ଏବେ ପାକିସ୍ଥାନ ର ଖେଳ ହେବ ଶେଷ ! ଆଫଗାନ ପାଇଁ ଋଷ ଆମେରିକା ଭାରତ ଏକାଠି, ଅଣ୍ଟା ଭିଡିଲେ ମୋଦୀ ଆଉ ଅଜିତ୍ ଡୋଭାଲ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଅହମ୍ମଦ ମାସୁଦ ଏବଂ ଆମରୂଲ ସାଲେହ ଙ୍କୁ ମିଳିବ ବର୍ତ୍ତମାନ ଭାରତ ର ସହଯୋଗ ଏବଂ ତା ସହ ରୁଷ ଏବଂ ଆମେରିକା ମଧ୍ୟ ଏବେ ସହଯୋଗ କରିବ । ଏ ସହଯୋଗ ହେବ କୂଟନୀତି ର ଅନ୍ତର୍ଜାତୀୟ ପ୍ରେସର ର । ଆଉ ପାକିସ୍ତାନ ର ମୁହଁ ବଙ୍କା କରିବ ଭାରତ । ପାକିସ୍ତାନ ଯେଉଁ ଭଳି ଭାବରେ ଏବେ ଆ-ତ-ଙ୍କ-ବା-ଦୀ ଙ୍କୁ ସାହାଯ୍ୟ କରୁଛି ତାର ମୁଖା କୁ ସମସ୍ତେ ଖୋଲିବେ ଏବଂ ତା ସହିତ ପାକିସ୍ତାନ ହଇରାଣ ରେ ମଧ୍ୟ ପଡିବ ।

ପାକିସ୍ତାନ ବି-ରୋ-ଧ-ରେ ଏବେ ମେଣ୍ଟ କରିବେ ଭାରତ, ରୁଷ ଏବଂ ଆମେରିକା ଏବଂ ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଧାସଳଖ ସୂଚନା ଦେଇଛନ୍ତି ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ଙ୍କୁ । ଅଜିତ ଙ୍କ ସହ ସିଆଇ ମୁଖ୍ୟ ବିଲ ବ୍ରନ୍ସ ଏବଂ ରୁଷ୍ ର ଜାତୀୟ ସୁରକ୍ଷା ପରାମର୍ଶ ଦାତା ଙ୍କ ସହିତ ଏବେ ଦିଲ୍ଲୀ ରେ ଆଲୋଚନା ଆରମ୍ଭ ହୋଇ ଯାଇଛି ।
ସେହି ବୈଠକ ଭିତରେ ଆଫଗାନିସ୍ତାନ ର ସୁକ୍ଷ୍ମ ରୁ ସୂକ୍ଷ୍ମ ଅସୁବିଧା କୁ ଦୂର କରିବା ଉପରେ ନଜର ରଖାଯିବ ।

ଆମେରିକା ର ସି ଆଇ ଏ ଭାରତର ରଅ ଏବଂ ରୁଷ ର ସିକରେଟ ସର୍ଭିସ ସେମାନେ ଏହି ପରିସ୍ଥିତି ଉପରେ ନଜର ରଖିବେ । ଚେଷ୍ଟା କରିବେ କିପରି କାଜକିସ୍ତନ ଏବଂ ଉଜୀବିକିସ୍ତାନ କୁ ସହ୍ୟୟତା ପଠା ଯାଇ ପାରିବ । ଆହମ୍ମଦ ମାସୁଦ ଏବଂ ଅମରୂଲ ସାଲେହ ଙ୍କୁ । ତାହା ସହିତ ତାଲିବାନ ର ଫଣ୍ଡିଙ୍ଗ ଉପରେ ରୋକଲଗା ଯାଇ ପାରିବି ସେ ବିଷୟରେ ମଧ୍ୟ ଧ୍ୟାନ ଦିଆଯିବ ।

ୟୁନାଇଟେଡ଼ ନେସନ ସିକ୍ୟୁରୀଟି କାଉନସିଲ ତରଫ ରୁ ଦେଜିଂ ନେଟ କରାଯାଇଥିବା ଆତଂକ ବାଦୀ ମାନେ ବର୍ତ୍ତମାନ ତାଲିବାନ ରେ ବଡ଼ ବଡ଼ ମନ୍ତ୍ରୀ ଭାବରେ ବସିବାକୁ ଯାଉଛନ୍ତି । ଏହାର ପଛରେ ରହିଛି ପାକିସ୍ତାନ । ପାକିସ୍ତାନ ବର୍ତ୍ତମାନ ତାଲିବାନ ରେ ନିଜ ସିଟ କୁ ରଖିବାକୁ ଚାହୁଁଛି । ଅନ୍ୟପଟେ ରୁଷ ର ଜାତୀୟ ସୁରକ୍ଷା ପରାମର୍ଶ ଦାତା ନିକୋଲାଇ ଭାରତ ରେ ଆସି ପହଁଚି ଏହି ବିଷୟ ରେ ଆଲୋଚନା କରିବେ ।

ଏହା ସହିତ ପାକିସ୍ତାନ ର ଇସଲାମା ବାଦ ରେ ମଧ୍ୟ ସେ ନଜର ରଖିଛନ୍ତି ଏବଂ ଆମେରିକାର ବିଲ ବ୍ରନ୍ସ ନିଜର ଚିନ୍ତା କୁ ପ୍ରକଟ କରିଛନ୍ତି ଏବଂ ସେ କହିଛନ୍ତି କିପରି ସେ ଏବଂ ଭାରତ ମିଶି ପାକିସ୍ତାନ ବି-ରୋ-ଧ-ରେ ଏକ ଜନମତ ଗଠନ କରି ପାରିବ ଏହା ସହ କାବୁଲ ରେ ଘଟୁଥିବା ଘଟଣା କୁ କିପରି ଆନ୍ତର୍ଜାତିକ ରେ କୁହାଯିବ ତାହା ବିଷୟରେ ମଧ୍ୟ ଚର୍ଚ୍ଚା ଚାଲିଛି ।

ସେପ୍ଟେମ୍ବର ୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିକ୍ ସମିଳନୀ ରେ ଯୋଗ ଦେବେ ଏବଂ ଆଫଗାନିସ୍ତାନ ର ଏଜେଣ୍ଡା ରହିବ ସର୍ବୋଚ୍ଚ ଉପରେ । ତେବେ ଏଠାରେ ଚୀନ ର ରାଷ୍ଟ୍ରପତି ମଧ୍ୟ ଉପସ୍ଥିତ ରହିବେ । ଏହା ସହ ଆଫଗାନିସ୍ତାନ କୁ କିପରି ଅଧିକ ସହାୟତା ଦିଆ ଯାଇ ପାରିବ ସେ ନେଇ ମଧ୍ୟ ବିମର୍ଶ ଚାଲିଛି । ତେବେ ଦେଖିବା ଏହି ମିଳନ ଶକ୍ତି କିପରି ନିଜର କରାମତି ଦେଖାଉଛି । ଏହି ଘଟଣାକୁ ନେଇ ଆପଣଙ୍କ ମତ କଣ ନିଶ୍ଚୟ କମେନ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *