ଅଭିନେତ୍ରୀ Varsha Priyadarshini ବଖାଣିଲେ ନିଜ ଦୁଃଖ, ‘ଯାହା ଭାବିନଥିଲି ଲାଇଫରେ ସେୟା ଘଟିଲା ! ଏମିତି ଏକ ଝଡ…’

ନମସ୍କାର ବନ୍ଧୁଗଣ , ସୂଚନା ଅନୁସାରେ ଜୀବନରେ ସବୁବେଳେ ଧର୍ଯ୍ୟ ଓ ସହନଶୀଳତା ରଖିବା ଉଚିତ ! ତେବେ ଏପରି କିଛି ମନ୍ତବ୍ୟ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମୁହଁରୁ ଶୁଣିବାକୁ ମିଳିଛି । ତେବେ ଏକ କଲେଜ କାର୍ଯ୍ୟକ୍ରମରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅତିଥି ହିସାବରେ ଆମନ୍ତ୍ରଣ କରଯାଇଥିଲା । ତେବେ ସେହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତଙ୍କୁ ବର୍ଷା ନିଜର କିଛି ଅଭିଜ୍ଞତା ଶେୟାର କରି କହିଛନ୍ତି । ଯେ ମୁଁ ସବୁବେଳେ ଭାବୁଥିଲି ।

ଜୀବନରେ ସବୁକିଛି ଭଲ ଭଲ ହିଁ ହେବ । ଲାଇଫ ଏକ ପରୀ ଜଗତ ଭଳି ହୋଇଥିବ । ହେଲେ ଯାହା ମୁଁ ଜୀବନରେ କେବେ ମଧ୍ୟ ଭାବିନଥିଲି । ସେହିପରି ଝଡ କିଛି ହିଁ ମୋ ଜୀବନରେ ଘଟିଗଲା । ଯାହାକି ମୋତେ ବହୁ ସମୟରେ କଷ୍ଟ ଦେଇଛି । ସତ କିନ୍ତୁ ମୁଁ ମୋ ପରିବାର ଠାରୁ ଶକ୍ତି ପାଇ ତାହାକୁ ପାର କରିବାକୁ ବହୁତ ଚେଷ୍ଟା କରିଛି ।

ତାପରେ ମୁଁ ଉପରେ ବହୁ କିଛି ପରିବର୍ତ୍ତନ କରି ଆଜି ଏଠାରେ ଆପଣଙ୍କ ସାମ୍ନାରେ ଛିଡା ହୋଇ କିଛି କହିବାର ସୁଯୋଗ ପାଇ ପାରିଛି । ହେଲେ ଯଦି ଜୀବନରେ ଧର୍ଯ୍ୟ ଓ ସହନଶୀଳତା ଶକ୍ତି ପାଖରେ ରହିଥିବ । ତେବେ ଜୀବନରେ ଯେତେ ଝଡ, ଝଞ୍ଜା ଆସୁ ପଛେ । ସବୁ କିଛି ସାମ୍ନା କରି ଆମେ ମାନେ ଆଗକୁ ବଢି ପାରିବୁ । ଜୀବନ ମୋତେ କଣ ସମସ୍ତଙ୍କୁ ବହୁତ ଥର ତଳେ ପକାଇବାକୁ ଚେଷ୍ଟା କରିବ ।

ହେଲେ ବ୍ୟକ୍ତି ଯେତେ ଥର ସମସ୍ଯାରେ ପଡିଲେ, ମଧ୍ୟ ଲୋକ ସେଥିରୁ ନିଜକୁ ଶକ୍ତ କରି ସମସ୍ଯାର ସମାଧାନ କରିବା ଉଚିତ । ହେଲେ ଯିଏ ଜୀବନରେ ଭାଙ୍ଗି ପଡିବ । ସେ ଜୀବନରେ କିଛି ବି କରିପାରିବନୀ । କି କିଛି ବି ସଫଳତା ହାସଲ କରିପାରିବ ନାହିଁ । ବର୍ଷା ପ୍ରିୟଦର୍ଶିନୀଙ୍କ କହିବା ଅନୁଯାଇ କଲେଜ ଲାଇଫ ଏକ ଏଭଳି ଲାଇଫରେ ଆସିଥାଏ ।

ଏହି ସମୟଟି ଏକ ସୁବର୍ଣ୍ଣ ସୁଯୋଗ କଲେଜ ପିଲା ମାନଙ୍କ ପାଇଁ ହୋଇଥାଏ । ଏହି ସମୟରେ ବହୁତ କିଛି ଉଚ୍ଚକୋଟିର ସ୍ଵପ୍ନ ଦେଖିବାର ପିଲା ମାନଙ୍କ ପାଇଁ ସ୍ଵପ୍ନ ଆସିଥାଏ । ହେଲେ ଖାଲି ଶୋଇକି ସ୍ଵପ୍ନ ଦେଖିଲେ ହେବ ନାହିଁ । ସେହି ସବୁ ସ୍ଵପ୍ନ ଗୁଡିକ ପୂରଣ କରିବା ପାଇଁ ବହୁ ପରିଶ୍ରମ କରିବାକୁ ମଧ୍ୟ ପଡିଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଷେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *