11 ବର୍ଷରେ 9 ଜଣଙ୍କ ସହ ବିବାହ କରିଛି ଏହି ଝିଅ, କାରଣ ଜାଣିଲେ ଆପଣଙ୍କ ହୋସ ଉଡିଯିବ

ଆଜିକାଲି ଦୁନିଆରେ ଏମିତି ସବୁ ଘଟଣା ଘଟି ଚାଲିଛି ଯାହା ସବୁ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି । ଏହି ସବୁ ଘଟଣା ଗୁଡିକ ସାଧାରଣତଃ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଆପଣ ମାନେ ସମସ୍ତେ ଏହି ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହିପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସବୁ ମଣିଷ ବିବାହ କରିଥାନ୍ତି । କାରଣ ସେମାନଙ୍କୁ ଏକ ଜୀବନସାଥୀର ଆବଶ୍ୟକତା ରହିଥାଏ ଯିଏ ସବୁ ସମୟରେ ତାଙ୍କ ସହିତ ରହିଥାଏ । ହେଲେ ତେଲେଙ୍ଗାନାରେ ଏମିତି ଏକ ଘଟଣା ଘଟିଛି ଯେଉଁଠି ଏକ ମହିଳା ନିଜ ଜୀବନର ୧୧ ବର୍ଷ ମଧ୍ୟରେ ୮ ଜଣ ଲୋକଙ୍କ ସହ ବିବାହ କରିଛି ।


ଏହି ମହିଳା ଜଣକ ହେଉଛନ୍ତି ମୋନିକା ମଲିକ । ମୋନିକା ଏହି କିଛି ଦିନ ହେବ ଜଣେ ୬୬ ବର୍ଷର ଲୋକ ଯୁଗଳ କିଶୋରଙ୍କ ସହ ବିବାହ କରିଛନ୍ତି । ଯୁଗଳ ହେଉଛନ୍ତି ତାଙ୍କର ୯ ନମ୍ବର ସ୍ଵାମୀ । ଗୋଟେ ବର୍ଷ ପୂର୍ବରୁ ନିଜ ସ୍ତ୍ରୀକୁ ହରାଇ ଯୁଗଳ ନିଜଠାରୁ ୨୫ ବର୍ଷ ସାନ ମୋନିକା ସହ ବିବାହ କରିଛନ୍ତି ।

ଏହି ବିବାହଟି ମ୍ୟାରେଜ ୱେବସାଇଟମାଧ୍ୟମରେ ହୋଇଥିଲା । ବିବାହ ହେବା ପରେ ଯେତେବେଳେ ସକାଳେ କିଶୋର ଉଠିଲେ ସେତେବେଳେ ତାଙ୍କ ଘରେ ଥିବା ସମସ୍ତ ଜିନିଷ ଚୋରୀ ହେବାର ଦେଖିଥିଲେ । ମୋନିକା ନିଜ ସ୍ଵାମୀ ଘରୁ ସମସ୍ତ ଗହଣା ଓ ୧୫ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ ।

ଏହା ସିସିଟିଭି ଫୁଟେଜ ଦ୍ଵାରା ଜଣାପଡିଥିଲା । କିଶୋରଙ୍କ ମତରେ ଯେତେବେଳେ ସେ ନିଜ ସ୍ତ୍ରୀ ସହ ଯୋଗାଯୋଗ କରିପାରିଲେ, ସେତେବେଳେ ସେ ନିଜ ସ୍ତ୍ରୀକୁ ୨୦ ଲକ୍ଷ ଟଙ୍କା ମାଗି ଧମକ ଦେଇଥିଲେ । ଏହା ପରେ ସେ ମୋନିକାର ପ୍ରଥମ ସ୍ଵାମୀକୁ ଖୋଜିଥିଲେ ଓ ସେତେବେଳେ ଜଣା ପଡିଲା ତାଙ୍କର ପ୍ରଥମ ସ୍ଵାମୀ ସହ ମଧ୍ୟ ଏହିପରି କିଛି ହୋଇଥିଲା ।

ଏହା ପରେ ଯୁଗଳ ପୋଲିସକୁ ଏହାର ଅଭିଯୋଗ କରିଥିଲେ । ବହୁତ କଷ୍ଟରେ ପୋଲିସ ସେହି ମହିଳାର ସନ୍ଧାନ ପାଇଥିଲେ । ଏହା ପରେ ଜଣା ପଡିଥିଲା ଯେ, ବରିଷ୍ଠ ମହିଳା ଜଣକ ୧୧ ବର୍ଷ ମଧ୍ୟରେ ୮ ଜଣ ଲୋକଙ୍କ ସହ ବିବାହ କରିଛି ଓ ବିବାହ କରିବା ପରେ ସବୁ ସ୍ଵାମୀଙ୍କୁ ଲୁଟି ଫେରାର ହୋଇଛି । ଏହି ମାମଲାରେ ସାମ୍ନାକୁ ଆସିଥିଲା ବିବାହ କେନ୍ଦ୍ର ଯିଏ ଏତେ ଥର ସେହି ମହିଳାର ବିବାହ କରିଥିଲା । ବର୍ତ୍ତମାନ ପୋଲିସ ନିଜର ତଦନ୍ତ କରୁଛି ଓ ଆରୋପିକୁ ଧରିବା ପାଇଁ ନିଜର ପୂର୍ଣ୍ଣ ଚେଷ୍ଟା କରୁଛି ।

ନୀତିଦିନ ଘଟୁଥିବା ସବୁ ଖବର ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *