ରାଶିଫଳ 21 ମାର୍ଚ୍ଚ 2020, ଶନିଦେବଙ୍କ କୃପାରୁ ଆଜି ଖୋଲିବ ଏହି ୩ଟି ରାଶିର ଭାଗ୍ୟ, ପୁରା ହେବ ସବୁ କାମ

ଆଜି ୨୧ ମାର୍ଚ୍ଚ ଶନିବାର ଆପଣଙ୍କ ପାଇଁ କିପରି ରହିବ ଓ ଏହା ଆପଣଙ୍କ ଜୀବନରେ କେଉଁ କେଉଁ ପରିବର୍ତ୍ତନ ଆଣି ଆସିବ । ଆପଣଙ୍କର ଏହି ସବୁ ପ୍ରଶ୍ନର ଉତ୍ତର ଆପଣଙ୍କୁ ଆଜିର ଏହି ରାଶିଫଳରୁ ମିଳିବ । କାରଣ ଆମ ଜୀବନରେ ରାଶିଫଳର ବହୁତ ମହତ୍ତ୍ଵ ରହିଥାଏ । ରାଶି ଅନୁସାରେ ବ୍ଯକ୍ତିର ସ୍ଵଭାବ ଓ ଭବିଷ୍ୟତ ବିଷୟରେ ସବୁ କିଛି ଜଣା ପଡିଥାଏ । ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ ।

ମେଷ ରାଶି

ଆଜି ଆପଣଙ୍କ ମାନ ସମ୍ମାନ ବଢିବା ଦ୍ଵାରା ଲୋକ ଆପଣଙ୍କର ପ୍ରଶଂସା କରିବେ । ନୂଆ କାର୍ଯ୍ୟର ଆରମ୍ଭରେ ଭଲ ସଫଳତା ମିଳିବାର ଅଛି । ସାଂସାରିକ ଜୀବନରେ ସନ୍ତୋଷ ଓ ସୁଖର ଅଭାବ ହୋଇପାରେ । ସାମାଜିକ ସ୍ତରରେ ଆପଣ ଫେମସ ହେବାର ସମ୍ଭାବନା ରହିଛି ।

ବୃଷ ରାଶି

ଆଜି ଆପଣଙ୍କ ଶତୃ ଆପଣଙ୍କର କୌଣସି କ୍ଷତି କରିବାକୁ ଚେଷ୍ଟା କରି ପାରନ୍ତି । ବୁଦ୍ଧି ଓ କଳ୍ପନା ଶକ୍ତିର ଉପଯୋଗ କରି ନିବେଶ କରିବେ ତ ଭଲ ହେବ । ଅଧିକ ପରିଶ୍ରମ କରିବା ପରେ ଅଧିକାରୀମାନଙ୍କ ସହିତ ବାଦ ବିବାଦରେ ପଡନ୍ତୁ ନାହିଁ । କାର୍ଯ୍ୟ କ୍ଷେତ୍ରରେ ବିଶ୍ଵାସ ହାସଲ କରିବାରେ ସଫଳ ରହିବେ ।

ମିଥୁନ ରାଶି

ଆଜି ଆପଣ ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେଇ ପାରନ୍ତି । ପେଟ ସମ୍ବନ୍ଧିତ ରୋଗର ଆଶଙ୍କା ରହିବ । ମଧୁର ବାଣୀ କାରଣରୁ ଆପଣ ସମସ୍ତଙ୍କର ହୃଦୟ ଜିତିବେ । ଆପଣଙ୍କୁ ନିଜ ଚାକରି ଓ ବ୍ୟବସାୟରେ ବହୁତ ପରିଶ୍ରମ କରିବାକୁ ପଡିବ ।

କର୍କଟ ରାଶି

ପିଲାମାନଙ୍କ ଚିନ୍ତା ଶେଷ ହୋଇଯିବ । କାମ ବନ୍ଦ କରିବା ଦ୍ଵାରା ଶାରୀରିକ ଫିଟନେସ ଓ ମାନସିକ ଆନନ୍ଦ ପ୍ରାପ୍ତି ହେବ । ବୈବାହିକ ଜୀବନରେ ବଡ ପରିବର୍ତ୍ତନ ଆସିବ । କାରୋବାରରେ ଲାଭ ହାସଲ ହୋଇପାରେ ।

ସିଂହ ରାଶି

ଆଜି ଆପଣ ନିଜର ପୁରା ଧ୍ୟାନ ନିଜର କ୍ଯାରିୟରକୁ ବଢାଇବାରେ ଲଗାଇବେ । ଆପଣ କୌଣସି ନୂଆ କାରୋବାରର ଆରମ୍ଭ କରି ପାରନ୍ତି । ଆଜିର ଦିନଟି ବୈବାହିକ ଜୀବନ ପାଇଁ ସଂଘର୍ଷ ଭରା ରହିପାରେ । ଚାକିରି କ୍ଷେତ୍ରରେ ଅଫିସରଙ୍କର ସହାୟତା ମିଳିବ । ଆଜିର ଦିନଟି ଆପଣଙ୍କ ପାଇଁ ଲାଭକାରୀ ରହିବ ।

କନ୍ୟା ରାଶି

ଆଜି ଆପଣଙ୍କ ଜୀବନରେ ଖୁସି ହିଁ ଖୁସି ଆସିବ । ପୂଜା ପାଠରେ ଆଜି ଆପଣଙ୍କର ମନ ଲାଗିବ । ଅପରିଚିତଙ୍କ ଉପରେ ଅଧିକ ବିଶ୍ଵାସ କରନ୍ତୁ ନାହିଁ । ଚାକିରିରେ ପରିବର୍ତ୍ତନ ର ସମ୍ଭାବନା ଅଛି । ଆପଣ ନିଜର କୌଣସି ପୁରୁଣା ମିତ୍ରଙ୍କ ସହ ଦେଖା କରି ପାରନ୍ତି । ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ ।

ତୁଳା ରାଶି

ଆଜି ଆପଣଙ୍କର ସବୁ କଷ୍ଟ ଦୂର ହେବ ଓ ଜୀବନରେ ଖୁସି ଆସିବ । ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ । ପାଠ ପଢାରେ ରୁଚି ବଢିବ । ଆଜି ଆପଣ ଏମିତି କାମ କରିବେ ଯାହା ଦ୍ଵାରା ଆପଣଙ୍କୁ ନିଜ ସ୍ଵାସ୍ଥ୍ୟରେ ଓ ଆୟରେ ଲାଭ ମିଳିବ । କାରୋବାର ମାମଲାରେ ଆପଣ କୌଣସି ଯାତ୍ରାରେ ଯାଇ ପାରନ୍ତି ଯାହା ଆପଣଙ୍କ ପାଇଁ ଲାଭବାନ ରହିବ ।

ବିଛା ରାଶି

ଆଜି ଆପଣ ମନ ଖୋଲି ଖର୍ଚ୍ଚ କରି ପାରନ୍ତି । ଅର୍ଥ ସମ୍ବନ୍ଧୀୟ କାମ ପଡିପାରେ । ଆର୍ଥିକ ସ୍ଥିତି ମଧ୍ୟମ ରହିବ । ଜୀବନସାଥିଙ୍କ ପୁରା ସହାୟତା ଆପଣଙ୍କୁ ମିଳିବ । ବଡମାନଙ୍କର କଥା ନ ମାନିଲେ ଆପଣ କୌଣସି ସଙ୍କଟରେ ପଡି ପାରନ୍ତି । କାମ କାର୍ଯ୍ୟରେ ନୂଆ ଯୋଜନା ବନାଇବାରେ ଆଜି ଆପଣ ସଫଳ ହେବେ ।

ଧନୁ ରାଶି

ଆଜି ଆପଣ ଆତ୍ମବିଶ୍ଵାସରେ ଭରପୁର ରହିବେ । ବ୍ୟାପାରରେ ମଧ୍ୟ ବହୁତ ସାହାର୍ଯ୍ୟ ମିଳିପାରେ । ଧନ ପ୍ରାପ୍ତିର ବହୁତ ଭଲ ଯୋଗ ବନୁଛି । ରୋଜଗାର କ୍ଷେତ୍ରରେ ନୂଆ ଅବସର ବି ମିଳିବ । ପ୍ରେମ ସମ୍ବନ୍ଧୀୟ ମାମଲାରେ ଆଜିର ଦିନ ବହୁତ ଖାସ ରହିବ ।

ମକର ରାଶି

ଆଜି ଆପଣଙ୍କର ପ୍ରେମ ସମ୍ବନ୍ଧରେ ମଧୁରତା ରହିବ । ଦାଂପତ୍ଯ ଜୀବନ ସୁଖମୟ ରହିବା । ଯେଉଁ ଲୋକ ପ୍ରେମ ସମ୍ବନ୍ଧରେ ଅଛନ୍ତି ସେମାନଙ୍କୁ ଅପାର ସଫଳତା ପ୍ରାପ୍ତି ହେବ । ଦୁଃଖର ସବୁ କାରଣ ଦୂର ହୋଇଯିବ । କୌଣସି ନୂଆ ଟୀମ ସହିତ କାମ କରିବା ଆପଣଙ୍କ ପାଇଁ କଠିନ ପ୍ରମାଣିତ ହୋଇପାରେ ।

କୁମ୍ଭ ରାଶି

ବ୍ୟବସାୟ କ୍ଷେତ୍ରରେ ଆଜି ଆପଣ ନିଜର ପ୍ରତିଦ୍ଵନ୍ଦୀ ଙ୍କୁ ପଛରେ ଛାଡିଦେବେ । ଘରୋଇ ସୁଖ ସୁବିଧା ଉପରେ ଆବଶ୍ୟକ ଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ । ଆଜି ଆପଣ ସୁନ୍ଦର ବିଚାର ଦ୍ଵାରା ଅନ୍ୟମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବାରେ ସଫଳ ହେବେ ।

ମୀନ ରାଶି

ଆଜି ଆକସ୍ମିକ ଧନଲାଭର ପ୍ରବଳ ଯୋଗ ଦେଖା ଦେଉଛି । କଥାବାର୍ତ୍ତାରେ କୁଶଳତା ଆପଣଙ୍କୁ ସଫଳତା ଦେବାରେ ସାହାର୍ଯ୍ୟ କରିବ । ଆପଣଙ୍କ ଶତ୍ରୁ ମଧ୍ୟ ଆପଣଙ୍କୁ ଡରିବ । ବୈବାହିକ ଜୀବନରେ ଦିନଟି ଭଲରେ କଟିବ । ଜୀବନସାଥିଙ୍କ ସ୍ଵାସ୍ଥ୍ୟକୁ ନେଇ ଟିକେ ଚିନ୍ତିତ ରହିବେ ।

Leave a Reply

Your email address will not be published. Required fields are marked *