TV ସିରିଏଲ Radha Krishna ର ରାଧା ରିଅଲ ଲାଇଫ ରେ ଅଟନ୍ତି ଏତେ ସୁନ୍ଦର ଆଉ ଷ୍ଟାଇଲିସ କି Bollywood ହିରୋଇନ ବି ଫିକା ପଡିଯିବେ

ବଲିଉଡ ଇଣ୍ଡଷ୍ଟ୍ରି ହେଉ ବା ଟିଭି ଇଣ୍ଡଷ୍ଟ୍ରି କିଛି ଆକ୍ଟର ବା ଆକ୍ଟ୍ରେସ ଏମିତି ସାମ୍ନା କୁ ଆସିଥାନ୍ତି କି ସେମାନେ କରୁଥିବା ଚରିତ୍ରକୁ ପୁରା ଜୀବନ୍ତ କରି ଦେଇଥାନ୍ତି । ସେମାନେ ନିଜର ଦମଦାର ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ରାଜ କରିବାକୁ ଲାଗନ୍ତି । ଆପଣମାନେ ଷ୍ଟାର ଭାରତ ରେ ପ୍ରସାରିତ ହେଉଥିବା ସିରିଏଲ ରାଧା କ୍ରୀଷ୍ଣା ତ ନିଶ୍ଚୟ ଦେଖିଥିବେ । ଏହି ସିରିଏଲ ରେ ରାଧା କୃଷ୍ଣ ଚରିତ୍ର ରେ ଅଭିନୟ କରୁଥିବା ଏହି ଦୁଇ କଳାକାର ଏତେ ସୁନ୍ଦର ଅଭିନୟ କରୁଛନ୍ତି କି ଯାହାର ଦିବାନା ପୁରା ଦୁନିଆ ହୋଇ ସାରିଛି ।

ଏହି ସିରିଏଲ ରେ କୃଷ୍ଣ ଚରିତ୍ରରେ ନଜର ଆସୁଛନ୍ତି ସୁମେଧ ମୁଦଲକର । ଯିଏ କି ଏହି ଇଣ୍ଡଷ୍ଟ୍ରିରେ ବହୁତ ପୁରୁଣା ଅଟନ୍ତି ତ ସେଇଠି ରାଧା ଚରିତ୍ର ରେ ନଜର ଆସୁଛନ୍ତି ମଲିକା ସିଂହ ଯିଏ କି ଏହି ଇଣ୍ଡଷ୍ଟ୍ରି ରେ ନୂଆ ନୂଆ ପାଦ ଦେଇଛନ୍ତି । ସେ ଦେଖିବାକୁ ବହୁତ ହିଁ ସୁନ୍ଦର ଅଟନ୍ତି ଏଥିରେ କୌଣସି ସନ୍ଦେହ ନାହିଁ । ଆଜି ଆମେ ଆପଣଙ୍କୁ ତାଙ୍କର ରିଅଲ ଲାଇଫ ବିଷୟରେ କହିବାକୁ ଯାଉଛୁ ।

ରାଧିକା ସିଂହ ରାଧାର ଚରିତ୍ର ବହୁତ ସୁନ୍ଦର ଭାବରେ ପ୍ଲେ କରୁଛନ୍ତି । ତାଙ୍କର ଆକଟିଂ କାରଣରୁ ରାଧା କୃଷ୍ଣ ସିରିଏଲ କୁ ବହୁତ ପସନ୍ଦ କରାଯାଏ । କହି ଦେଉଛୁ କି ମଲିକା ଏବେ ମାତ୍ର 18 ବର୍ଷର ଅଟନ୍ତି । ମଲିକା ଡ୍ୟାନ୍ସ ଓ ମ୍ୟୁଜିକ କୁ ବହୁତ ଭଲ ପାଆନ୍ତି ।

ମଲିକା ଜମ୍ମୁ କାଶ୍ମୀର ର ବାସିନ୍ଦା ଅଟନ୍ତି । ତାଙ୍କର ଜନ୍ମ 15 ସେପ୍ଟେମ୍ବର 2000 ରେ ହୋଇଥିଲା । ତାଙ୍କର ପିତା ଜଣେ ଡ୍ୟାନ୍ସ ଟିଚର ଥିଲେ । ଯେତେବେଳେ ରାଧା କ୍ରୀଷ୍ଣା ର ଅଡିସନ ଚାଲୁଥିଲା ସେତେବେଳେ ମଲିକା ଙ୍କର ସାଙ୍ଗମାନେ ତାଙ୍କୁ ଫୋର୍ସ କାଲେ କି ସେ ଯାଆନ୍ତୁ ଓ ଅଡିସନ ଦିଅନ୍ତୁ । ମଲିକା ଆସି ଅଡିସନ ଦେଲେ ଓ ଲକିଲି ତାଙ୍କର ସିଲେକ୍ସନ ବି ହେଇଗଲା ।

ଯେତେବେଳେ ସେ ରାଧା କୃଷ୍ଣ ସିରିଏଲ ପାଇଁ ଅଡିସନ ଦେଉଥିଲେ ସେତେବେଳେ ସେ ମାତ୍ର 10 th କ୍ଲାସ ରେ ପଢୁଥିଲେ । ଏବେ ସେ ଏହି ସୋ ରେ କାମ କରି କରି ନିଜର ଟ୍ଯାଲେନ୍ଟ କୁ ବଢାଇ ଦେଇଛନ୍ତି । ଏହା ସହିତ ତାଙ୍କର ସୁନ୍ଦରତା ମଧ୍ୟ ଆଗ ଅପେକ୍ଷା ବହୁତ ବଢି ଯାଇଛି ।

ସେ ଆଗ ଅପେକ୍ଷା ଏବେ ଆହୁରି ମଧ୍ୟ ସୁନ୍ଦର ନଜର ଆସୁଛନ୍ତି । ତେବେ ବନ୍ଧୁଗଣ ରାଧା କୃଷ୍ଣ ଙ୍କ ଯୋଡି ତ ବହୁତ ପପୁଲାର ଅଟେ କିନ୍ତୁ ଆପଣଙ୍କୁ ଏଥିରେ ମଲିକା ସିଂହ ଙ୍କ ଆକଟିଂ କିପରି ଲାଗେ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *