ଧୀରେ ଧୀରେ ଖୋଲୁଚି ରହସ୍ୟ ! ମନ୍ତ୍ରୀ Naba Das ଙ୍କ ପାଇଁ କାଳ ହେଲା କି କୋଇଲା ଟ୍ରାନ୍ସପୋର୍ଟ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବହୁ ଚର୍ଚିତ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କ ହତୟଆ ପଛରେ କୋଇଲା ଟ୍ରାନ୍ସପୋର୍ଟିଂ ବ୍ୟବସାୟ କି ! ତେବେ ମନ୍ତ୍ରୀ ନବ ଦାସଙ୍କ ହତୟଆ ପରେ ତାଙ୍କ ହତୟଆ ପଛରେ ଥିବା ଷ-ଅଡ-ଯଅନ୍ତ୍ରକୁ ଖୋଜିବା ପାଇଁ କ୍ର-ଆ ଇ-ମ ବ୍ରାଞ୍ଚ ଟିମ ଅନେକ କିଛି ମନ୍ତ୍ରୀ ନବ ଦାସଙ୍କ ବିଷୟରେ ତଥ୍ୟ ସଂଗ୍ରହ କରୁଛି । ତେବେ ମନ୍ତ୍ରୀ ନବ ଦାସଙ୍କ ଝାରସୁଗୁଡା, ସୁନ୍ଦରଗଡ ଓ ସମ୍ବଲପୁର ଜିଲ୍ଲା ସମେତ ଅନେକ ଜାଗାରେ ବହୁ ବିଧ ବ୍ୟବସାୟର ପନ୍ଥା ଥିଲା ।

ତେବେ ବ୍ୟବସାୟ ସହିତ ରାଜନୀତିରେ ମଧ୍ୟ ନିଜର ଦବଦବା ମନ୍ତ୍ରୀ ନବ ଦାସ ବଜାୟ ରଖିଥିଲେ । ତେବେ ଏବେ ପ୍ରଶ୍ନ ଉଠୁଛି ନବ ଦାସଙ୍କ ମୃ-ତ୍ୟୁ ପାଇଁ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଅଭିଯୁକ୍ତ ହିସାବରେ ରଖାଯାଇଥିଲେ । ସୁଦ୍ଧା ଗୋପାଳ ମାତ୍ର ଏକ ମୋହରା ତା’ ପଛରେ ଲୁଚି ରହିଛି ଏକ ମାଷ୍ଟରମାଇଣ୍ଡ ଷ-ଅଡ-ଯଅନ୍ତ୍ର ଟିମ । ତେବେ ତାହା ନବ ଦାସଙ୍କ କାହା ସହିତ ରାଜନୈତିକ ଶତ୍ରୁତା ହେଉ ବା ବ୍ଯବସାୟିକ ଶତ୍ରୁତା ହେଉ ।

ତେବେ ଅନେକଙ୍କ କହିବା  ଅନୁସାରେ ବ୍ୟବସାୟ କ୍ଷେତ୍ରରେ କିନ୍ତୁ ନବ ଦାସ ବହୁ ଆଗରେ ଥିଲେ । ତେବେ କୋଇଲା ଟ୍ରାନ୍ସପୋର୍ଟିଂ, ମାଇନ୍ସ ଭଳି ଏକାଧିକ ବ୍ୟବସାୟ କ୍ଷେତ୍ରରେ ନବ ଦାସ ଅଗ୍ରଣୀ ଭୂମିକା ନିଭାଉଥିଲେ ବୋଲି ସୂଚନା ମିଳିଛି । ତେବେ ନବ ଦାସଙ୍କର ବ୍ୟବସାୟରେ ଏତେ ମାତ୍ରାରେ ବିସ୍ତାର କାରଣରୁ ହୁଏତ ତାଙ୍କର କେହି ବ୍ୟକ୍ତଗତ ବା ଗୋଷ୍ଠୀଗତ ଶତ୍ରୁ ରହିଥାଇ ପାରନ୍ତି ।

ଯେଉଁ କାରଣରୁ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ନବ ଦାସ ମୃ-ତ୍ୟୁ ମାମଲାରେ ବ୍ଯବସାୟିକ ଶତ୍ରୁତାର ପ୍ରମୁଖ ହାତ ରହିଛି ବୋଲି ସବୁଆଡେ ଚର୍ଚା ଉଠୁଛି । ତେବେ କେବଳ ସେତିକି କାହିଁକି ରାଜନୀତି କ୍ଷେତ୍ରରେ ମଧ୍ୟ କୌଣସି ଦିଗରୁ ନବ ଦାସ ପଛୁଆ ରହିନଥିଲେ । ତେବେ ୨୦୦୯ ରୁ ଆରମ୍ଭ କରି ୨୦୧୯ ପର୍ଯ୍ୟନ୍ତ ୩ ଥର ନିର୍ବାଚନରେ ବିଜୟ ଲାଭ କରିଛନ୍ତି । ତେବେ ୨ ଥର କଙ୍ଗ୍ରେଶର ବିଧାୟକ ହୋଇଥିବା ବେଳେ ୧ ଥର ବିଜେଡିର ବିଧାୟକ ହୋଇଥିଲେ ।

ତାପରେ ବିଜେଡି ପାର୍ଟିକୁ ଆସିଲା ପରେ ସ୍ଵାସ୍ଥ ମନ୍ତ୍ରୀ ଭାବରେ ମଧ୍ୟ ଏକ ବଡ ଦାୟିତ୍ଵ ଭୂମିକାରେ ଥିଲେ ନବ ଦାସ । ତେବେ ଆଗାମୀ ସମୟରେ ନବ ଦାସଙ୍କର ମୃ-ତ୍ୟୁ ଉପରେ ପରଦା ଉଠି ସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି ତଦନ୍ତ ଜାରୀ ରଖିଛି ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *