ଯଦି ଆପଣଙ୍କ ନାମ ବି ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ… ତେବେ ଜାଣି ନିଅନ୍ତୁ ନିଜର ସିକ୍ରେଟ ରହସ୍ୟ !

ବନ୍ଧୁଗଣ ବ୍ୟକ୍ତିର ଜୀବନରେ ଯାହାବି କିଛି ପରିବର୍ତ୍ତନ ହୋଇଥାଏ । ତାହା ମୁଖ୍ୟତଃ ଗ୍ରହର ଚଳନ ଦ୍ଵାରା ହିଁ ହୋଇଥାଏ । ପ୍ରତ୍ଯେକଟି ବ୍ୟକ୍ତିଙ୍କୁ ଅନେକ କିଛି ସମସ୍ଯାର ସାମ୍ନା କରିବାକୁ ପଡିଥାଏ । ତେବେ ଜୀବନରେ ସମସ୍ଯା ଅଛି ମାନେ ତାହାର ସମାଧାନ ମଧ୍ୟ ଅଛି । ଯାହାକି ସବୁ ଗ୍ରହର ପରିବର୍ତ୍ତନ ଦ୍ଵାରା ହିଁ ହୋଇଥାଏ । ଏହି ସଂସାରରେ ଜନ୍ମିତ ପ୍ରତ୍ଯେକଟି ମନୁଷ୍ୟ ଯେଉଁ ଗ୍ରହ, ନକ୍ଷତ୍ରରେ ଜନ୍ମ ହୋଇଥାଏ ।

ତାହାର ପ୍ରଭାବ ସେହି ବ୍ୟକ୍ତି ଉପରେ ସୁନିଶ୍ଚିତ ପଡିଥାଏ । ଜନ୍ମକାଳର ଗ୍ରହ ଓ ତାହାର ସ୍ଥିତି ଆଦିକୁ ବିଚାର ନାରୀ ଜ୍ଯୋତିଷ ଶାସ୍ତ୍ରରେ ନାମ ବାହାର କରାଯାଇଥାଏ । ତେବେ ପ୍ରତ୍ଯେକ ଅକ୍ଷରର ଅଲଗା ମହତ୍ଵ ରହିଥାଏ । ତେବେ ଏଠାରେ କିଛି ଅକ୍ଷରରୁ ଆରମ୍ଭ ବ୍ୟକ୍ତିଙ୍କ ବିଷୟରେ ଆଲୋଚନା କରିବା ।1- s ନାମର ଲୋକେ ବହୁତ ପରିଶ୍ରମୀ ହୋଇଥାନ୍ତି । ଏହି ଲୋକମାନେ ପ୍ରେମ ମାମଲାରେ ସାମାନ୍ୟ ଲାଜୁଆ ହୋଇଥାନ୍ତି । ଏମାନଙ୍କ କଥା କହିବ ଶୈଳୀ ଅନ୍ୟ ମାନଙ୍କୁ ନିଜ ପ୍ରତି ଆକର୍ଷିତ କରିଦେଇଥାଏ ।

2- R ଅକ୍ଷରରୁ ଆରମ୍ଭରୁ ନାମର ଲୋକମାନେ ସୋସିଆଲ ଲାଇଫ ଅଧିକ ପସନ୍ଦ କରିନଥାନ୍ତି । ଏମାନେ ନିଜ ଜୀବନରେ ତଥା ନିଜ କ୍ଯାରିଅର ପଛରେ ଖୁବ ଦ୍ରୁତ ଗତିରେ ଆଗେଇବାକୁ ଲାଗିଥାନ୍ତି । ତେଣୁ ଏମାନଙ୍କ ଜୀବନରେ ଧନଦୌଲତର ବିଶେଷ ଭାବେ ଅସୁବିଧା ରହିନଥାଏ ।

3- B ଅକ୍ଷରରୁ ଆରମ୍ଭ ବ୍ୟକ୍ତି ମାନେ ଅନେକ କ୍ରିଏଟିଭ ମାଇଣ୍ଡର ହୋଇଥାନ୍ତି । ଏମାନେ ନୂଆ ନୂଆ କାମ କରିବାକୁ ବହୁତ ଭଲ ପାଇଥାନ୍ତି । ଏମାନେ କିନ୍ତୁ ବହୁତ ସିକ୍ରେଟିଭ ହୋଇଥାନ୍ତି । ଏମାନେ ଅଳ୍ପ ଲୋକଙ୍କ ସହ ରହିବାକୁ ଅଧିକ ପସନ୍ଦ କରିଥାନ୍ତି ।

4- P ନାମର ଲୋକ ମାନେ ନିଜକୁ ଅଧିକ ଭଲ ପାଇଥାନ୍ତି । ଅର୍ଥାତ ଏମାନଙ୍କୁ ସେଲ୍ଫ ଲଭର ମଧ୍ୟ କୁହାଯାଇପାରେ । ଏହି ନାମର ଲୋକଙ୍କୁ ବହୁତ ସୁନ୍ଦର ଲାଇଫପାର୍ଟନରଟିଏ ମିଳିଥାଏ । ଏମାନେ ନିଜ ପାର୍ଟନର ସହ ଯେତେ ବି ଝଗଡା କରିଥାନ୍ତୁ ନା କାହିଁକି ? ହେଲେ ତାଙ୍କ ସାଥ କେବେବି ଛାଡିନଥାନ୍ତି ।

5- M ଅକ୍ଷରରୁ ଆରମ୍ଭ ନାମର ଲୋକମାନେ ନିଜ ମନ ମଧ୍ୟର ଅନେକ କଥାକୁ ନିଜ ଭିତରେ ହିଁ ଦବାଇ ରଖିଦେଇଥାନ୍ତି । ହେଲେ ଏମାନେ ନିଜ ପରିବାରକୁ ଖୁଭ ଭଲ ପାଇଥାନ୍ତି । ଏମାନେ ଦେଖିବାକୁ ମଧ୍ୟ ସୁନ୍ଦର ହୋଇଥାନ୍ତି ।

6- N ଅକ୍ଷରର ବ୍ୟକ୍ତି ମାନେ ବହୁତ ଖୋଲାବିଚାରର ହୋଇଥାନ୍ତି । ଏମାନଙ୍କ ଜୀବନରେ ବିଶେଷ କିଛି ଅଭାବ ଅସୁବିଧା ଆସିନଥାଏ । ହେଲେ ଏମାନେ କାହା ସହ କେତେବେଳେ ଯେ କୌଣସି କଥା ପାଇଁ ଝଗଡା କରି ବସିଥାନ୍ତି । ଏମାନେ ନିଜେ ମଧ୍ୟ ଜାଣିପାରିନଥାନ୍ତି । ପୋଷ୍ଟଟି ଆପଣ ମାନଙ୍କୁ କିପରି ଲାଗିଲା ? ଆମକୁ କମେଣ୍ଟ କରିକି ନିହାତି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *