କମ୍ବଳ ତଳେ ଶୋଇଥିଲା ଯିଏ, ଆଜି ED ଜାଲରେ ପଡିଛି ସିଏ…ଖୋଲିଲା ସବୁ ଗୁମର !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ହନି ଟ୍ରାପ କୁଇନ ସୁନ୍ଦରୀ ଅର୍ଚନାଙ୍କ ମାମଲା ଦିନକୁ ଦିନ ଗମ୍ଭୀର ମୋଡ ନେଉଛି । ଏହି ମାମଲା ଦିନକୁ ଦିନ ଯେତେ ଗଡି ଗଡି ଯିବାରେ ଲାଗୁଛି । ସେତେ ହିଁ ଏହି ହନିଟ୍ରାପ କାହାଣୀରେ ନୂଆ ନୂଆ ଚେହେରା ସାମ୍ନାକୁ ବାହାରିକି ଆସୁଛି । ପ୍ରଥମେ ତ ସୁନ୍ଦରୀ ଲେଡି ବ୍ଲାକମେଲର ଅର୍ଚନାଙ୍କ ଠାରୁ କଥା ଆରମ୍ଭ ହୋଇଥିଲା । ସେ ଏତେ ଅଳ୍ପ ଦିନ ଭିତରେ ଏତେ ଟଙ୍କାର ଅଧିକାରୀଣୀ କିପରି ହୋଇଥିଲେ ?

ତାପରେ ପରେ ଅର୍ଚନାଙ୍କ ସ୍ଵାମୀ ଜଗା, ଅର୍ଚନାଙ୍କ ବନ୍ଧୁ ଖଗା, ଅର୍ଚନାର ସହଯୋଗୀ ଶ୍ରଦ୍ଧଞ୍ଜାଳୀ, ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, ବ୍ୟବସାୟୀ ଅମିୟ କାନ୍ତ, ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ, ଠିକାଦାର ପବିତ୍ର ପାତ୍ର ଓ ଆର୍କେଟେଚର ରଞ୍ଜିତ ବେହେରାଙ୍କ ପରି ନାମିଦାମୀ ଲୋକଙ୍କର ଗୁମର ପଦାକୁ ଆସିଲା ପରେ ଇଡିର କଡା ନଜରରୁ କେହି ମଧ୍ୟ ବର୍ତ୍ତୀ ପାରରିନଥିଲେ ।

ସମସ୍ତଙ୍କୁ ଗୋଟି ଗୋଟି କରି ଇଡିର ଜେରାରେ ସମ୍ମୁଖୀନ ହେବା ପାଇଁ ପଡିଥିଲା । ସେହି ସବୁ ଜେରା ପରେ ପରେ ଗୋଟି ଗୋଟି କରି ଅନେକ ଲୋକଙ୍କର ଅସଲି ଚେହେରା ପଛର କାହାଣୀ ଲୋକଙ୍କ ଭାଇରାଲ ହେବାରେ ଲାଗିଛି । ଯେପରି ହୋଟେଲ ମାଲିକଙ୍କର ଅଶ୍ଳୀଳ ଫୋଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଇଡି ଜେରା କରିଥିବା ହୋଟେଲ ମାଲିକଙ୍କର ଏପରି ସବୁ ଅଶ୍ଳୀଳ ଫୋଟ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ଏହି କଥାକୁ ଆଧାର କରି ଆଗାମୀ ସମୟରେ ଇଡି ହାତରେ ସୁନ୍ଦରୀ ଲେଡି ବ୍ଲାକମେଲରଙ୍କର ଅନ୍ୟ ସବୁ ଗୋପନ ତଥ୍ୟ ପଦାକୁ ଆସିବ ବୋଲି ଆଶା କରାଯାଇଛି । ଯେପରି ରଞ୍ଜୀର ଏକ ପୂର୍ବତନ ଖେଳାଳୀଙ୍କ ଅର୍ଚନା ବିବାଦକୁ ନେଇ ନା ପଦାକୁ ଆସିଛି । ସେହିପରି ହୋଟେଲ ମାଲିକଙ୍କ ଏପରି ସବୁ ଫୋଟ ଲୋକଙ୍କ ସାମ୍ନାକୁ ଆସିଛି ।

ଯାହା ଅଶ୍ଳୀତା ଚରମ ଶିଖରରେ ପହଞ୍ଚିଛି । ଇଡିର ତଦନ୍ତ ଅନୁସାରେ ଏହିପରି ଯେତେ ଦିନ ଅର୍ଚନା ମାମଲାର ଶୁଣାଣୀ ଚାଲୁ ରହିଥିବ । ସେହି ସବୁ ଘଟଣା ଆଧାରରେ ବହୁ ବ୍ୟକ୍ତିଙ୍କର ଅସଲି ଚେହେରା ମଧ୍ୟ ଜନସମାଜକୁ ଗୋଟି ଗୋଟି ହୋଇକରି ଆସୁଥିବ । ଯାହାକି ସୁନ୍ଦରୀ ଅର୍ଚନାଙ୍କର ହନିଟ୍ରାପ କାହାଣୀରେ ଅଲଗା କିଛି ମୋଡ ଆଣିଦେବ ।

କାରଣ ବ୍ଲାକମେଲର ଅର୍ଚନାଙ୍କ ନାଗ ଫାଶରେ ବହୁତ ବିଶିଷ୍ଠ ଲୋକ ମଧ୍ୟ ଫସିକି ରହିଛନ୍ତି । ବହୁତ ଲୋକଙ୍କ ସହ ତା’ ର ଟଙ୍କାର ନେଣଦେଣ କାର୍ଯ୍ୟ ଚାଲିଥିଲା । ଯେପରି ତଥ୍ୟ ଅନୁସାରେ ହୋଟେଲ ମାଲିକଙ୍କର ଅଶ୍ଳୀଳ ଫୋଟ ଭାଇରାଲ ହୋଇ ଚାଲିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍,କମେଣ୍ଟ ଓ ଶେୟାର କରନ୍ତୁ। ଧନ୍ୟବାଦ

Leave a Reply

Your email address will not be published. Required fields are marked *