ଦୁନିଆର ସବୁଥୁ ବଡ଼ ଓ ଭୟଙ୍କର 10 ଟି ସାପ, ଯାହାକୁ ଦେଖି ଭୟରେ ଥରିଲେ ଲୋକ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସାପ ବିଷୟରେ ଜାଣିଥିବେ ଏବଂ ଦେଖିଥିବେ ମଧ୍ୟ ତେବେ ସେମାନେ କେତେବେଳେ କାହାଘରେ ପଶିଯିବେ ତାହା କହିବା ମୁସ୍କିଲ ଅଟେ। ତେବେ ଆପଣ ସାଧାରଣତଃ ସାପ କୁ ଆକାରରେ ଛୋଟ ଭାବରେ ଦେଖିଥିବେ। ତେବେ କିନ୍ତୁ ଆଜି ଆମେ ଆପଣଂକୁ କିଛି ବିଶାଳ ସାପ ବିଷୟରେ ଆଲୋଚନା କରିବୁ। ତେବେ ଆସନ୍ତୁ ଜାଣିନେବା ସେହି ସାପ ମାନଂକୁ ବିଷୟରେ।

୧- ପ୍ରଥମ ରେ ହେଉଛି ୩୩ ଫିଟ ଆନାକୋଣ୍ଡା। ତେବେ ସାଧାରଣତଃ ବଡ଼ ବଡ଼ ସାପ ଆମାଜନ ର ଜଂଗଲ ଏବଂ ନଦୀରୁ ପ୍ରାପ୍ତ ହୋଇଥାଏ। କିନ୍ତୁ ଏହି ସାପ ଟି ଏକ ଘର ତିଆରି ହେଉଥିବା ସ୍ଥାନରେ ମିଳିଥିଲା। ତେବେ ଏହି ସ୍ଥାନକୁ ଯେତେବେଳେ ସଫା କରାଯାଉ ଥିଲା ସେତେବେଳେ ସେମାନେ ଏହି ବିଶାଳ ସାପ କୁ ଦେଖିଥିଲେ ଏବଂ ଦେଖିକି ସେମାନେ ଡରି ମଧ୍ୟ ଯାଇଥିଲେ। ତେବେ କିନ୍ତୁ ସେହି ସାପଟି ମରି ଯାଇଥିଲା।

୨- ଦ୍ଵିତୀୟ ରେ ହେଉଛନ୍ତି ବ୍ରାଜିଲ ନଦୀର ଆନାକୋଣ୍ଡା। ତେବେ ବ୍ରାଜିଲ ର ଏକ ନଦୀରେ ଏକ ବିଶାଳକାୟ ଆନାକୋଣ୍ଡା ଦେଖିବାକୁ ମିଳିଥିଲା। ତେବେ ଜଣେ ମାଛ ଧରାଳି ତାକୁ ଏକ ବଡ଼ ମାଛ ଭାବି ଉପରକୁ ଟାଣିବା ସମୟରେ ସେ ଜାଣିବାକୁ ପାଇଥିଲା କି ଏହା ଏକ ବଡ଼ ଏବଂ ଭୟଙ୍କର ସାପ। ତେବେ ସେ ଆନାକୋଣ୍ଡା ପୂର୍ବରୁ ହିଁ କୌଣସି ବଡ଼ ଜୀଵ କୁ ଖାଇଥିଲା ତେଣୁ ସେ ପାଣିରେ ଶୀଘ୍ର ପହଁରି ପାରୁ ନଥିଲା। ତେବେ ଏହି ମାଛ ଧରାଳି କୁ ପୋଲିସ ଗିରଫ କରିଥିଲା କାରଣ ଏହି ସ୍ଥାନକୁ ଯିବା ବାରଣ ଥିଲା।

୩- ତୃତୀୟ ରେ ହେଉଛି ଦି ନବାଉ। ତେବେ ଆଫ୍ରିକୀୟ ଲୋକଙ୍କ ମାନ୍ୟତା ଅନୁସାରେ ନବାଉ ଏକ ଭୟଙ୍କର ଏବଂ ବଡ଼ ସାପ ଯାହାର ମୁହଁ ଡ୍ରାଗନ ଭଳି। ତେବେ ଏକ ଫୋଟୋ ରେ ଆପଣ ଏହା ଦେଖି ପାରୁଥିବେ।

୪- ଚତୁର୍ଥ ରେ ହେଉଛି ମେଡିୟୁସା। ତେବେ ଏହା ୨୦୧୧ ଆମେରିକା ର ଏକ ପୋଗ୍ରାମ ରେ ଦେଖିବାକୁ ମିଳିଥିଲା ତେବେ ଏହା ଏକ ବହୁତ ବଡ଼ ଅଜଗର ଏବଂ ତାକୁ ଧରିବା ପାଇଁ ୧୫ ରୁ ବି ଅଧିକ ଲୋକ ଦରକାର ହୋଇଥିଲେ। ତେବେ ଏହା ଏକ ଥରରେ ୩୨ ହରିଣ ଖାଇ ପାରିବ।


୫- ପଞ୍ଚମ ରେ ହେଉଛି ଇଣ୍ଡୋନେସିଆନ ପାଇଥାନ। ତେବେ ଏହା ୨୦୦୨ ରେ ଇଣ୍ଡୋନେସିଆନ ର ଖେତ ରେ ଦେଖିବାକୁ ମିଳିଥିଲା। ତେବେ ଏହା ୪୯ ଫିଟ ଏବଂ ଏହାର ଓଜନ ୧୬ ଜଣ ବ୍ୟକ୍ତିଙ୍କ ଓଜନ ସହ ସମାନ।

୬- ଷଷ୍ଠ ରେ ହେଉଛି କିଙ୍ଗ କୋବ୍ରା। ତେବେ କିଙ୍ଗ କୋବ୍ରା କୁ ସବୁଠାରୁ ଲମ୍ବା ଓ ବିଷଧର ସାପ ବୋଲି କୁହାଯାଏ ତେବେ ଏହା ଯଦି କୌଣସି ମଣିଷ କୁ କାମୁଡି ଦେବ ତେବେ ସେ ୩୦ ମିନିଟ ଭିତରେ ମରିଯିବ। ତେବେ ସବୁଠାରୁ ଲମ୍ବା କିଙ୍ଗ କୋବ୍ରା ଇଣ୍ଡୋନେସିଆନ ରେ ଦେଖିବାକୁ ମିଳିଥିଲା।

୭- ସପ୍ତମ ରେ ହେଉଛି ଗ୍ରୀନ ଆନାକୋଣ୍ଡା। ତେବେ ଏହା ସବୁଠାରୁ ବଡ଼ ଆନାକୋଣ୍ଡା ତେବେ ଏମାନେ ବିଷଧର ନୁହଁନ୍ତି କିନ୍ତୁ ଏମାନେ ଶିକାର କରିବା ପୂର୍ବରୁ ନିଜ ଶିକାର କୁ ପ୍ରଥମେ ଜାବୁଡି ଧରିବେ ଏବଂ ପରେ ତାକୁ ମୋଡ଼ି ଦେଇ ଗିଳି ଯିବେ।


୮- ଅଷ୍ଟମ ରେ ହେଉଛି ବରମେଷ ପାଇଥାନ। ତେବେ ଏହି ଅଜଗର ୧୬ ଫିଟ ରୁ ଅଧିକ ଥାଏ। ତେବେ ଏମାନେ ବହୁତ ସୁନ୍ଦର ମଧ୍ୟ ହୋଇଥାନ୍ତି। ତେବେ ସେମାନେ ଛୋଟ ଛୋଟ ଯିବ କୁ ଖାଇବା ପସନ୍ଦ କରନ୍ତି ଏବଂ ସର୍ଵଦା ଏକୁଟିଆ ରୁହନ୍ତି।

୯- ନବମ ରେ ହେଉଛି ୱାର୍ଲଡ଼ ଲାର୍ଜେସ୍ତ ସ୍ନେକ। ତେବେ ଏହା ମାଲେସିୟ ର ଏକ ଘର ତିଆରି କରିବା ସ୍ଥାନରେ ମିଳିଥିଲା। ତେବେ ଏହା ୨୬.୨ ଫିଟ। ତେବେ ସେଠାକାର ଲୋକମାନେ ଏହାକୁ ଧରି ଏକ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ।

୧୦- ଦଶମ ରେ ହେଉଛି ଜାଇଣ୍ଟ ସ୍ନେକ ଫୋଟୋ। ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ଜଣେ ପାଇଲଟ ନିଜ ସେନା ସହ ଯାଉଥିବା ସମୟରେ ଏକ ବଡ଼ ଯିବ କୁ ଦେଖିଲେ ତେବେ ହେଲିକ୍ୟାପ୍ଟର କୁ ତଳକୁ କରିବସ ସମୟରେ ସେହି ସମୟରେ ସେହି ସାପ ହେଲିକ୍ୟାପ୍ଟର ଉପରକୁ ଆକ୍ରମଣ କରିଥଲା। ତେବେ ସୂଚନାଯୋଗ୍ୟ ଯେ ଏହା ୨୦୦ ମିଟର ର ଥିଲା।

Leave a Reply

Your email address will not be published. Required fields are marked *