ଏକ ଅଜବ ପ୍ରକାରରେ ନିଜ ସ୍ଵାମୀକୁ ଭାଗ ବାଣ୍ଟି ଦେଲେ ତା’ର ଦୁଇ ସ୍ତ୍ରୀ, ୩-୩ ଦିନ ରହିବ ଦୁଇ ଜଣଙ୍କ ସହିତ, ରବିବାରକୁ କରିବ ଏହି କାମ

ବନ୍ଧୁଗଣ ବର୍ତ୍ତମାନ ଦୁନିଆରେ ଏପରୁ ସବୁ ମାମଲା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପଲଟୁଛି । ବନ୍ଧୁଗଣ ଏହି ସବୁ ମାମଲା ସାଧାରଣତଃ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛି । ଆପଣ ମାନେ ସମସ୍ତେ ଏହି ମାମଲା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଏହିପରି ଏକ ମାମଲା ଝାଡ଼ଖଣ୍ଡରେ ସାମ୍ନାକୁ ଆସିଛି, ଯେଉଁଠି ସ୍ଵାମୀ ନିଜର ଦୁଇ ସ୍ତ୍ରୀ ପାଇଁ ଅଲଗା ଅଲଗା ସମୟ ନିର୍ଧାରିତ କରିଛି, ଯାହା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ଯଦି କୌଣସି ପୁରୁଷ ଦୁଇଟି ବିବାହ କରିଥାଏ ତା ହେଲେ ତାକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ, ହେଲେ ଏହି କେସରେ ପୁରୁଷ ନିଜ ସୁବିଧା ପାଇଁ ସ୍ତ୍ରୀ ମାନଙ୍କୁ ନିର୍ଧାରିତ ଦିନ ଦେଇଦେଇଛି । ଆଜିଆମେ ଆପଣ ମାନଙ୍କୁ ଏହି ମାମଲା ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମାମଲା ବିଷୟରେ ।


ବନ୍ଧୁଗଣ ଝାଡ଼ଖଣ୍ଡର ଜଣେ ପୁରୁଷ ନିଜର ଦୁଇଜଣ ସ୍ତ୍ରୀ ମାନଙ୍କ ପାଇଁ ଦିନ ନିର୍ଧାରିତ କରିଛି । ସେ ନିଜର ଦୁଇ ସ୍ତ୍ରୀଙ୍କୁ ସପ୍ତାହରେ ସଂପୂର୍ଣ୍ଣ ୬ ଦିନ ଦେବ ଓ ବଞ୍ଚିଥିବା ଗୋଟେ ଦିନ ରେସ୍ଟ ନେବ ଅର୍ଥାତ ସେ ନିଜ ପ୍ରଥମ ସ୍ତ୍ରୀକୁ ୩ ଦିନ ଓ ନିଜ ଦୁତୀୟ ସ୍ତ୍ରୀକୁ ୩ ଦିନ ଦେବ ଏବଂ ବଞ୍ଚିଥିବା ଗୋଟେ ଦିନ ସେ ରେସ୍ଟ ନେବ । ବନ୍ଧୁଗଣ ଏହି ମାମଲାଟି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ।


ଝାଡ଼ଖଣ୍ଡରେ ରହୁଥିବା ରାଜେସ ନାମକ ଜଣେ ଯୁବକ ନିଜ ସ୍ତ୍ରୀ ମାନଙ୍କ ପାଇଁ ସମୟ ନିର୍ଧାରିତ କରିଛି । ବନ୍ଧୁଗଣ ରାଜେସ ନିଜ ପ୍ରଥମ ସ୍ତ୍ରୀକୁ ନକହି ଦୁତୀୟ ବିବାହ କରିଥିଲେ । ଯେତେବେଳେ ଏହି କଥା ବିଷୟରେ ତାଙ୍କ ପ୍ରଥମ ସ୍ତ୍ରୀକୁ ଜଣା ପଡିଥିଲା ସେତେବେଳେ ସେମାନଙ୍କ ମଧ୍ୟରେ ବହୁତ ଝଗଡା ହୋଇଥିଲା । ଝଗଡା ବଡ ହେବାରୁ ରାଜେସଙ୍କ ପ୍ରଥମ ସ୍ତ୍ରୀ ପୋଲିସ ଷ୍ଟେସନ ଯାଇ ଏଫଆଇଆର ଲେଖାଇଥିଲେ ।

ଶେଷରେ ଥାନା ଅଧିକାରୀ ମାନେ ଏକ ଆଗ୍ରିମେଣ୍ଟ ପ୍ରସ୍ତୁତ କରେଇଲେ ଓ ରାଜେସଙ୍କୁ ଡକାଇ ଥିଲେ । ସେହି ସ୍ଥାନରେ ରାଜେସଙ୍କର ଦୁଇଜଣ ସ୍ତ୍ରୀ ମଧ୍ୟ ଥିଲେ । ବନ୍ଧୁଗଣ ସେହି ଆଗ୍ରିମେଣ୍ଟ ଅନୁସାରେ ରାଜେସ ନିଜ ଦୁଇ ଜଣ ପତ୍ନୀଙ୍କୁ ସପ୍ତାହରେ ତିନି ଦିନ ଦେବେ ଓ ବଞ୍ଚିଥିବା ଗୋଟେ ଦିନ ସେ ରେସ୍ଟ ନେବେ । ସୋସିଆଲ ମିଡିଆରେ ଏହି ମାମଲା ବିଷୟରେ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ଓ ଏହି ମାମଲାଟି ବହୁତ ଭାଇରାଲ ହେଉଛି ।

ତେବେ ଫ୍ରେଣ୍ଡ୍ସ ଏହା ଉପରେ ଆପଣଙ୍କ ମତାମତ ଆମକୁ ନିଶ୍ଚିତ ଭାବରେ ଜଣାନ୍ତୁ ଓ ଏହାକୁ ଲାଇକ ଓ ଶେୟାର କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *