ମତେ ଭାରି ଏକା ଏକା ଲାଗୁଥିଲା, ଏବେ ଜେଲରେ ଜଗବନ୍ଧୁର ମୋର ମିଶିକି ଖାଇବୁ ରୁଟି ସଂତୁଳା…

ବନ୍ଧୁଗଣ, ସୂଚନା ଅନୁଯାୟୀ ଜେଲରେ ରହିଥିବା ଅର୍ଚ୍ଚନା କିଛି ଏହିଭଳି କଥା କହିଛନ୍ତି ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଅର୍ଚ୍ଚନା କହିଛନ୍ତି ଯେ ଜେଲ କୁ ତାଙ୍କ ଜଗୁ ଆସୁଛନ୍ତି ସେ ବହୁତ ଖୁସି ଅଛନ୍ତି । ଉଭୟ ଜେଲ ରେ ବର୍ତ୍ତମାନ ଏକାଠି ରହିବେ ଏହା ସହିତ ତାଙ୍କୁ ଆଉ ଏକା ଏକା ଲାଗିବ ନାହିଁ । ଜେଲର ଚାରି କାନ୍ଥ ଭିତରେ ସେ ଆଉ ଅଣ ନିଶ୍ଵାସୀ ହେବେ ନାହିଁ । ଜେଲ ର ଗୋଟିଏ କୋଠରୀରେ ନ ରହିଲେ କଣ ହେଲା ମାତ୍ର ଜେଲ ଭିତରେ ତାଙ୍କ ସ୍ଵାମୀ ର ଉପସ୍ଥିତି ସବୁବେଳେ ତାଙ୍କୁ ତାଙ୍କ ପାଖରେ ରଖିବ ।

ଉଭୟ ମିଶି ଜେଲ ଭିତରେ ରୁଟି ସନ୍ତୁଳା ଖାଇବେ । ବର୍ତ୍ତମାନ ତାଙ୍କ ସ୍ଵାମୀ ଙ୍କ ରୁମାଲରେ ଭିଜିବ ତାଙ୍କ ଆଖିର ଲୁହ । କେତେ ଦିନ ଆଉ ଜଗବନ୍ଧୁ ଦୂରେଇ ରହିଥାନ୍ତେ ? ଏତେ ଦିନ ପରେ ବର୍ତ୍ତମାନ ଜଗବନ୍ଧୁ ଧରା ଦେଇଛନ୍ତି ଆଉ ବର୍ତ୍ତମାନ ଅର୍ଚ୍ଚନା ପାଖକୁ ଜେଲ କୁ ଆସୁଛନ୍ତି । ସେ ଜେଲ କୁ ଆସିଲେ ଅର୍ଚ୍ଚନା ଏବଂ ଜଗବନ୍ଧୁ ମିଶି କରିଥିବା ପାପ ସମ୍ବନ୍ଧରେ ଆଲୋଚନା କରାଯିବ ।

କେମିତି ଲୋକଙ୍କୁ ଠକି ବ୍ଲାକମେଲ କରୁଥିଲେ ସେହି ବିଷୟରେ କଥା ହେବେ । ବଡ ବଡିଆ ଙ୍କୁ ଫସାଇ କିଭଳି ତାଙ୍କ ଠାରୁ ପୁଳା ପୁଳା ଟଙ୍କା ଆଣୁଥିଲେ ସେହି ବିଷୟରେ ଆଲୋଚନା କରିବେ । ଅର୍ଚ୍ଚନା ଏହା ମଧ୍ୟ ଚିନ୍ତା କରିଛନ୍ତି ଯେ ଜଗବନ୍ଧୁ ଆସିଲେ ତାଙ୍କୁ ସେ ଗୋଟିଏ କଥା ନିଶ୍ଚିତ ଭାବରେ ପଚାରିବେ ।

ଯେତେବେଳେ ସେ ପର ପୁରୁଷ ସହିତ ଶୋଊଥିଲେ, ତାଙ୍କ ସ୍ଵାମୀ କିଭଳି ଭି-ଡି-ଓ କରି ଟଙ୍କା ରୋଜଗାର କରୁଥିଲେ । ଅର୍ଥାତ ସ୍ତ୍ରୀ ଠାରୁ କ’ଣ ଟଙ୍କା ଏତେ ବଡ ହୋଇଗଲା । ନିଜ ସ୍ତ୍ରୀ ର ରୂପ ଦେଖି କିଭଳି ଚୁପ ରହୁଥିଲେ ? ଟଙ୍କା ପାଇଁ ଜଗବନ୍ଧୁ ତାଙ୍କ ସ୍ତ୍ରୀ କୁ ପର ପୁରୁଷ ଙ୍କ ସହିତ ରାତି ବିତାଇବାକୁ ଛାଡି ଦେଉଥିଲେ ।

ଟଙ୍କା ନିଶାରେ ଜଗବନ୍ଧୁ ତାଙ୍କ ସ୍ତ୍ରୀ ଙ୍କର ଅବସ୍ଥା କୁ ଭୁଲି ଯାଉଥିଲେ । ଟଙ୍କା ପାଇଁ ଭୁଲିଗଲେ ଜଗବନ୍ଧୁ ଯେ ଅଗ୍ନି କୁ ସାକ୍ଷୀ ରଖି ଅର୍ଚ୍ଚନା ଙ୍କୁ ବିବାହ କରି ଘରକୁ ଆଣିଥିଲେ । ତେବେ ଏହିଭଳି କିଛି ପ୍ରଶ୍ନ ଜଗବନ୍ଧୁ ଙ୍କୁ ପଚାରିବେ ବୋଲି କହିଛନ୍ତି ଅର୍ଚ୍ଚନା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *