ଦୁନିଆର Top 10 ସବୁଠୁ ଅଧିକ ସାଲାରୀ ଦେଉଥିବା ଦେଶ ! ଏହି ଦେଶରେ ଚାକିରି କଲେ ଆପଣ ହେଇଯିବେ ମାଲାମାଲ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମନୁଷ୍ୟ ସୁଖରେ ଜୀବନଜାପନ କରିବାକୁ ଚାହୁଁଥିଲେ । ସେଠାରେ ଅର୍ଥର ଆବଶ୍ୟକ ବହୁ ମାତ୍ରାରେ ହୋଇଥାଏ । କାରଣ ଟଙ୍କା ଦ୍ଵାରା ସୁଖ ଓ ସୁବିଧାରେ ରହିବା ପାଇଁ ଅନେକ ପ୍ରକାର ସୁବିଧାକୁ ହାସଲ କରିହୋଇଥାଏ । ତେବେ ଏହି ଟଙ୍କା ରୋଜଗାର କରିବା ଦ୍ଵାରା ହିଁ ଆସିଥାଏ । ଯିଏ ଯେପରି କାମ କରିବ, ବ୍ୟକ୍ତିକୁ ସେହି ଅନୁସାରେ ତା’ ର ପରିଶ୍ରମିକ ମିଳିଥାଏ । ତେବେ ଆଜି ଆପଣଙ୍କୁ ଏପରି କିଛି ଦେଶ ଗୁଡିକର ନାମ କହିବା ପାଇଁ ଯାଉଛୁ ।

ଯେଉଁ ଦେଶର ସାଲାରୀ ବିଷୟରେ ଶୁଣିଲେ । ଆପଣ ମଧ୍ୟ ଅବାକ ହୋଇରହିଯିବେ । ପ୍ରଥମେ ହେଉଛି ଲକ୍ଷଜେମ୍ବର ନାମକ ଏକ ଛୋଟ ଦେଶ । ଏହି ଦେଶର ଆକାର ଛୋଟ ହୋଇପାରେ । ସତ କିନ୍ତୁ ଏହି ଦେଶରେ ଲୋକଙ୍କର ଆଭରେଜ ସାଲାରୀ ପାଖାପାଖି ୪୪,୫୫,୧୪୪ ଟଙ୍କା ହୋଇଥାଏ । ଯାହାକି ବହୁତ ବଡ ରକମର ସାଲାରୀ ହୋଇଥାଏ । ଦିତୀୟରେ ନେଦରଲାଣ୍ଡ ।

ଏହି ଦେଶ ଏକ ସମୃଦ୍ଧିସାଳୀ ଦେଶ ହେବ ସହିତ ଏଠାରେ ଅପରାଧ ବିଶେଷ ମାତ୍ରରେ ଅନ୍ୟ ଦେଶ ତୁଳନାରେ ବହୁତ କମ୍ ହୋଇଥାଏ ।ଏହି ଦେଶର ଲୋକେ ଉତ୍ତମମାନର ଜୀବନଶୈଳୀ ଜୀବନଜାପନ କରିଥାନ୍ତି । ଏହି ଦେଶର ସାଲାରୀ ପାଖାପାଖି ୩୭,୩୯,୩୭୨ ଟଙ୍କା ହୋଇଥାଏ । ତୃତୀୟ ଦେଶ ହେଉଛି ଡେନମାର୍କ । ଏହି ଦେଶର ଲୋକମାନେ ଦେଶରେ ରହିଥିବା ନୀତିନିୟମକୁ ବହୁତ ଭଲ ଭାବରେ ଅନୁସରଣ କରି ଚାଲିଥାନ୍ତି ।

ଏହି ଦେଶର ଆର୍ଥିକ ସ୍ଥିତି ଏତେ ମାତ୍ରାରେ ଭଲ ହୋଇ ସୁଦ୍ଧା ଏମାନେ ପ୍ରକୃତିଗତ ଜୀବନରେ ବଞ୍ଚିବାକୁ ତଥା ସାଇକେଲ ଚଳାଇବାକୁ ମଧ୍ୟ ପସନ୍ଦ କରିଥାନ୍ତି । ଏହି ଦେଶର ସାଲାରୀ ପାଖାପାଖି ୩୭,୦୨,୨୫୧ ଟଙ୍କା ଭଳି ହୋଇଥାଏ । ଚତୁର୍ଥ ଦେଶ ହେଉଛି ନରୱେ ଦେଶ । ଏହି ଦେଶର ଲୋକ ମାନଙ୍କର ଜୀବନଶୈଳୀ ଅନ୍ୟ ଦେଶ ମାନଙ୍କର ତୁଳନାରେ ବହୁତ ଡିସିପ୍ଲୀନ ହୋଇଥାଏ ।

ଏଥି ସହିତ ଏଠିକାର ଲୋକେ ପାଠ ପଢିବା ସହ ବିଭିନ୍ନ ପ୍ରକାର ପୁସ୍ତିକା ଲେଖିବାକୁ ବହୁତ ହିଁ ଆଗ୍ରହ ରଖିଥାନ୍ତି । ଏହି ଦେଶର ସାଲାରୀ ହେଉଛି  ୩୭,୫୬,୯୩୬ ଟଙ୍କା ପାଇଥାନ୍ତି । ପଞ୍ଚମରେ ରହିଛି ସୁଇଜରଲାଣ୍ଡ । ଏହି ଦେଶକୁ ପୃଥିବୀର ସ୍ଵର୍ଗ ମଧ୍ୟ କୁହାଯାଇଥାଏ । ଏଠିକାର ବାତାବରଣରେ ଯଥେଷ୍ଟ ମାତ୍ରାରେ ଶାନ୍ତି ମିଳିବା ସହ ଏଠିକାର ଲୋକ ମଧ୍ୟ ବହୁ ରୋଜଗାରକ୍ଷମ ହୋଇଥାନ୍ତି । ସାଲାରୀ  ୪୩ ଲକ୍ଷ ଟଙ୍କା ହୋଇଥାଏ ।

ଷଷ୍ଠରେ ଆମେରିକା, ସପ୍ତମରେ ଆଇସଲାଣ୍ଡ,ଅଷ୍ଟମରେ କାନ୍ନାଡା, ନବମରେ ବେଲଜିଅମ ଓ ଦଶମରେ ଅଷ୍ଟ୍ରେଲିଆ ଦେଶ ଆର୍ଥିକ କ୍ରମ ଅନୁସାରେ ରହିଅଛି । ଯଦି ଏହି ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *