।

ଝ-ଗ-ଡା ଉଭୟ ମହିଳା ମାନଙ୍କର ନଥିଲା ବରଂ ଉଭୟ ପରିବାର ମଧ୍ୟ ଗ-ଣ୍ଡୋ-ଗ-ଳ କରିବାକୁ ପଛାଉ ନଥିଲେ । କିନ୍ତୁ ଆଜିଭଳି କଳିଯୁଗରେ ଏହିଭଳି ନୀତିଦିନ କେତେ ବି-ବା-ଦ ତଥା ଝ-ଗ-ଡା, ଅ-ପ-ରା-ଧ ର ମୁଖପାତ୍ର ନେବା ତାହା କହିବା ଅସମ୍ଭବ । କିନ୍ତୁ ମାନବ ସମାଜ କୁ ଶାନ୍ତି ତଥା ଆନନ୍ଦ ର ସହିତ ଜୀବନ ଯାପନା କରିବାକୁ ପ୍ରୟାସ ଅବଶ୍ୟ କରିବା ଆବଶ୍ୟକ । ବନ୍ଧୁଗଣ ଏହି ସଂପୂର୍ଣ୍ଣ ଘ-ଟ-ଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *