Interesting Gk Questions: ବାହାଘର ପରେ ଝିଅ ମାନଙ୍କର କେଉଁ ଜିନିଷ ଛୋଟ ହୋଇଯାଏ ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. କେଉଁ ଗଛରେ ଫୁଲ ହୁଏ ନାହିଁ ?

ଉତ୍ତର- ପଣସ ଗଛରେ ଫୁଲ ହୁଏ ନାହିଁ ।

୨. ଜୀବନ କାଳ ମଧ୍ୟରେ ଗୋଟିଏ ଥର ଫଳ ହେଉଥିବା ଗଛ କିଏ ?

ଉତ୍ତର- କଦଳୀ ଗଛ ତାର ଜୀବନ କାଳ ମଧ୍ୟରେ ଗୋଟିଏ ଥର ଫଳ ଦେଇଥାଏ ।

୩. କିଏ ଜିଭରେ ଚାଟି ଚାଟି ଖାଏ ?

ଉତ୍ତର- କୁକୁର ନିଜ ଜିଭରେ ଚାଟି ଚାଟି ଖାଏ ।

୪. ଏକ ବର୍ଷରୁ କମ ବଞ୍ଚୁଥିବା ଗଛଟିର ନାମ କଣ ?

ଉତ୍ତର- କାକୁଡି ଗଛ ଏକ ବର୍ଷରୁ କମ ବଞ୍ଚି ଥାଏ ।

୫. କେଉଁ ଜୀବଟିର ଗୋଟିଏ ସିଙ୍ଘ ଥାଏ ?

ଉତ୍ତର- ଗଣ୍ଡାର ଗୋଟିଏ ସିଙ୍ଘ ଥାଏ ।

୬. ଦୁର୍ବଳ କାଣ୍ଡଯୁକ୍ତ ଉଦ୍ଭିଦକୁ କଣ କୁହାଯାଏ ?

ଉତ୍ତର- ଦୁର୍ବଳ କାଣ୍ଡଯୁକ୍ତ ଉଦ୍ଭିଦକୁ ଲତା କୁହାଯାଏ ।

୭. ଉଭୟ ଜଳ ଓ ସ୍ଥଳରେ ବାସ କରୁଥିବା ପ୍ରାଣୀ କିଏ ?

ଉତ୍ତର- ଉଭୟ ଜଳ ଓ ସ୍ଥଳରେ ବାସ କରୁଥିବା ପ୍ରାଣୀର ନାମ ହେଉଛି ବେଙ୍ଗ ।

୮. ଉଦ୍ଭିଦ ଖାଦ୍ୟ ପ୍ରସ୍ତୁତି ସମୟରେ କେଉଁ ଗ୍ୟାସ ଗ୍ରହଣ କରେ ?

ଉତ୍ତର-ଉଦ୍ଭିଦ ଖାଦ୍ୟ ପ୍ରସ୍ତୁତି ସମୟରେ ଅଙ୍ଗାରକାମ୍ଳ ଗ୍ୟାସ ଗ୍ରହଣ କରେ ।

୯. ଅଦାର କେଉଁ ଅଂଶଟି ଆମେ ଖାଇ ଥାଉ ?

ଉତ୍ତର- ଅଦାର ଚେର ଅଂଶଟି ଆମେ ଖାଇଥାଉ ।

୧୦. ଶରୀରର କେଉଁ ଭିତର ଅଙ୍ଗ ରକ୍ତ ସଞ୍ଚଳନରେ ମୁଖ୍ୟ ଭୂମିକା ନେଇଥାଏ ?

ଉତ୍ତର- ହୃତପିଣ୍ଡ ଆମ ଶରୀରରେ ରକ୍ତ ସଞ୍ଚଳନର ମୁଖ୍ୟ ଭୂମିକା ନେଇଥାଏ ।

୧୧. କେଉଁ ଜୀବଟିର ଚଳନ ଶକ୍ତି ନାହିଁ ?

ଉତ୍ତର- ଉଦ୍ଭିଦର ଚଳନ ଶକ୍ତି ନାହିଁ  ।

୧୨. ଆମ ଭାରତର ଜାତୀୟ ନୀତି କଣ ?

ଉତ୍ତର- ଅହିଂସା ହେଉଛି ଆମ ଭାରତର ଜାତୀୟ ନୀତି ।

୧୩. ଶୋଦାକଟ କାହିଁକି ପ୍ରସିଦ୍ଧ ?

ଉତ୍ତର- ରାଜେନ୍ଦ୍ର ପ୍ରସାଦଙ୍କ ଜନ୍ମସ୍ଥାନ ହେଉଛି ଶୋଦାକଟ ସେଥିପାଇଁ ଏହି ସ୍ଥାନ ପ୍ରସିଦ୍ଧ ।

 

୧୪. ସୁରଟ କାହିଁକି ପ୍ରସିଦ୍ଧ ?

ଉତ୍ତର- ଲୁଗାକଳ ପାଇଁ ସୁର ପ୍ରସିଦ୍ଧ ଅଛି ।

୧୫. ବାହାଘର ପରେ ଝିଅ ମାନଙ୍କର କେଉଁ ଜିନିଷ ଛୋଟ ହୋଇଯାଏ ?

ଉତ୍ତର- ଆଶା କମିଯାଏ ।

Leave a Reply

Your email address will not be published. Required fields are marked *