ଦୁନିଆର 5 ସବୁଠୁ ଅଧିକ ହ୍ୟାଣ୍ଡସମ ପୁରୁଷ, ଦେଖନ୍ତୁ Hrithik Roshan ଅଛନ୍ତି କେତେ ନମ୍ବରରେ ? 

ବନ୍ଧୁଗଣ ଏହି ଦୁନିଆରେ ଥିବା ପ୍ରତ୍ୟକ ପୁରୁଷ ନିଜକୁ ସୁନ୍ଦର କରିବା ପାଇଁ ବହୁତ କିଛି ଉପାୟ କରିଥାନ୍ତି ହେଲେ କେତେକ ଭାଗ୍ୟଶାଳୀ ପୁରୁଷ ଅଛନ୍ତି ଯେଉଁ ମାନେ ଜନ୍ମରୁ ହିଁ ସୁନ୍ଦର ଅଟନ୍ତି । ଦୁନିଆରେ ଏମିତି କିଛି ହ୍ୟାଣ୍ଡସମ ପୁରୁଷ ଅଛନ୍ତି ଯେଉଁ ମାନଙ୍କ ପାଇଁ ମହିଳା ମାନେ ପାଗଳ ଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଦୁନିଆର ସବୁଠାରୁ ହ୍ୟାଣ୍ଡସମ ପୁରୁଷ ମାନଙ୍କ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ହେନରୀ କେଭିଲ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ସୁପର ମ୍ୟାନ ହେନରୀ କେଭିଲ । ହେନରୀଙ୍କ ଜନ୍ମ ୫ ମେ ୧୯୮୩ ମସିହାରେ ବ୍ରିଟେନରେ ଜନ୍ମ ଗ୍ରହଣ କରିଥିଲେ । ବ୍ରିଟିଶ ଗ୍ଲେମର ମାଗାଜିନ ୨୦୧୩ରେ ହେନରୀଙ୍କୁ ୱାଲ୍ଡ ସେକସିଏଷ୍ଟ ମ୍ୟାନର ଟାଇଟେଲ ଦିଆଯାଇଥିଲା । ନିଜ ଗ୍ଲେମରସ ଲୁକ୍ ଓ ଚାରମିଙ୍ଗ ସ୍ଵଭାବ ପାଇଁ ହେନରୀ ସମସ୍ତ ମହିଳାଙ୍କ ମନରେ ରାଜ୍ କରନ୍ତି ।

କ୍ରିସ ଏଭାନ୍ସ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି କ୍ଯାପଟେନ ଆମେରିକା ତଥା କ୍ରିସ ଏଭାନ୍ସ । କ୍ରିସଙ୍କ ଜନ୍ମ ୧୩ ଜୁନ ୧୯୮୧ ମସିହାରେ ବଷ୍ଟନ ଆମେରିକାରେ ହୋଇଥିଲା । କ୍ରିସଙ୍କ ପର୍ସନାଲିଟି ଝିଅ ମାନଙ୍କୁ ବହୁତ ଆକର୍ଷିତ କରେ । ଦୁନିଆର ଅନେକ ମାଗାଜିନ କ୍ରିସଙ୍କୁ ଦୁନିଆର ସର୍ବ ଶ୍ରେଷ୍ଟ ହ୍ୟାଣ୍ଡସମ ପୁରୁଷର ଟାଇଟେଲ ଦେଇଛନ୍ତି ।

ଓମର ବର୍କାନ ଅଲ ଗାଲା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଓମର ବର୍କାନ ଅଲ ଗାଲା । ଇରାକର ରାଜଧାନୀ ବଘଦାଦରେ ୨୩ ସେପ୍ଟେମ୍ବର ୧୯୮୯ ମସିହାରେ ଓମର ଜନ୍ମ ଗ୍ରହଣ କରିଥିଲେ । ଓମର ଜଣେ ଅଭିନେତା, ମଡେଲ ଓ ଫଟୋଗ୍ରାଫର ଅଟନ୍ତି । ଅନ୍ତଃ ରାଷ୍ଟ୍ରୀୟ ମାଗାଜିନ ଓମରଙ୍କୁ ଦୁନିଆର ସବୁଠାରୁ ହ୍ୟାଣ୍ଡସମ ଆରବିଆନ ପୁରୁଷର ଟାଇଟେଲ ଦେଇଛି ।

ହ୍ରୀତିକ ରୋଷନ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ହ୍ରୀତିକ ରୋଷନ । ସାରା ଦୁନିଆ ହ୍ରୀତିକଙ୍କୁ ଗ୍ରୀକ ଗଡ୍ କୁହନ୍ତି । ହ୍ରୀତିକ କୋଟି କୋଟି ଝିଅଙ୍କ ସ୍ଵପ୍ନ ଅଟନ୍ତି । ୧୦ ଜାନୁୟାରୀ ୧୯୭୪ ମସିହାରେ ହ୍ରୀତିକଙ୍କ ଜନ୍ମ ହୋଇଥିଲା । କେତେକ ବଡ ବଡ ମାଗାଜିନ ହ୍ରୀତିକଙ୍କୁ ଦୁନିଆର ସର୍ବ ଶ୍ରେଷ୍ଠ ହ୍ୟାଣ୍ଡସମ ମ୍ୟାନର ଟାଇଟେଲ ଦେଇଛନ୍ତି ।

ଡେଭିଡ ବେକହମ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଡେଭିଡ ବେକହମ । ଡେଭିଡ ଜଣେ ଶୋକର ଖେଳାଳି ଅଟନ୍ତି ଓ ତାଙ୍କୁ ଦୁନିଆର ସର୍ବ ଶ୍ରେଷ୍ଠ ହ୍ୟାଣ୍ଡସମ ମ୍ୟାନର ଟାଇଟେଲ ଦିଆଯାଇଛି । ଡେଭିଡଙ୍କ ସେକସି ବଡି ଓ ତାଙ୍କ ପର୍ସନାଲିଟି ଝିଅ ମାନଙ୍କୁ ବହୁତ ଆକର୍ଷିତ କରେ । ଷ୍ଟାଡିୟମରେ ଡେଭିଡ ଖେଳିବା ବେଳେ ଝିଅ ମାନେ କେବଳ ତାଙ୍କର ନାମ ନିଅନ୍ତି । ତା ହେଲେ ବନ୍ଧୁଗଣ ଏହି ହ୍ୟାଣ୍ଡସମ ପୁରୁଷ ମାନଙ୍କ ମଧ୍ୟରୁ ଆପଣଙ୍କ ଫେବରେଟ କିଏ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *