ପ୍ରତିଦିନ ସକାଳୁ ଭିଜା ଚଣା ଖାଇବା ଦ୍ଵାରା କିଛି ଏମିତି ହେବ, ଯାହା ଆପଣ ସ୍ଵପ୍ନରେ ସୁଧା ଭାବି ନଥିବେ, ପୁରୁଷ ମାନେ ନିଶ୍ଚୟ ଦେଖନ୍ତୁ- Health Tips

ବନ୍ଧୁଗଣ ସାଧାରଣତଃ ଲୋକମାନେ ଚଣାକୁ ଦୁଇଟି ଉପାୟରେ ସେବନ କରିଥାନ୍ତି । ପ୍ରଥମଟି ହେଉଛି ଚଣାକୁ ଭିଜେଇକି ଓ ଦୁତୀୟଟି ହେଉଛି ଚଣାକୁ ଭାଜିକି । ବନ୍ଧୁଗଣ ଚଣାର ସେବନ କରିବା ଦ୍ଵାରା ଆଣ୍ଠୁ ଗଣ୍ଠି ବ୍ୟଥା, ଅଣ୍ଟା ବ୍ୟଥା, ହାଡ ଦୁର୍ବଳ ହୋଇଯିବା ଓ କ୍ଳାନ୍ତପଣ ଆଦି ସମସ୍ଯା ଦୂର ହୋଇଥାଏ । ହେଲେ ବନ୍ଧୁଗଣ ଚଣା ସେବନ କରିବାର କିଛି ନିର୍ଦ୍ଧିଷ୍ଟ ସମୟ ରହିଛି । ଆଜିଆମେ ଆପଣ ମାନଙ୍କୁ ଚଣାର ବିଶେଷ ଫାଇଦା ଓ ଏହାର ସେବନ ବିଷୟରେ କହିବାକୁ ଯାଉଛୁ ।

ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ଯଦି ଆପଣ ଏହି ପରି ଭାବରେ ଚଣାର ସେବନ କରିବେ ତା ହେଲେ ଆପଣ ଆଜୀବନ ନିରୋଗ ରହିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଚଣା ଆମ ଶରୀରର ବିଭିନ୍ନ ସମସ୍ଯାକୁ ଦୂର କରିବାରେ ଲାଭଦାୟକ ହୋଇଥାଏ । ସାଧାରଣତଃ ଆମେମାନେ ଏହାକୁ ଭିଜେଇକି ବା ଭାଜିକି ଖାଇଥାଉ । ହେଲେ କେଉଁ ସମସ୍ଯା ପାଇଁ କେଉଁ ଚଣା ଖାଇବା ଉଚିତ ତାହା ବିଷୟରେ ଆମେ ଜାଣିନଥାଉ । ସାଧାରଣତଃ ବନ୍ଧୁଗଣ ଆପଣ ସଖାଳ କିମ୍ବା ସନ୍ଧ୍ୟା ସମୟରେ ଚଣାର ସେବନ କରିପାରିବେ ।

ବାତ ସମସ୍ଯା- ଯଦି ବନ୍ଧୁଗଣ ଆପଣ ମାନଙ୍କୁ ବାତ ସମସ୍ଯା ହେଉଛି ତା ହେଲେ ଆପଣ ଚଣାକୁ ଭିଜେଇ ତାହାର ସେବନ କରନ୍ତୁ ନାହିଁ, କାରଣ ଏହା ଆପଣଙ୍କ ବାତ ସମସ୍ଯାକୁ ଦୂର କରିବା ପାଇଁ ଅଧିକ ଲାଭକାରୀ ହୋଇଥାଏ । ଏହି ସମସ୍ଯା ପାଇଁ ଆପଣ ଚଣାକୁ ଭାଜି ଏହାର ସେବନ କରନ୍ତୁ । ଆପଣ ଚାହିଁଲେ ଭଜା ଚଣାକୁ ଖାଇବା ପୂର୍ବରୁ ଉଭୟ ସଖାଳ ଓ ସନ୍ଧ୍ୟା ସମୟରେ ସେବନ କରିପାରିବେ ।

ଦୁର୍ବଳତା- ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ଅଧିକାଂଶ ଲୋକ ଶାରୀରିକ ଦୁର୍ବଳତାର ଶିକାର ହେଉଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ଭୁଲ ଜୀବନ ଶୈଳୀ ଓ ଖାଦ୍ୟ ପେୟର ଅଭାବ । ଯଦି ଆପଣ ମାନେ ଏହି ସମସ୍ଯାର ସମ୍ମୁଖୀନ ହେଉଛନ୍ତି ତା ହେଲେ ଆପଣ ଚଣାକୁ ଭିଜେଇ ତାହାର ସେବନ କରନ୍ତୁ । ଆପଣ ଭିଜା ଚଣାକୁ ସଖାଳ ସମୟରେ ଖାଲି ପେଟରେ ସେବନ କରନ୍ତୁ । ଦେଖିବେ ଆପଣଙ୍କୁ ଏହାର ରେଜଲ୍ଟ ଗୋଟେ ସପ୍ତାହ ମଧ୍ୟରେ ମିଳିଯିବ ।

ଉଚ୍ଚ ରକ୍ତଚାପ- ବନ୍ଧୁଗଣ ଯଦି ଆପଣଙ୍କୁ ଉଛ ରକ୍ତଚାପର ସମସ୍ଯା ରହିଛି ତା ହେଲେ ଏହି ସମସ୍ଯାକୁ ଦୂର କରିବା ପାଇଁ ଚଣା ବହୁତ ଲାଭଦାୟକ ହୋଇଥାଏ । ବର୍ତ୍ତମାନର ସମୟରେ ଅଧିକାଂଶ ଲୋକ ଉଛ ରକ୍ତଚାପ ସମସ୍ଯାର ସମ୍ମୁଖୀନ ହେଉଛନ୍ତି । ଯଦି ଆପଣ ସଖାଳ କିମ୍ବା ସନ୍ଧ୍ୟା ସମୟରେ ଚଣାକୁ ଭିଜେଇ ତାହାର ସେବନ କରିବେ ତା ହେଲେ ଆପଣଙ୍କୁ ବହୁତ ଫାଇଦା ମିଳିବ । ଆପଣ ସବୁଦିନ ଏହାର ସେବନ କରନ୍ତୁ ଦେଖିବେ ଆପଣଙ୍କ ରକ୍ତଚାପ ନିୟନ୍ତ୍ରଣ ହୋଇଯିବ । ଏହାବ୍ୟତୀତ ବନ୍ଧୁଗଣ ଯେଉଁ ମାନଙ୍କୁ କୋଲେଷ୍ଟ୍ରୋଲର ସମସ୍ଯା ରହିଛି ସେମାନଙ୍କ ପାଇଁ ମଧ୍ୟ ଚଣା ବହୁତ ଲାଭକାରୀ ହୋଇଥାଏ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *