ଘନ ଘନ ଜେରାରେ ଝାଳ ନାଳ ହୋଇଗଲେ ଜଗବନ୍ଧୁ, ପୋଲିସ ଆଗରେ ଓଗାଳିଲା ସବୁ ସତ…

ବନ୍ଧୁଗଣ, ସୂଚନା ଅନୁଯାୟୀ ପୋଲିସ ଜଗବନ୍ଧୁ ଙ୍କୁ ଉଠାଇ ନେବା ପରେ ଜଗବନ୍ଧୁ ଙ୍କୁ, ବର୍ତ୍ତମାନ ଥାନାରେ ଚାଲିଛି ଘନ ଘନ ଜେରା । ଗୋଟେ ପରେ ଗୋଟେ ପ୍ରଶ୍ନ ରେ ବର୍ତ୍ତମାନ ଝାଳନାଳ ହୋଇଯାଇଛନ୍ତି ଜଗବନ୍ଧୁ । ଜଗବନ୍ଧୁ ଙ୍କୁ ବର୍ତ୍ତମାନ ଥାନାରେ ଏହିଭଳି କିଛି ପ୍ରଶ୍ନ ସାମ୍ନା କରିବାକୁ ପଡୁଥିବ । ତେବେ ଆସନ୍ତୁ କେଉଁଭଳି ପ୍ରଶ୍ନ ପଚରା ଯାଇଥିବା ସେହି ସମ୍ବନ୍ଧରେ ଜାଣିନେବା । କିଛି ଏଭଳି ପ୍ରଶ୍ନ ପଚରା ଯାଇଥିବ ଯେପରିକି ତୁମ ନାଁ କ’ଣ ? ସାର !

ମୋ ନାଁ ଜଗବନ୍ଧୁ ଚାନ୍ଦ । ତୁମ ସହ ଅର୍ଚ୍ଚନା ଙ୍କ ସମ୍ପର୍କ କ’ଣ ? ଅର୍ଚ୍ଚନା ହେଉଛନ୍ତି ମୋ ସ୍ତ୍ରୀ । ହନିଟ୍ରାପ ନିମନ୍ତେ ଅର୍ଚ୍ଚନା ଙ୍କୁ ବାଧ୍ୟ କରିଥିଲ କି ? ନାଇ ସାର ଏହା କେବଳ ଆମ୍ଭ ଦୁଇ ଜଣଙ୍କ ପ୍ଳାନ ଥିଲା । କେବେଠାରୁ ଆରମ୍ଭ କରିଥିଲା ଏହିସବୁ କାମ ? ୨୦୧୬ ମସିହାରୁ ଆମ୍ଭେ ଏହିଭଳି ବ୍ଳାକମେଳ କରିବା ଆରମ୍ଭ କରିଥିଲୁ ।

ମାତ୍ର କଣ ପାଇଁ ତୁମ୍ଭେ ତୁମ୍ଭ ସ୍ତ୍ରୀ ଅର୍ଚ୍ଚନା ଙ୍କୁ ଦେହ ବ୍ୟବସାୟ କରିବା ନିମନ୍ତେ ଲଗାଇଥିଲ ? କାରଣ ଆମ୍ଭର ଏହି ରାଜ କାହାକୁ ନ ଜଣାଇବା ପାଇଁ । ଅଶ୍ଳ-ଇଳ ଭିଡିଓ ସବୁ କେମିତି ରେକର୍ଡ କରୁଥିଲା ? ପ୍ରଥମେ ଆମ ଟାର୍ଗେଟ କୁ ଦେହ ର ମଜା ଦେଉଥିଲୁ ଏବଂ ସୁଯୋଗ ପାଇ କ୍ୟାମେରା ଫିଟିଙ୍ଗ କରିଦେଉଥିଲୁ । ତୁମ ଟାର୍ଗେଟ ରେ ନେତା ମନ୍ତ୍ରୀ କଣ ପାଇଁ ଥିଲେ ? କାରଣ ସେମାନଙ୍କ ପାଖରେ ପ୍ରବଳ ପାୱାର ଏବଂ ଟଙ୍କା ଥିଲା ।

ଏଥି ନିମନ୍ତେ ନେତା ମନ୍ତ୍ରୀ ଙ୍କୁ ଟାର୍ଗେଟ କରିଥିଲେ । ପାୱାର ପାଇ କଣ କରିଥାନ୍ତ ? ଆମ ଟାର୍ଗେଟ ଥିଲା ଓଡିଶା ଉପରେ ରାଜ କରିବା । ଏହାପରେ ନିର୍ବାଚନ ଲଢିଥାନ୍ତେ । ଦେହର ଲୋଭ ଦେଖାଇ ଜଣଙ୍କ ଠାରୁ କେତେ ଟଙ୍କା ଡିମାଣ୍ଡ କରୁଥିଲ ? ମିନିମମ ଏକ ଲକ୍ଷ ଟଙ୍କା ଉପରେ ।

ଆଉ କେଉଁ କେଉଁ ଲୋକଙ୍କୁ ଟାର୍ଗେଟ କରୁଥିଲ ? ଆମ ଚିଠାରେ ଅନେକ ବଡ ବଡ ଲୋକ ଥିଲେ । ଏଥିରେ ତୁମେ ଦୁଇଜଣ ଥିଲା ନା ଆହୁରି ଅନେକ ଥିଲେ ? ସାର ଆମ ସହ କଲେଜ ପଢୁଆ ଝିଅ ମଧ୍ୟ ଲିପ୍ତ ଥିଲେ । ବୋଧ ହୁଏ ଏହିଭଳି କିଛି ପ୍ରଶ୍ନ ର ସମ୍ମୁଖୀନ ହୋଇଥିବେ ଜଗବନ୍ଧୁ ଅର୍ଥାତ ହନିଟ୍ରାପ ସୁନ୍ଦରୀ ଅର୍ଚ୍ଚନା ଙ୍କ ସ୍ଵାମୀ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *