‘ମଣିଷ ଜନ୍ମ ବହୁତ୍ କଷ୍ଟ, ସରି ମା’ ବାବା ଆଇ କ୍ୱିଟ୍’ ଲେଖି ଛାତ୍ରୀ ଜଣକ କଲେଜ ହସ୍ଟେଲରେ କଲେ ଆତ୍ମହତ୍ୟା, ଦେଖନ୍ତୁ କାନ୍ଦି କାନ୍ଦି ତାଙ୍କ ବାପା କଣ କହୁଛନ୍ତି ଶୁଣିଲେ ଆପଣ ବି କାନ୍ଦି ପକେଇବେ, ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ଏକ ହୋ-ସ ଉ-ଡେ-ଇ ଦେଲା ଭଳି ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଚଣ୍ଡୀଖୋଲ ଜିଆଇଟି କଲେଜର ଜଣେ ଛାତ୍ରୀ ଆ-ତ୍ମ-ହ-ତ୍ୟା କରିଥିବାର ଖବର ସାମ୍ନାକୁ ଆସୁଛି । ଛାତ୍ରୀ ଜଣକ ଆ-ତ୍ମ-ହ-ତ୍ୟା କରିବା ପୂର୍ବରୁ ଏକ ସୁ-ସା-ଇ-ଡ ନୋଟ ମଧ୍ୟ ଲେଖିଛନ୍ତି ।

ଛାତ୍ରୀଙ୍କ ପରିବାର ଲୋକ ଏହାକୁ ହ-ତ୍ୟା କହି ଅ-ଭି-ଯୋ-ଗ କରିଛନ୍ତି । ଛାତ୍ରୀ ବାପାଙ୍କ ମତରେ-‘କଲେଜ କର୍ତ୍ତୁପକ୍ଷ ସମସ୍ତେ ମୋ ଝିଅର ହ-ତ୍ୟା କରିଛନ୍ତି । ମୋ ଝିଅ କିଛି ବି କରି ନାହିଁ ହେଲେ ଆଜି ସେ ତାର ହ-ତ୍ୟା କରିଦେଲେ । ଆ-ତ୍ମ-ହ-ତ୍ୟା କେବେ ଏମିତି ହେବ ନାହିଁ । ଗତ କାଲି ମୋର ନାଇଟ ସିଫ୍ଟ ଥିଲା ଝିଅ କଲେଜ ଯାଇଥିଲା ।

ହଠାତ ମୋତେ ଫୋନ କଲ୍ ଆସିଲା ଯେ ମୋ ଝିଅ ସୁ-ସା-ଇ-ଡ କରିଛି । ସୁ-ସା-ଇ-ଡ କେବେ ଏମିତି ହେବ ନାହିଁ ଏଇଟା ହେଉଛି ହ-ତ୍ୟା । ମୋ ଝିଅର ମୃ-ତ୍ୟୁ ପାଇଁ ଏହି କଲେଜ କର୍ତ୍ତୁପକ୍ଷ ଦା-ୟୀ’ । ଝିଅ ଆ-ତ୍ମ-ହ-ତ୍ୟା କରିବା ପୂର୍ବରୁ ଏକ ନୋ-ଟ ଲେଖିଛି । ସେହି ନୋଟରେ ଝିଅ ଲେଖିଛି- ‘ହେ ପ୍ରଭୁ ମତେ ଆର ଜନ୍ମରେ ମଣିଷ ଜନ୍ମ ଦେବ ନାହିଁ, ମଣିଷ ଜନ୍ମ ବହୁତ କ-ଷ୍ଟ ।

ଆଇ ହେ-ଟ ମାଇ ଲାଇଫ ଭେରି ମଚ, ଆଇ କୁଇଟ’ । ସୁ-ସା-ଇ-ଡ ନୋଟରେ ଝିଅ ବହୁତ କିଛି କଥା ଲେଖିଛି । ପରିବାର ଲୋକଙ୍କ ମତରେ, ତାଙ୍କ ଝିଅ ଭଲ ପାଠ ପଢେ ଓ ସେ ସୁ-ସା-ଇ-ଡ କରିବା ଛୁଆ ନୁହେଁ । ପରିବାର ପକ୍ଷରୁ ତାର କୌଣସି ଅସୁବିଧା ହେଉ ନଥିଲା ଓ ସେ ବହୁତ ଖୁସିରେ ରହୁଥିଲା । ବର୍ତ୍ତମାନ ପ୍ରଶ୍ନ ଉଠୁଛି ସେହି ସୁ-ସା-ଇ-ଡ ନୋଟ ଉପରେ ।

ବନ୍ଧୁଗଣ ସେହି ସୁ-ସା-ଇ-ଡ ନୋଟଟି ମୃ-ତ ଝିଅ ଲେଖିଛି ନା ନାହିଁ ତାକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠିଛି । ତେଣୁ ବର୍ତ୍ତମାନ ଝିଅର ଅକ୍ଷର ସହ ସୁ-ସା-ଇ-ଡ ନୋଟ ଅକ୍ଷରକୁ ମିଶା ଯାଉଛି । ଏଣିକି ପୋଲିସ ବର୍ତ୍ତମାନ ନିଜ ତ-ଦ-ନ୍ତ ଆରମ୍ଭ କରି ସାରିଛି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *