ଦେଖନ୍ତୁ Live ଭିଡିଓ, ବ୍ରହ୍ମପୁତ୍ର ନଦୀରେ ଭୟଙ୍କର ବୋଟ୍ ଦୁର୍ଘଟଣା, ଜୀବନ ବିକଳରେ ଡଙ୍ଗାରୁ ଡେଇଁଲେ ଯାତ୍ରୀ, Video ଦେଖିଲେ ଆପଣଙ୍କ ଛାତି ଥରି ଉଠିବ

ବନ୍ଧୁଗଣ, ପ୍ରାକୃତିକ ବିପ-ର୍ଯ୍ୟ-ୟ ସ-ମ୍ବ-ନ୍ଧ-ରେ ଆପଣ ନାନା ପ୍ରକାରର ଘଟଣା ମାନ ନିଜ ସ୍ଵଚକ୍ଷୁରେ ଦେଖିଛନ୍ତି । କିନ୍ତୁ ମନୁଷ୍ୟ ର ଭୁଲ ବଶତ କିଛି ଏଭଳି କାର୍ଯ୍ୟ ହୋଇଥାଏ ଯାହା ଫଳରେ ତାକୁ ନିଜର ଜୀବନ ହରାଇବାକୁ ପଡିଥାଏ । ଏହା ମଧ୍ୟ ମାନ୍ୟତା ରହିଅଛି ଯେ ବିପଦ କେବେ ମଧ୍ୟ ପୂର୍ବରୁ ସୂଚନା ଦେଇ ଦ୍ଵାରସ୍ଥ ହୋଇ ନଥାଏ । ଆଜି ଆମ୍ଭେ ଆପଣ ମାନଙ୍କୁ ଏଭଳି ଏକ ଘଟଣା ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଶୁଣି ଆପଣ ବହୁତ ମ-ର୍ମା-ହ-ତ ହୋଇଯିବେ ।

ବଙ୍ଗଳାରେ ଏକ ଡଙ୍ଗା ରେ ଶହ ଶହ ଯାତ୍ରୀ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିଲେ । ମାତ୍ର ହଟାତ ସେହି ଡଙ୍ଗା ଟି ବୁ-ଡି-ବା-କୁ ଲାଗିଲା । ଚାହୁଁ ଚାହୁଁ ଡଙ୍ଗାରେ ବସିଥିବା ଯାତ୍ରୀ ମାନେ ଜଣେ ପରେ ଜଣେ ବୁ-ଡି-ବା-କୁ ଲାଗିଲେ । ମାତ୍ର ସେଥିରେ ଥିବା କିଛି ଯାତ୍ରୀ ମାନେ ନିଜ ପ୍ରାଣ ବଞ୍ଚାଇବା କୁ ଯାଇ ଡଙ୍ଗାରୁ ଡେଇଁ ପଡିଲେ । ଏହା ପରେ ସେଥି ମଧ୍ୟରୁ କେତେକ ଲୋକ ନିଜ ଜୀବନ ମଧ୍ୟ ହରାଇ ବସିଲେ ।

ଡଙ୍ଗା ଟି ବୁ-ଡି ଯାଉଥିବାର ଦେଖି ବନ୍ଦରରେ ଥିବା ସ୍ଥାନୀୟ ଲୋକେ ସୁରକ୍ଷା କର୍ମୀ କୁ ଜଣାଇଲେ । ମାତ୍ର ଉଦ୍ଧାରକାରୀ ଟିମ ଆସିବା ପୂର୍ବରୁ ଡଙ୍ଗା ଟି ସଂପୂର୍ଣ୍ଣ ଭାବରେ ବୁ-ଡି-ବା-କୁ ଲାଗିଥିଲା । ମହିଳା ମାନେ ମଧ୍ୟ ଡଙ୍ଗା ରୁ ଡେ-ଇଁ ପ-ଡି ଆକୁଳରେ ନିଜ ଜୀବନ ବଞ୍ଚାଇବା ନିମନ୍ତେ ଉଦ୍ୟମ ଚଳାଇଲେ । ଏହା ପରେ ପୋଲିସ ଏବଂ ଉଦ୍ଧାରକାରୀ କର୍ମୀ ଆସି ପାଣିରେ ବୁ-ଡି-ଯାଉଥିବା ଲୋକ ମାନଙ୍କୁ ଉଧାର କରିଲେ ।

ମାତ୍ର ଡଙ୍ଗାରେ ଅନେକ ଛୋଟ ପିଲା ମଧ୍ୟ ଉପସ୍ଥିତ ଥିଲେ । ସେମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଥିଲା । ସୁରକ୍ଷା ଦଳ ଆସି ଉଦ୍ଧାର କରିବା ପରେ ମଧ୍ୟ ମହିଳା ମାନେ ନିଜ ସମ୍ପର୍କୀୟ ତଥା ପରିବାର ଏବଂ ନିଜ ପିଲା ଙ୍କୁ ହରାଇ ବହୁତ ଭା-ଙ୍ଗି ପଡିଛନ୍ତି । କିନ୍ତୁ ଏଭଳି ପରିସ୍ଥିତି କେଉଁ କାରଣ ବଶତ ଉପୁଜିଲା ତାହା ମଧ୍ୟ ସଠିକ ଭାବରେ ଜଣା ନାହିଁ ।

Leave a Reply

Your email address will not be published. Required fields are marked *