Jyotish Shastra – ପବିତ୍ର ଦୁର୍ଗା ପୂଜାରେ ମହା ସଂଯୋଗ, ଏହି 5ଟି ରାଶିରେ ଖୁସି ଖବର

ନମସ୍କାର ବନ୍ଧୁଗଣ । ଆପଣମାନେ ତ ଜାଣିଛନ୍ତି କି ଗ୍ରହ ନକ୍ଷତ୍ର ଙ୍କ ପରିବର୍ତ୍ତନ କାରଣରୁ ମଣିଷକୁ ସବୁବେଳେ ସୁଖ ଓ ଦୁଃଖର ସାମ୍ନା କରିବାକୁ ପଡିଥାଏ । ଗ୍ରହ ମାନଙ୍କର ଶୁଭ ଅବସ୍ଥାନ କାରଣରୁ କେବେ ସେ ସୁଖରେ ଜୀବନ କାଟିଥାଏ ତ ଗ୍ରହ ମାନଙ୍କର ଅଶୁଭ ସ୍ଥିତି କାରଣରୁ ତାକୁ ଦୁଃଖ ଦାରିଦ୍ରତାର ସାମ୍ନା କରିବାକୁ ପଡିଥାଏ । ତେଣୁ ଜାତକରେ ଗ୍ରହ ନକ୍ଷତ୍ର ଙ୍କର ସ୍ଥିତି ମଣିଷ ଜୀବନରେ ବହୁତ ପ୍ରଭାବ ପକାଇଥାଏ , ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଅନେକ ବର୍ଷ ପରେ 5 ଟି ରାଶିର ଜାତକରେ ଶୁଭ ସଂଯୋଗ ଦେଖିବାକୁ ମିଳିବ ।

ଏହି ରାଶି ମାନଙ୍କର ଜାତକରେ ଏବେ ଧନୀ ହେବାର ଯୋଗ ବନୁଛି । ମାତାରାଣୀ ଏବେ ଏହି ରାଶିର ଭାଗ୍ୟରେ ଅଚାନକ ଧନଲାଭର ଯୋଗ ଲେଖିଛନ୍ତି । ଏବେ ଏହି ରାଶିର ଲୋକମାନେ କାର୍ଯ୍ୟ କ୍ଷେତ୍ରରେ ଅନେକ ମାତ୍ରାରେ ପ୍ରଗତି ହାସଲ କରିବେ । ତେବେ ଚାଲନ୍ତୁ ଜାଣିବା ଏହି ରାଶିମାନଙ୍କ ବିଷୟରେ ।

ବୃଷ ରାଶି

 

ବୃଷ ରାଶିଙ୍କ ଉପରେ ଏବେ ମା’ ଦୂର୍ଗା ପ୍ରସନ୍ନ ଅଛନ୍ତି। ତାଙ୍କ ଜୀବନର ସମସ୍ତ କଷ୍ଟ ଦୂର ହୋଇଯିବ । ଏବେ ଏମାନଙ୍କର ରାଶିରେ ଚନ୍ଦ୍ରମା ଓ ଶୁକ୍ର ଙ୍କ ପ୍ରଭାବ ସବୁଠାରୁ ଉତ୍ତମ ଅଟେ । ଯାହା ଦ୍ଵାରା ଏମାନଙ୍କ ଜୀବନରେ ମା’ ଦୂର୍ଗା ଙ୍କର ଅସୀମ କୃପା ହେବ । ଏମାନଙ୍କ ଜୀବନରେ ଖୁସି ଆସିବ ଓ ଏମାନଙ୍କୁ ଭାଗ୍ଯର ସାଥ ମିଳିବ । କ୍ଯାରିୟର ଓ ପ୍ରେମରେ ସଫଳତା ମିଳିବ । ବିଜିନେସ ରେ ମଧ୍ୟ ଆପଣଙ୍କୁ ଲାଭ ମିଳିବ।

କନ୍ୟା ରାଶି

କନ୍ୟା ରାଶିର ଭାଗ୍ୟ ଏବେ ଚମକି ଉଠିବ । ଅର୍ଥାତ ଏହି ରାଶିର ଜୀବନର ସବୁ କଷ୍ଟ ଦୂର ହେବ , ଯଦି ଆପଣ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କୁ ଭାଗ୍ଯର ସାଥ ନିଶ୍ଚୟ ମିଳିବ । ନୂଆ ନୂଆ କାର୍ଯ୍ୟ ଆରମ୍ଭ କରୁଥିବା ଲୋକମାନଙ୍କୁ ମା’ ଦୂର୍ଗାଙ୍କ କୃପାରୁ ଉନ୍ନତି ମିଳିବ । ଏହି ରାଶିର ଅବିବାହିତ ଲୋକମାନଙ୍କୁ ମା ଦୂର୍ଗାଙ୍କ କୃପା ହେବା ଦ୍ଵାରା ଏମାନଙ୍କୁ ବୈବାହିକ ସୁଖ ପ୍ରାପ୍ତି ହେବ ।

ତୁଳା ରାଶି

ମା ଦୂର୍ଗାଙ୍କ କୃପା ଏହି ରାଶି ଉପରେ ମଧ୍ୟ ରହିବ ଯାହା ଦ୍ଵାରା ଏହି ରାଶିର ଲୋକମାନଙ୍କୁ ଐଶ୍ଵର୍ଯ୍ୟ ପ୍ରାପ୍ତି ହେବ । ଏହା ସହିତ ଏହି ରାଶିର ଜୀବନରେ ଆସୁଥିବା ସମସ୍ତ ପ୍ରକାରର କଷ୍ଟ ଏବେ ଦୂର ହୋଇଯିବ । ପରିଶ୍ରମ କରୁଥିବା ଲୋକମାନଙ୍କୁ ପରିଶ୍ରମର ଉଚିତ ଫଳ ନିଶ୍ଚୟ ପ୍ରାପ୍ତି ହେବ । ଏମାନଙ୍କର ସବୁ ମନୋସ୍କାମନା ପୂରଣ ହେବ । ଆର୍ଥିକ ସ୍ଥିତି ମଝବୁତ ହେବ ।

ସିଂହ ରାଶି

ଆପଣଙ୍କ ଜୀବନରେ ଆଜି ଠାରୁ ସବୁଠାରୁ ବଡ ରାଜଯୋଗ ହେବାକୁ ଯାଉଛି ଯାହା ଫଳରେ ଆପଣଙ୍କ ଜୀବନରେ ନୂଆ ଖୁସି ଖବର ଆପଣଙ୍କୁ ମିଳିବ । ସବୁବେଳେ କିଛି ଅଲଗା କରିବାର ଅଭ୍ଯାସ ଆପଣଙ୍କୁ ଏବେ ସଫଳତା ଦେବ । ଆପଣଙ୍କ ଜୀବନର ସବୁ ପ୍ରକାରର ଦୁଃଖର ଅନ୍ତ ଘଟିବ । ଆପଣଙ୍କ ଜୀବନରେ ହେଉଥିବା ପରିବର୍ତ୍ତନ ଆପଣଙ୍କର ଆଗାମୀ ସମୟ ପାଇଁ ବହୁତ ଖାସ ରହିବ । ଶିକ୍ଷା, ଚାକିରି ଓ ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ କରିଥିବା ଚେଷ୍ଟା ଆପଣଙ୍କୁ ନିଶ୍ଚୟ ଶୁଭ ଫଳ ଦେବ ।

କୁମ୍ଭ ରାଶି

ସମାଜରେ ଏବେ ଆପଣଙ୍କର ମାନ ସମ୍ମାନ ଓ ପାରିବାରିକ ପ୍ରତିଷ୍ଠା ଲଗାତାର ଭାବେ ବଢି ଚାଲିବ । ଯେତେ ଆପଣ ଅନ୍ୟକୁ ସାହାର୍ଯ୍ୟ କରିବେ ଆପଣ ସେତିକି ସମାଜରେ ନିଜର ଏକ ଅଲଗା ପରିଚୟ ବନାଇ ପାରିବେ । ଆପଣଙ୍କ ଜୀବନର ସବୁ ପ୍ରକାରର କଷ୍ଟକୁ ମା’ ଦୂର୍ଗା ଏବେ ଦୂର କରିବେ । ବାରମ୍ବାର କରୁଥିବା ଚେଷ୍ଟା ଏବେ ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ । ଅଚାନକ ଧନ ଲାଭର ମଧ୍ୟ ଯୋଗ ରହିଛି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *