ବିବାହିତଙ୍କ ପାଇଁ ଖୁସି ଖବର, ହେବାକୁ ଯାଉଛନ୍ତି ମାଲାମାଲ, ମୋଦୀ ସରକାର ଦେବେ 51 ହଜାର ଟଙ୍କା 

ନମସ୍କାର ବନ୍ଧୁଗଣ, ବିବାହ କରିଥିବା ଦମ୍ପତିଙ୍କ ପାଇଁ ଆସି ଯାଇଛି ଏକ ବଡ ଖୁସିର ଖବର । ମୋଦୀ ସରକାର ଖୁସି ହୋଇ ବିବାହିତା ଦମ୍ପତି ମାନଙ୍କୁ ଦେବାଙ୍କୁ ଯାଉଛନ୍ତି ଟଙ୍କା । ଏନେଇ ଏକ ନୂଆ ଆଇନ ତଥା ନୂଆ ଯୋଜନା ମଧ୍ୟ ଗଢା ସରିଲାଣି ବାସ ଏହା କାର୍ଯ୍ୟକାରୀ ହେବ । ସରକାର ଏଭଳି ଏକ ନିୟମ କେଉଁଥିପାଇଁ ବାହାର କରିଛନ୍ତି ଏବଂ ଏହି ନିୟମକୁ ନେଇ କଣ ରହିଛି ସମସ୍ତ ଆଇନ ଏବଂ ଏହାଦ୍ୱାରା କେଉଁ ଦମ୍ପତି ମାନେ ଉପକୃତ ହୋଇପାରିବେ ତାହା ସମ୍ପର୍କରେ ଆସନ୍ତୁ ଜାଣିବା ।

କେନ୍ଦ୍ରସରକାର ବର୍ତ୍ତମାନ ବିବାହିତ ଦମ୍ପତ୍ତି ମାନଙ୍କୁ ୫୧ ହଜାର ଟଙ୍କା ଦେବାକୁ ନିସ୍ପତି ନେଇଛନ୍ତି । ଏହି ଯୋଜନାଟିର ନାଁ ହେଉଛି ପ୍ରଧାନ ମନ୍ତ୍ରୀ ବୟ ବନ୍ଧନା ଯୋଜନା । ଯେଉଁଥିରେ ଆପଣ ବୃଦ୍ଧାବସ୍ତାରେ ପେନସନର ସୁବିଧା ମଧ୍ୟ ପାଇପାରିବେ ।  ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଆପଣ ଏହି ଯୋଜନାର ଲାଭ ଉଠାଇପାରିବେ । ଏଥିରେ ଉଭୟ ସ୍ଵାମୀ ସ୍ତ୍ରୀ ଉପକୃତ ହେବେ ।

ପ୍ରଧାନମନ୍ତ୍ରୀ ବୟ ବନ୍ଧନା ଯୋଜନା ହେଉଛି ଏକ ସାମାଜିକ ସୁରକ୍ଷା ଯୋଜନା । ଯେଉଁଥିରେ ଆବେଦନକାରୀ ମାନଙ୍କୁ ବାର୍ଷିକ, ତ୍ରୟୋମାସିକ, କିମ୍ବା ମାସିକ ପେନସନ ପ୍ରଦାନ କରିବାର ବ୍ୟବସ୍ତା ରହିଛି । ଏହି ଯୋଜନା ଲାଇଫ ଇଂସୁରାନ୍ସ କର୍ପୋରେସନ ଦ୍ଵାରା ପରିଚାଳିତ ହୋଇଛି । ୬୦ ବର୍ଷରୁ ଊର୍ଦ୍ଧ୍ଵ ବ୍ୟକ୍ତି ଏହି ଯୋଜନା ପାଇଁ ଯୋଗ୍ୟ ହୋଇପାରନ୍ତି । ଏହି ଯୋଜନା ଅଧୀନରେ ସର୍ବାଧିକ ସେମାନେ ୧୫ ଲକ୍ଷ ଟଙ୍କା ନିବେଶ କରିପାରିବେ ।

ପୂର୍ବରୁ ଏହି ଯୋଜନାରେ କେବଳ ୭.୫ ଟଙ୍କା ନିବେଶ ହେଉଥିଲା । କିନ୍ତୁ ବାର୍ତ୍ତମାନ ତାହାର ପରିମାଣ ଦୁଇଗୁଣ କରାଯାଇଛି । ଏହି ଯୋଜନାରେ ଅନ୍ୟା ଯୋଜନା ମାନଙ୍କ ଅପେକ୍ଷା ବରିଷ୍ଠ ନାଗରିକ ମାନଙ୍କୁ ଅଧିକ ସୁଧ ମିଳିଥାଏ । ଉଭୟ ସ୍ଵାମୀ ସ୍ତ୍ରୀଙ୍କୁ ଏଥିରେ ତିନି ଲକ୍ଷ ଟଙ୍କାର ନିବେଶ କରିବାକୁ ପଡିବ ।

ଏହି ଯୋଜନାରେ ବାର୍ଷିକ ପ୍ରାୟ ୭.୫ ପ୍ରତିଶତ ସୁଧା ଦିଆଯିବ । ସେହି ଅନୁଯାୟୀ ନିବେଶକଙ୍କ ବାର୍ଷିକ ପେନସନ ୫୧ ହଜାର ଟଙ୍କା ହେବ । ଯଦି ଆପଣ ପ୍ରତି ମାସରେ ପେନସନ ଆକାରରେ ନେବାକୁ ଚାହୁଁଛନ୍ତି ତେବେ ଆପଣ ୪ ହଜାର ଏକ ଶହ ଟଙ୍କା ପାଇପାରିବେ । ତେବେ ପ୍ରଧାନ ମନ୍ତ୍ରୀଙ୍କ ବିବାହିତ ଦମ୍ପତି ମାନଙ୍କ ପାଇଁ ରହିଥିବା ଏହି ଯୋଜନା ସମ୍ପର୍କରେ ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାଇବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *