ଶିକ୍ଷୟିତ୍ରୀ ମମିତା ମେହରଙ୍କ ହ-ତ୍ୟା ପରେ ଏବେ ମହାଲିଙ୍ଗ କଲେଜରୁ ମୁହଁ ଫେରାଉଛନ୍ତି ଅଭିଭାବକ । ବନ୍ଧୁଗଣ ଏହି କଲେଜର ସୁନ୍ଦରତାକୁ ଦେଖିଲେ କେହି କହିପାରିବେ ନାହିଁ ଯେ ଏହି କଲେଜ ଭିତରେ ଏତେ ର-ହ-ସ୍ୟ ରହିଛି । ଏହି କଲେଜ ସମସ୍ତଙ୍କୁ ଆକ୍ରୁଷ୍ଟ କରିବ ହେଲେ ବର୍ତ୍ତମାନର ଘ-ଟ-ଣା ପରେ ଏହି କଲେଜରେ ନିଜ ଛୁଆ ମାନଙ୍କୁ ପାଢାଇବାକୁ ଚାହୁଁ ନାହାନ୍ତି ବାପା ମା ।
କଲେଜ ପରିସରର ସୌନ୍ଦର୍ଜ ଦେଖିଲେ ଆପଣ ମାନଙ୍କ ଆଖି ଲାଖିଯିବ । ଏହି କଲେଜ ୮ ରୁ ୧୦ ବର୍ଷ ପୂର୍ବେ ପ୍ରତିଷ୍ଠିତ ହୋଇଥିଲା ହେଲେ କୋଟି କୋଟି ଟଙ୍କା ଏହି କଲେଜରେ ଖର୍ଚ୍ଚ ହୋଇଛି । ବନ୍ଧୁଗଣ ମମିତା ମେହେର ସେହି କଲେଜରେ ପାଠ ପଢାଉଥିଲେ । ସେ ଯେଉଁ ରୁମରେ ପାଠ ପଢାଉଥିଲେ ସେହି ରୁମକୁ ଦେଖିଲେ ବି ଆଖି ଭରି ଯାଉଛି କାରଣ ସେ ଆଉ ଆମ ମାନଙ୍କ ମଧ୍ୟରେ ନାହାନ୍ତି ।
ମମିତା ନିଜ କର୍ତ୍ତବ୍ୟକୁ ସବୁବେଳେ ଆଗରେ ରଖୁଥିଲେ । ହେଲେ ଏହି କଲେଜର ଗୁ-ମ-ର ବିଷୟରେ ସେ ଜାଣିପାରି ଥିଲେ ଓ ଏହା ଥିଲା ତାଙ୍କ ଜୀବନର ସବୁଠାରୁ ବଡ ଭୁଲ । କାଲେ ଭିତରେ ଘ-ଟୁ-ଥି-ବା ସମସ୍ତ କ-ଳା କ-ର୍ଣ୍ଣ-ମା ବିଷୟରେ ସେ ଜାଣିଥିଲେ ଯାହାଫଳରେ ବଡ ବଡ ଲୋକମାନେ ଫ-ସି-ଯା-ଇଥାନ୍ତେ । ତେଣୁ ମମିତାଙ୍କୁ ରାସ୍ତାରୁ ହ-ଟା-ଇ-ବା ପାଇଁ କଲେଜ ସଭାପତି ଗୋବିନ୍ଦ ସାହୁ ତାଙ୍କୁ ଯୋଜନା କରି ହ-ତ୍ୟା କରିଥିଲେ ।
ମମିତାଙ୍କ ମୃ-ତ ଦେ-ହ ଉଧାର କରିବା ପରେ ଗତ କାଲି ପୋଲିସ ଏହି ମାମଲାର ମୁଖ୍ୟ ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁଙ୍କୁ ଗି-ର-ଫ କରିଛି । ଗୋବିନ୍ଦଙ୍କ ସହିତ ତାଙ୍କ ସହଯୋଗୀ ମାନଙ୍କୁ ବି ପୋଲିସ ଅ-ଟ-କ ରଖି ପଚରା ଉଚରା କରୁଛି । ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ସନସାଇନ ପବ୍ଲିକ ସ୍କୁଲ ତଥା ମହାଲିଙ୍ଗ କଲେଜରେ ନିଜ ଛୁଆ ମାନଙ୍କୁ ଆଉ ପାଠ ପଢାଇବାକୁ ଚାହୁଁ ନାହାନ୍ତି ବାପା ମା । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।