ଲଗାତାର କେବଳ ୧୧ ଦିନ ପର୍ଯ୍ୟନ୍ତ କରନ୍ତୁ ଏସବୁ ମଧ୍ୟରୁ କୌଣସି ଗୋଟିଏ ଉପାୟ, ମିଳିବ ସବୁକିଛି, ଚମକିଯିବ ଭାଗ୍ୟ

ଦୁନିଆରେ ସମସ୍ତେ ଚାହାନ୍ତି କି ତାଙ୍କୁ କେବେ ବି ଟଙ୍କାର ସମସ୍ୟା ନ ହେଉ ଓ ତାଙ୍କର ପୁରା ପରିବାର ସମସ୍ତ ସୁଖ ସୁବିଧାରେ ପରିପୂର୍ଣ୍ଣ ରହୁ । କିନ୍ତୁ ଆପଣଙ୍କୁ କହିଦେଉଛୁ କି ଯେତେ ଚେଷ୍ଟା କରିଲେ ବି ଜୀବନରେ କେବେ ନା କେବେ ଟଙ୍କାର ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ । ଏଥିପାଇଁ କେତେକ ଲୋକମାନେ ଭଗବାନଙ୍କ ଠାରୁ ଆଶୀର୍ବାଦ ବି ମାଗନ୍ତି ଓ ଏହା ସହିତ କିଛି ଉପାୟ ବି କରିଥାନ୍ତି ।

କିନ୍ତୁ ଯଦି ଶାସ୍ତ୍ର କଥା ମାନିବେ ତ ଏମିତି କିଛି ଉପାୟ ଅଛି ଯାହାକୁ କରିବା ଦ୍ଵାରା ମନୁଷ୍ୟ ଧନବାନ ହୋଇ ପାରିବ । ଏହା ସହିତ ତାହାର ଭାଗ୍ୟ ବି ଚମକିବ । ଆଜି ଆମେ ଆପଣଙ୍କୁ ଏହିଭଳି କିଛି ଉପାୟ କହିବାକୁ ଯାଉଛୁ ଯାହାକୁ ଆପଣ ଲଗାତର ୧୧ ଦିନ ପର୍ଯ୍ୟନ୍ତ କରିବେ ।

ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ

ଶାସ୍ତ୍ରରେ କୁହାଯାଇଛି କି କୌଣସି ବ୍ୟକ୍ତି ଶୁକ୍ରବାର ଦିନ ଯଦି ପୁରା ବିଧି ବିଧାନ ସହ ମାତା ଲକ୍ଷ୍ମୀଙ୍କର ବ୍ରତ ଓ ପୂଜା ଅର୍ଚନା କରିଥାଏ ଏବଂ ପୂଜା ସମୟରେ ଯଦି ସେମାନେ ପ୍ରସାଦ ରୂପରେ ମିଠା ଅର୍ପଣ କରିବେ ତେବେ ଏହା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ଘରେ ସୁଖ ସମୃଦ୍ଧିର ବାସ ହୋଇଥାଏ ।

ଯଦି ଜୀବନରେ କିଛି ସମସ୍ୟା ଅଛି ତେବେ ଶନିବାର ଦିନ ଶନିଦେବଙ୍କ ମନ୍ଦିରକୁ ଯାଇ ସୋରିଷ ତେଲର ଦୀପ ଜଳାନ୍ତୁ ଓ କମ ସେ କମ ୧ ଟଙ୍କା ଦାନ କରନ୍ତୁ । ଏହା ସହିତ ଆପଣ ଏହି ଦିନରେ ଘରର ମୁଖ୍ୟ ଦ୍ଵାରରେ ସୋରିଷ ତେଲର ଦୀପ ଜଳାଇ ପାରିବେ କାରଣ ଏହା ଦ୍ଵାରା ଶନିଦେବଙ୍କ କୃପା ଆପଣଙ୍କ ଉପରେ ରହିଥାଏ ।

ଏହା ଛଡା ଆପଣ ଶନିବାର ଦିନ ଓସ୍ଥ ଗଛ ତଳେ ସୋରିଷ ତେଲ ଦ୍ଵାରା ମାଟିର ଦୀପ ଜଳାଇବା ଦ୍ଵାରା ଜୀବନରେ ଶୁଭ ଫଳ ମିଳିଥାଏ ଓ ଘରର ଉନ୍ନତି ବି ହୋଇଥାଏ ।

କହିବାକୁ ଗଲେ ଶାସ୍ତ୍ରରେ ଦାନ କରିବାକୁ ବି ବହୁତ ମହତ୍ଵ ଦିଆ ଯାଇଛି । କୁହାଯାଏ କି ସପ୍ତାହରେ କୌଣସି ବି ଗୋଟିଏ ଦିନରେ ଆପଣ ଗରିବ ବ୍ୟକ୍ତିଙ୍କୁ ନିଜର ସାମର୍ଥ୍ୟ ଅନୁସାରେ କୌଣସି ବି ଜିନିଷ ଦାନ କରିବା ଦ୍ଵାରା ଆପଣଙ୍କୁ ପୂଣ୍ୟ ଫଳ ପ୍ରାପ୍ତି ହୋଇଥାଏ ।

Leave a Reply

Your email address will not be published. Required fields are marked *