Vastu Tips – ଦୁର୍ଗାଷ୍ଟମୀ ଦିନ ଯିଏ ଯେତେ ମାଗି ମାଗି ମରିଗଲେ ବି ଭୁଲରେ ବି ଦେବେ ନାହିଁ ଏହି 1 ଜିନିଷ, ଘର ଛାଡି ଚାଲିଯିବେ ମା’ ଲକ୍ଷ୍ମୀ

ବନ୍ଧୁଗଣ ହିନ୍ଦୁ ଧର୍ମରେ ଦୂର୍ଗା ପୂଜାକୁ ଏକ ବହୁତ ବଡ ପର୍ବ ଭାବରେ ପାଳନ କରାଯାଇଥାଏ । ଏହି ଦୂର୍ଗା ପୂଜା ସମୟରେ ସମସ୍ତ ଲୋକ ନିଜର ମନୋକାମନାକୁ ପୂର୍ଣ୍ଣ କରିବା ପାଇଁ ଦୂର୍ଗା ମା’ଙ୍କର ପୂଜା ଅର୍ଚନା କରିଥାନ୍ତି । ଏହି ବର୍ଷ ଦୂର୍ଗା ଅଷ୍ଟମୀ ୨୪ ତାରିଖ ଶନିବାର ଦିନ ଆସୁଛି । ଏହି ଅଷ୍ଟମୀ ଦିନରେ ଏମିତି କିଛି ବିଶେଷ ଜିନିଷ ରହିଥାଏ ଯାହାକୁ ଭୁଲ ସେ ମଧ୍ୟ ଆପଣ କୌଣସି ଲୋକକୁ ଦେବେ ନାହିଁ । ଯଦି ଆପଣ ଏହି ଦିନରେ ଆମ ଲିଷ୍ଟରେ ଥିବା ଜିନିଷକୁ କାହାକୁ ଦେଇଥାନ୍ତି ତା ହେଲେ ଆପଣଙ୍କୁ ଦାରିଦ୍ରତା ଭୋଗ କରିବାକୁ ପଡିପାରେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଦୂର୍ଗା ପୂଜା ସମୟରେ ବହୁତ ବିଧିବିଧାନ ରହିଥାଏ । ଏହା ସହିତ ପୂଜା ପାଠ ଓ ଦାନ ଧର୍ମ ଆଦିର ବହୁତ ନିୟମ ରହିଥାଏ । ଦାନ ବହୁତ ପୂଣ୍ୟର କାମ ଅଟେ । ହେଲେ ସବୁବେଳେ ବିଧିବିଧାନ ନିୟନ୍ତ୍ରଣରେ ରହି ଦାନ ଧର୍ମ କରିବା ଆବଶ୍ୟକ ।

ବିଧିବିଧାନ ଅନୁଯାୟୀ ଏମିତି କିଛି ଜିନିଷ ଅଛି ଯାହାକୁ ଅଷ୍ଟମୀ ଦିନ କାହାକୁ ଦାନ କରିବା ଉଚିତ ନୁହେଁ । ଯଦି ଆପଣ ଏହି ସବୁ ଜିନିଷ ବା ବସ୍ତୁକୁ ଦାନ କରନ୍ତି ତାହାଲେ ଆପଣଙ୍କୁ ଦରିଦ୍ରତା ସହିତ ମା ଦୂର୍ଗାଙ୍କର ପ୍ରକୋପକୁ ସହିବାକୁ ପଡିବ ।


ବନ୍ଧୁଗଣ ମଣିଷ ଜୀବନରେ ଧନର ବହୁତ ଆବଶ୍ୟକତା ରହିଛି । ଧନ ପାଇବା ପାଇଁ ମଣିଷ ସବୁକିଛି କରିବା ପାଇଁ ପ୍ରସ୍ତୁତ ହୋଇଯାଇଥାଏ । ହେଲେ ଏହି ଦୂର୍ଗା ଅଷ୍ଟମୀ ଦିନ ଆପଣ ଭୁଲ ସେ ମଧ୍ୟ କାହାକୁ ଧନ ଦେବେ ନାହିଁ । ଏହି ଦିନରେ କୌଣସି ଦାନ ବା ଉଧାର କରିବେ ନାହିଁ । ଏହା ବ୍ଯତୀତ ଏହି ଦିନରେ କାହାକୁ କୌଣସି ବସ୍ତୁ ମଧ୍ୟ କିଣି ଦେବେ ନାହିଁ ।

ଏହି ଅଷ୍ଟମୀ ଦିନରେ ବିଧିବିଧାନ ଅନୁଯାୟୀ କୌଣସି ଲୋକକୁ ଦାନ କରିବେ ନାହିଁ । କାରଣ ଏହି ସମୟରେ ଯଦି ଆପଣ କାହାକୁ ଧନ ଦାନ କରିବେ ତା ହେଲେ ଆପଣଙ୍କ ଘରର ଲକ୍ଷ୍ମୀ ସେହି ଲୋକ ପାଖରେ ରହିଯିବ । ଏହା ଦ୍ଵାରା ଆପଣ ମାନଙ୍କୁ ବର୍ଷ ସାରା ଦରିଦ୍ରତା ଭୋଗ କରିବାକୁ ପଡିବ ।


ଏହା ବ୍ଯତୀତ ବନ୍ଧୁଗଣ ଏହି ଅଷ୍ଟମୀ ଦିନ ଆପଣ ନିଶ୍ଚୟ ମା ଦୂର୍ଗାଙ୍କୁ ଏକ ନଡିଆ ଚଢେଇବେ । ହେଲେ ଏହି ନଡିଆକୁ ଆପଣ ଭୋଗ ରୂପରେ ଆଣିବେ ନାହିଁ । ଏହି ନଡିଆକୁ ଆପଣ ମା ଦୂର୍ଗାଙ୍କୁ ଭେଟ କରିବା ପରେ ଏହାକୁ ମନ୍ଦିରରେ ଛାଡି ଚାଲି ଆସନ୍ତୁ । ଏହା ଦ୍ଵାରା ମା ଦୁର୍ଗା ଆପଣଙ୍କ ଉପରେ ପ୍ରସନ୍ନ ହେବେ ଓ ଆପଣଙ୍କର ସମସ୍ତ ସମସ୍ଯାକୁ ଦୂର କରିବେ । ତେବେ ବନ୍ଧୁଗଣ ଆପଣ ଦୁର୍ଗାଷ୍ଟମୀ ଦିନ ଏହି ସବୁ ଭୁଲକୁ କଦାପି କରିବେ ନାହିଁ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *