ଏକ ପୁରୁଣା କୂଅ ରେ ଏତେ ସାରା ନାଗ ଦେଖି ଆପଣ ବି ଥରିବାକୁ ଲାଗିବେ, ଦେଖନ୍ତୁ ଦୁନିଆର ସବୁଠୁ ଭୟଙ୍କର Rescue, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ସାପ ଏକ ଏଭଳି ଜନ୍ତୁ ଯିଏ କେଉଁଠି ବି ଏବଂ କେଉଁ ସମୟରେ ବି ଆସିପାରେ ଏହାର କାରଣ ଲୋକମାନେ ନିଜର ସୁବିଧା ପାଇଁ ଜଂଗଲ କୁ ନ-ଷ୍ଟ କରି ଦେଉଛନ୍ତି ଏବଂ ନିଜର ଘର କିମ୍ବା କାରଖାନା ଆଦି ବନାଉଛନ୍ତି ତେବେ ଏହା ଦ୍ୱାରା ଜଂଗଲ ରେ ରହୁଥିବା ପଶୁ ମାନେ ବହୁତ ହ-ଇ-ରା-ଣ ମଧ୍ୟ ହେଉଛନ୍ତି । କାରଣ ଜଂଗଲ କା-ଟି-ବା ଦ୍ୱାରା ସେମାନେ ବେଘର ହୋଇ ଏଠି ସେଠି ବୁଲନ୍ତି ଏବଂ ସହର କୁ ଆସି ଯାଆନ୍ତି .

କେତେବେଳେ କାହା ଘରେ ପଶି ଯାଆନ୍ତି ଏବଂ ସେମାନେ ଏହି ଜଂଗଲି ପଶୁ କିମ୍ବା ସାପ ଆଦି କୁ ଦେଖି ଭ-ୟ-ବି-ତ ହୋଇ ସେମାନଂକୁ ମା-ରି ଦିଅନ୍ତି । ତେବେ କିନ୍ତୁ ଏପରି କରିବା ବଦଳରେ ସେମାନଙ୍କୁ ଉଦ୍ଧାର କରି ଜଂଗଲ ଭିତରେ ଛାଡ଼ି ଦେବା ଏବଂ ପ୍ରୟାସ କରିବା କି ଜଂଗଲ ଗଠନ କରି ପାରିବା । ତେବେ ଏକ ପୁରୁଣା କୂଅ ରହିଛି ଯେଉଁଠି ବିଭିନ୍ନ ପ୍ରକାରର ଜାତିର ସାପ ମାନେ ରହିଛନ୍ତି ଯାହା ଦେଖିବା ମଧ୍ୟ ବହୁତ ଭ-ୟ-ଙ୍କ-ର । ତେବେ ଆସନ୍ତୁ ଜାଣିନେବା ସମ୍ପୂର୍ଣ୍ଣ ଖବର ବିଷୟ ରେ ।

ତେବେ ଘ-ଟ-ଣା ଟି ହେଉଛି ଉତ୍ତର ପ୍ରଦେଶ ର ଏକ ଗାଁ ର ସେଠାରେ ୭୦ ବର୍ଷ ର ଏକ ବହୁତ ବଡ଼ ଏବଂ ବହୁତ ପୁରୁଣା କୂଅ ରହିଛି ଯେଉଁଠି ତିନି ଚାରି ଜାତିର କିଛି ସାପ ମାନେ ରହିଛନ୍ତି । ତେବେ ଏହି ସାପ ମାନେ ମୁଷା କୁ ଖୋ-ଜି ଖୋ-ଜି ଏହି କୂଅ ଭିତରେ ପଶି ଯାଇଥିଲେ । ତେବେ ସବୁଠାରୁ ଆଶ୍ଚର୍ଯ୍ୟ ର କଥା ହେଉଛି କି ସେହି କୂଅ ଭିତରେ ଗୋଟିଏ ମୂଷା ମଧ୍ୟ ରହିଛି କିନ୍ତୁ ସେ ଏବେ ପର୍ଯ୍ୟନ୍ତ ବଂଚିକି ରହିଛି କୁହନ୍ତି ନା କି ଯାହାକୁ ଭଗବାନ ରଖନ୍ତି ତାହାର କେହି କିଛି କ୍ଷତି କରି ପାରିବେ ନାହିଁ ।

ତେବେ ଏହା ପରେ ସାପ ଉଦ୍ଧାର କାରୀ ମୁରଲୀ ବାଲେ ହୋସଲା ଆସି ସେହି କୂଅ ଭିତରେ ପଶି ଧୀରେ ଧୀରେ ଏବଂ ସାବଧାନତା ର ସହିତ ସେହି ସାପ ଗୁଡିକ କୁ ଉଦ୍ଧାର କରିଥିଲେ । ଏହା ଛଡା ତାଙ୍କ କହିବା କଥା ହେଉଛି ଏହି ସାପ ଗୁଡିକ ଅନେକ ସ୍ଥାନରେ ମିଳିଥାନ୍ତି କିନ୍ତୁ କିଛି ଲୋକ ଏହାକୁ ମା-ରି ଦିଅନ୍ତି ଏବଂ କିଛି ଲୋକ ନିଜର ମନୁଷ୍ୟତା କୁ ଦେଖାଇ ତାକୁ ଉଦ୍ଧାର କରିବା କଥା ଭାବିଥାନ୍ତି ।

ତେବେ ଏହା ଛଡା ସେ କହିଛନ୍ତି କି ଆଜି ମଧ୍ୟ ଗାଁ ମାନଙ୍କ ରେ ଅ-ନ୍ଧ ବିଶ୍ୱାସ ରହିଛି କି ସାପ କା-ମୁ-ଡ଼ି-ଲେ ଝା-ଡ଼ ଫୁ-ଙ୍କା କରିବା କିନ୍ତୁ ସାପ କା-ମୁ-ଡ଼ି-ଲେ ତାକୁ ପ୍ରଥମେ ଯେପରି ବି-ଷ ଦେହ ଯାକ ନଯିବ ସେଥିପାଇଁ ସେହି କ୍ଷ-ତ ସ୍ଥାନରେ ଏକ କପଡାକୁ ଜୋରରେ ବା-ନ୍ଧି ଦେବେ ଏବଂ ପରେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାକୁ ନେଇଯିବେ । ଅନ୍ଧବିଶ୍ୱାସର ଶି-କା-ର ହେଲେ ନିଜ ଜୀଵନ ମଧ୍ୟ ହରାଇବେ ତେଣୁ ଏହି କଥାର ଧ୍ୟାନ ଦେବା ଆବଶ୍ୟକ କାରଣ ଏହି ସାପର ବି-ଷ ବହୁତ ଖ-ତ-ର-ନା-କ ଥାଏ । ତେଣୁ ପ୍ରଥମେ ଡାକ୍ତର ଙ୍କ ପାଖକୁ ଯିବା ହିଁ ବୁଦ୍ଧିମାନ ର କାମ । ଆଶା କରୁଛୁ ଏହି ଖବର ଟି ଆପଣ ଙ୍କୁ ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *