ଦେଖନ୍ତୁ ଏଠାରେ ମିଳୁଛି 99 ମାର୍କ ଦିଆ ସାର୍ଟିଫିକେଟ ! କଣ ଏଇ ଆମ ଶିକ୍ଷା ବ୍ୟବସ୍ଥା ? ଥରେ ଦେଖନ୍ତୁ ଏଇ ଦୃଶ୍ୟ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସବୁ ବିଷୟରେ ମାର୍କ ରହିବ ୯୯ ପ୍ରତିଶତ ! ଯେମିତି ଟଙ୍କାକୁ ସେମିତି ମାର୍କ ! ତେବେ ସୂଚନା ମୁତାବିକ ନକଲୀ ସାର୍ଟିଫିକେଟ କାରବାର ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ତେବେ ବନ୍ଧୁଗଣ ପିଲାଟି ଦିନ ରାତି ପରିଶ୍ରମ କରି ପାଠ ପଢିଥାଏ । ଯେପରି ତା’ ର ପରୀକ୍ଷାରେ ଭଲ ମାର୍କ ଆସିବ । ଏହା ସହିତ ସେ ନିଜର ସୁନେଲୀ ସ୍ଵପ୍ନକୁ ପୂରଣ କରି ନିଜର ଏକ ଉତ୍ତମ ଭବିଷ୍ୟତ ଗଢି ପାରିବ । ହେଲେ ଏଠାରେ କିନ୍ତୁ କିଛି ଅଲଗା ଦେଖିବାକୁ ମିଳିଛି ।

ଯେଉଁଠାରେ ଟଙ୍କା ଦେଇ କିଛି ଛାତ୍ରଛାତ୍ରୀ ନିଜର ମାର୍କ ବଢାଇ ୯୯ ପ୍ରତିଶତର ସାର୍ଟିଫିକେଟକୁ ନିଜର ନାମରେ କରିଦେଇଛନ୍ତି । ବଲାଙ୍ଗିର ଜିଲ୍ଲାରୁ ବର୍ତ୍ତମାନ ଏପରି କିଛି ଖବର ସାମ୍ନାକୁ ଆସିଛି । ତେବେ ସେଠାରେ ଥିବା ଏକ କୋଚିଙ୍ଗ ସେଣ୍ଟରରେ ପିଲାଙ୍କ ପାଇଁ ନକଲୀ ସାର୍ଟିଫିକେଟ ପ୍ରସ୍ତୁତ କରିବାର ସମସ୍ତ ସୁବିଧା ଉପଲବ୍ଧ ରହିଅଛି । ଯେଉଁଠାରେ ଯେତେ ରକମ ଦେବ । ସେହି ଠାରେ ବିନା ପରିଶ୍ରମରେ ମଧ୍ୟ ପିଲା ସେତେ ଭଲ ମାର୍କର ସାର୍ଟିଫିକେଟଟିଏ ପାଇ ପାରିବ ।

ତେବେ ବିଶେଷ କରି ସାହିତ୍ୟ ଓ ଇଂରାଜୀ ଭଳି ବିଷୟରେ ୧୦୦ ରୁ ୯୯ ମାର୍କ ଆଣିବା ଅସମ୍ଭବ କଥା କହିଲେ ଅତ୍ଯୁକ୍ତି ହେବ ନାହିଁ । ଯେତେବେଳେ ଜଣେ ପିଲା ଦିନରାତି ବିନା ପରିଶ୍ରମରେ ଏତେ ଭଲ ମାର୍କ ସମସ୍ତ ବିଷୟରେ ଆଣିପାରିବ । ସେତେବେଳେ ଏପରି କଥା ନିହାତି ଭାବରେ ଏକ ସନ୍ଦେହର ପରିସ୍ଥିତି ସୃଷ୍ଟି କରିବ । ତେଣୁ ଏପରି କିଛି ତନାଘନା କରୁ କରୁ ଜଣେ ଉତ୍ତରପ୍ରଦେଶର ଜଣେ ଯୁବତୀଙ୍କର ସାର୍ଟିଫିକେଟରେ ୯୯ ମାର୍କ ରହିଥିଲା ।

ତେବେ ଏହି ଘଟଣା ଉପରେ ସନ୍ଦେହ ସୃଷ୍ଟି ହେବାରୁ ଏହା ଉପରେ ଅଧିକ ତଦନ୍ତ କରଯାଇଥିଲା । ତାପରେ ଜଣା ଯାଇଥିଲା । କି ଯେ ଏହା ପ୍ରକୃତ ମାର୍କ ନୁହେଁ ବଂର ଟଙ୍କା ଦେଇ ଏପରି ଏକ ନକଲି ସାର୍ଟିଫିକେଟ କରାଯାଇଅଛି । କେନ୍ଦ୍ରାପଡାର ମୁଖ୍ୟ ଡାକବଙ୍ଗଳାରେ ଚାକିରି ପାଇଁ ଆବେଦନ କରିଥିବା ଜଣେ ଯୁବତୀ ନକଲି ସାର୍ଟିଫିକେଟ ଦେଇ ଚାକିରି ହାତେଇବାକୁ ବସିଥିଲେ ।

ତେବେ କେବଳ ଜଣେ କାହିଁକି ଯଦି ଏହି କଥାକୁ ତଦନ୍ତର ପରିସର କରାଯାଇଥାଏ । ତେବେ ଏଭଳି ବହୁ ମାମଲା ଏହା ଉପରେ ଆସିବ, ଯେଉଁ ମାନେ ନକଲି ସାର୍ଟିଫିକେଟ ଦ୍ଵାରା ନିଜର ମାର୍କ ବଢାଇଦେଇଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *