ସକାଳୁ ଉଠିବା ମାତ୍ରେ ରୋଷେଇ ଘରେ ଏହି ଜିନିଷ ଦେଖନ୍ତୁ ନାହିଁ, ନଚେତ କାଙ୍ଗାଳ ହୋଇଯିବେ… Vastu tips

ବନ୍ଧୁଗଣ ରୋଷେଇ ଘରକୁ ଘରର ମୁଖ୍ୟ ଅଙ୍ଗ ବୋଲି କୁହାଯାଇଥାଏ । ଯେଉଁ ଘରର ରୋଷେଇ ଘରେ ବାସ୍ତୁ ଦୋଷ ରହିଥାଏ । ତେବେ ତାହାର ପ୍ରଭାବ ପୁରା ଘର ତଥା ପୁରା ପରିବାର ଉପରେ ପଡିଥାଏ । ତେବେ ବାସ୍ତୁ ଶାସ୍ତ୍ରରେ ରୋଷେଇ ଘରକୁ ବହୁତ ଅଧିକ ମହତ୍ଵ ଦିଆଯାଇଛି । ବନ୍ଧୁଗଣ ସକାଳୁ ସକାଳଉ ରୋଷେଇ ଘରେ ପଶୁ ପଶୁ କିଛି ଏପରି ଜିନିଷ ରୋଷେଇ ଘରେ ରହିଥାଏ । ଯାହାକୁ ଦେଖିବା ଉଚିତ ହୋଇନଥାଏ । ତେବେ ସେହି କେଉଁ କେଉଁ ଜିନିଷକୁ ସକାଳୁ ସକଳଉ ଦେଖିବା ଅନୁଚିତ ଚାଲନ୍ତୁ ଜାଣିବା ।

1- ରୋଷେଇ ଘରେ ଯଦି ଆଇନା ରଖିଥାନ୍ତି । ତେବେ ତାହାକୁ ଅଶୁଭ ବୋଲି କୁହାଯାଇଥାଏ । ଏହା ଦ୍ଵାରା ଘରେ ନକରାତ୍ମକ ଊର୍ଜା ବଢିଥାଏ । ଯାହା ଦ୍ଵାରା ଗୃହରେ କ୍ଲେଶ ଦେଖାଯିବା ସହ ଅଶାନ୍ତି ଘରକୁ ଆସିଥାଏ । ତେଣୁ ରୋଷେଇ ଘରେ ଆଇନା ଭୁଲ କରି ବି ରଖନ୍ତୁ ନାହିଁ । 2- ରୋଷେଇ ଘରେ ଠାକୁର ଘର ମଧ୍ୟ କରନ୍ତୁ ନାହିଁ । କାରଣ ରୋଷେଇ ଘରେ ଠାକୁର ଘର କରିବା ଦ୍ଵାରା ଠାକୁର ଘରର ପବିତ୍ର ଊର୍ଜା ନଷ୍ଟ ହୋଇଯାଇଥାଏ ।

3- ରୋଷେଇ ଘରକୁ ଘରର ଅଗ୍ନୀକୋଣରେ କରିବା ଉଚିତ । ଅର୍ଥାତ ଦକ୍ଷିଣ ପୂର୍ବ ଦିଗର ମଧ୍ୟରେ ରୋଷେଇ ଘର ରହିବା ଉଚିତ ।

4- ମହିଳା ମାନେ ସକାଳୁ ବିନା ସ୍ନାନ କରି ରୋଷେଇ ଘରେ କୌଣସି କାର୍ଯ୍ୟ ମଧ୍ୟ କରିବା ଉଚିତ ହୋଇନଥାଏ । ତେଣୁ ମହିଳା ମାନେ ସ୍ନାନ କରି ସାରି ମା’ ଅର୍ଣ୍ଣପୂର୍ଣ୍ଣାଙ୍କୁ ପ୍ରମାଣ କରିକି ହିଁ ରୋଷେଇ ଘରର କାର୍ଯ୍ୟ ଆରମ୍ଭ କରିବା ଉଚିତ । ଯାହା ଦ୍ଵାରା ସେହି ଘର ଉପରେ ମା’ ଲକ୍ଷ୍ମୀଙ୍କର ସବୁବେଳେ କୃପା ବନି ରହିଥାଏ ।

5- ସକାଳୁ ଉଠି ଯଦି ରୋଷେଇ ଘରକୁ କୌଣସି ପାଇଁ ଯାଇଥାନ୍ତି । ତେବେ ଛୁରୀ, ପନିକି ଆଦି ଧାରୁଆ ଅସ୍ତ୍ର ଦେଖନ୍ତୁ ନାହିଁ । ଏହା ମନରେ ନକରାତ୍ମକ ପ୍ରଭାବ ପକାଇଥାଏ । 6- ଯଦି ବାରମ୍ବାର କ୍ଷୀର ଉତୁରିଯାଇଥାଏ, ତେଲ ହାତରୁ ପଡିଥାଏ, ଖାଇବାରେ ଲୁଣ ଅଧିକ ହୋଇଯିବା, ଗରମ ତେଲ କି ଅଗ୍ନୀ ଦ୍ଵାରା ହାତରେ ଚେଙ୍କା ଲାଗିଯିବା ଭଳି କାମ ଘଟିଥାଏ । ତେବେ ରୋଷେଇ ଘରେ ବାସ୍ତୁ ଦୋଷ ରହିଛି ବୋଲି ଜାଣି ନେବା ଉଚିତ ।

ତେଣୁ ରୋଷେଇ ଘରୁ ବାସ୍ତୁ ଦୋଷ ହଟାଇବା ପାଇଁ ଆପଣଙ୍କୁ ଉପାୟ କରିବାକୁ ପଡିବ। ତେଣୁ ଯେତେବେଳେ ରୁଟି ପ୍ରସ୍ତୁତ କରୁଛନ୍ତି । ପ୍ରଥମ ରୁଟିଟି ଗାଈ ଓ ଶେଷ ରୁଟିଟିକୁ କୁକୁରକୁ ଖାଇବାକୁ ଦିଅନ୍ତୁ । ଏପରି କରିବା ଦ୍ଵାରା ବାସ୍ତୁଦୋଷରୁ ମୁକ୍ତି ମିଳିଥାଏ । ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *