TV ଇଣ୍ଡଷ୍ଟ୍ରି ଏହି 4 ଜଣ ଫେମସ ଅଭିନେତ୍ରୀ ନିଜର ପ୍ରଥମ ଜୀବନସାଥୀ ବାଛିବାରେ ଖାଇଲେ ଧୋକା, ଏ ପର୍ଯ୍ୟନ୍ତ କରୁଛନ୍ତି ପଶ୍ଚାତାପ, 4 ନମ୍ବର Actress ତ ସମସ୍ତଙ୍କ ଫେବ୍ରେଟ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ସାଧାରଣତଃ ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ସାଧାରଣତଃ ଟିଭି ଅଭିନେତ୍ରୀ ମାନେ ନିଜ ବିବାହ ପାଇଁ ମଧ୍ୟ ଅଧିକ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆମ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ବିବାହ କରିଥିଲେ ହେଲେ ସେମାନଙ୍କୁ ତାଙ୍କ ଜୀବନ ସାଥି ମାନେ ଧୋକା ଦେଇଥିଲେ ।

ଯାହାଫଳରେ ଏହି ଅଭିନେତ୍ରୀ ମାନଙ୍କୁ ଦୁତୀୟ ବିବାହ କରିବାକୁ ପଡିଥିଲା । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସମସ୍ତ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।


ରେଣୁକା ସାହାଣେ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ହୀନଫି ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ରେଣୁକା ସାହାଣେ । ରେଣୁକା ପ୍ରଥମେ ମରାଠୀ ରାଇଟର ଓ ଡାଇରେକ୍ଟର ବିଜୟ କେନକରେଙ୍କ ସହ ବିବାହ କରିଥିଲେ । ହେଲେ ବନ୍ଧୁଗଣ କିଛି ବିବାଦ ହେତୁ ଏହି ଦୁଇଜଣଙ୍କ ମଧ୍ୟରେ ତଲାକ ହୋଇଯାଇଥିଲା । ଏହାପରେ ୨୦୦୧ ମସିହାରେ ରେଣୁକା ବଲିଉଡ ଅଭିନେତା ଆଶୁତୋଷ ରାଣାଙ୍କ ସହ ଦୁତୀୟ ବିବାହ କରିଥିଲେ ଓ ବର୍ତ୍ତମାନ ଏହି ଦୁଇଜଣ ବହୁତ ଖୁସିରେ ରହୁଛନ୍ତି ।

ଅଶ୍ଵିନୀ କଲ୍ସେକର- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଟିଭି ଓ ବଲିଉଡର ଫେମସ ଅଭିନେତ୍ରୀ ଅଶ୍ଵିନୀ କଲ୍ସେକର । ଆପଣ ମାନେ କେତେକ ସୁପର ହିଟ ଫିଲ୍ମ ଓ ଲୋକପ୍ରିୟ ସିରିଏଲରେ ଅଶ୍ଵିନୀଙ୍କୁ ଦେଖିଥିବେ । ଅଶ୍ଵିନୀ ୧୯୯୮ ମସିହାରେ ଟିଭି ଅଭିନେତା ନିତେଶ ପାଣ୍ଡେଙ୍କ ସହ ବିବାହ କରିଥିଲେ । ହେଲେ ବନ୍ଧୁଗଣ କିଛି ସମସ୍ଯା ହେତୁ ଏହି ଦୁଇଜଣଙ୍କ ମଧ୍ୟରେ ତଲାକ ହୋଇଥିଲା । ଯାହାଫଳରେ ସେ ୨୦୦୯ ମସିହାରେ ବଲିଉଡ ଓ ସାଉଥ ଅଭିନେତା ମୁରଲୀ ଶର୍ମାଙ୍କ ସହ ବିବାହ କରିଥିଲେ । ବର୍ତ୍ତମାନ ଏହି ଦୁଇଜଣ ବହୁତ ଖୁସିରେ ନିଜର ଜୀବନ ଅତିବାହିତ କରୁଛନ୍ତି ।

ମାନିନୀ ଦେ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଟିଭି ଓ ବଲିଉଡର ଫେମସ ଅଭିନେତ୍ରୀ ମାନିନୀ ଦେ । ବନ୍ଧୁଗଣ ମାନିନୀ କେତେକ ଲୋକପ୍ରିୟ ସିରିଏଲରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ମାନିନୀ ୨୦୦୨ ମସିହାରେ ଅଭିନେତା ମିହିର ମିଶ୍ରଙ୍କ ସହ ‘ସଞ୍ଜିବନୀ’ ସିରିଏଲର ସେଟରେ ସାକ୍ଷାତ କରିଥିଲେ । ଏହି ସିରିଏଲ କରିବା ସମୟରେ ଏହି ଦୁଇଜଣ ପରସ୍ପରକୁ ପ୍ରେମ କରି ବସିଥିଲେ ଓ ୨୦୦୪ ମସିହାରେ ଏମାନେ ପରସ୍ପର ସହ ବିବାହ କରିଥିଲେ । ହେଲେ କିଛି ବିବାଦ ହେତୁ ଏହି ଦୁଇଜଣଙ୍କ ମଧ୍ୟରେ ତଲାକ ହୋଇଯାଇଥିଲା  ।


ଅର୍ଚନା ପୁରନ ସିଂହ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଓ ଟିଭିର ଫେମସ ଅଭିନେତ୍ରୀ ଅର୍ଚନା ପୁରନ ସିଂହ । ଅର୍ଚନା ନିଜ ସ୍ଵାମୀ ପାରମିତ ସେଠିଙ୍କ ସହ ବିବାହ କରି ବର୍ତ୍ତମାନ ବହୁତ ଖୁସିରେ ରହୁଛନ୍ତି । ହେଲେ ପରମିତଙ୍କ ପୂର୍ବରୁ ଅର୍ଚନାଙ୍କ ବିବାହ ଅନ୍ୟ ଏକ ପୁରୁଷଙ୍କ ସହ ହୋଇସାରିଥିଲା । ହେଲେ ବର୍ତ୍ତମାନ ଏହି ଦୁଇଜଣ ବହୁତ ଖୁସିରେ ନିଜର ଜୀବନ ଅତିବାହିତ କରୁଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *