ଏହା ଅଟୋ ନୁହେଁ କାର୍, ଲାଗିଛି କୁଲର ଚାଲିଛି LED, ରତାରାତି Viral ହେଇଗଲେ ଏହି ଅଟୋ Driver

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଆଧୁନିକ ଯୁଗରେ ଲୋକମାନେ କେତେ କଣ ନୂତନ ଜିନିଷ ଉଦ୍ଭାବନ କରିଲେନି । ଆମ ଦେଶ କୋଣସି କ୍ଷେତ୍ରରେ କମ୍ ନୁହଁ । ଆଜି ଆମେ ଆପଣଙ୍କୁ ଏଭଳି ଏକ ଅତ୍ୟାଧୁନିକ ଉଦ୍ଭାବନ ସମ୍ବନ୍ଧରେ କହିବୁ । ତାହା ହେଲା ବେଲଗୁଣ୍ଡା ଅଞ୍ଚଳରେ ବାସ କରୁଥିବା ଜିତେନ୍ଦ୍ର ବରାତକ  କଥା ।

ସେ ଜଣେ ସାଧାରଣ ଅଟୋ ଚାଳକ ଦିନ ସାରା ଅଟୋ ଚଳାଇ ଘରକୁ ପୋଷୁଥିଲେ । ତେବେ ଦିନେ ସେ ବସି ଚିନ୍ତା କରୁଥିଲେ ଯେ ମୋ ବ୍ୟାପାର ମାନ୍ଦା ହେଇଯାଉଛି । ଏମିତି ହେଲେ ମୁଁ କଣ କରିବି କେମିତି ପୋଷିବି ପରିବାରକୁ ତାଙ୍କର ଏଭଳି ଏକ ଚିନ୍ତାଧାରା ତାଙ୍କ ଜୀବନକୁ ସଂପୂର୍ଣ୍ଣ ବଦଳାଇ ଦେଇଥିଲା । ଆଜିକା ଦିନରେ ୟୁଟ୍ୟୁବରେ ସବୁ ସମସ୍ୟା ପାଇଁ ସମାଧାନ ରହିଛି ।

ତେବେ ସେ ମଧ୍ୟ ୟୁଟ୍ୟୁବ ଦେଖିବା ଆରମ୍ଭ କରିଥିଲେ ଏବଂ ତାଙ୍କ ମନରେ ଏକ ଅଦ୍ଭୁତ ଯୋଜନା ଟିଏ ଆସିଥିଲା । ଜିତେନ୍ଦ୍ର ତାଙ୍କ ସାମାନ୍ୟ  ଅଟୋକୁ ବଦଳାଇ କାର୍ କରିଦେଲେ । ଏବେ ତାଙ୍କ ଅଟୋ ବେସ୍ ଚଚ୍ଚାରେ ରହିଛି । ଜିତେନ୍ଦ୍ର ତାଙ୍କ ଅଟୋରେ କୁଲର ଏବଂ ଲୋକମାନଙ୍କ ମନରଞ୍ଜନ ପାଇଁ LED ଟିଭିର ବ୍ୟବସ୍ଥା କରିଛନ୍ତି ।

ତେଣୁ ବେଳଗୁଣ୍ଡା ଅଞ୍ଚଳର ଲୋକମାନେ ତାଙ୍କ ଅଟୋରେ ବସି ଯାତ୍ରା କରିବାକୁ ବେସ୍ ପସନ୍ଦ କରିଛନ୍ତି । ଲୋକମାନଙ୍କ କହିବା ଅନୁସାରେ ଏହି ଅଟୋ କାର୍ ଠାରୁ କମ୍ ନୁହଁ । ଏହୋ ଅଟୋର ବିଶେଷତ୍ଵ ହେଉଛି ଏହି ଅଟୋରେ ଅଟୋ ସିଟ୍  ବଦଳରେ କାର୍ ସିଟ୍ ବ୍ୟବସ୍ଥା କରାଯାଇଛି  । ତେଣୁ ଯାତ୍ରୀମାନେ ଖରାରେ ମଧ୍ୟ ଥଣ୍ଡା ପବନ ଓ ଆରାମଦାୟକ ସିଟ୍ ର୍ରେ ବସି ତାଙ୍କ ଗନ୍ତବ୍ୟ ସ୍ଥଳକୁ ଯାଉଛନ୍ତି ।

ସେଠାକାର ଲୋକମାନେ ଏହୋ ଅଟୋ ନିମନ୍ତେ ପୂର୍ବରୁ ବୁକିଂ କରି ଡାକୁଛନ୍ତି ଏବଂ ତାଙ୍କ ଅଟୋ ରେ ରୋଗଗ୍ରସ୍ତ ଲୋକମାନଙ୍କ ପାଇଁ ମାଗଣା ଯାତ୍ରା ବ୍ୟବସ୍ଥା ମଧ୍ୟ ରହିଛି ।  ଜିତେନ୍ଦ୍ରଙ୍କ ଅତ୍ୟାଧୁନିକ ଚିନ୍ତାଧାରାରେ ନିର୍ମିତ ଅଟୋ ତାଙ୍କ ଜୀବନକୁ ସଂପୂର୍ଣ୍ଣ  ରୂପରେ ବଦାଲାଇଛି । ତେବେ ଆମେ ଅନେକ କାରମାନଙ୍କରେ ଯାତ୍ରା କରିଥିବୁ ମାତ୍ର ଜିତେନ୍ଦ୍ରଙ୍କ ଅଟୋରେ ଯାତ୍ରା କରିବାର ମଜା ଅଲଗା ବୋଲି ଲୋକେ କହୁଛନ୍ତି । ଖବରକୁ ନେଇ ଆପଣମାନଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *