ହଠାତ live ଆସିଲେ ମା’ Aparaita, କହିଲେ ‘ସବୁ ସତ କହିବ ବାବୁଶାନ, କିନ୍ତୁ ଏବେ ନୁହଁ ଆଉ 2 ଦିନ ପରେ…’ ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ ପ୍ରସିଦ୍ଧ ଓଡିଆ ଇଣ୍ଡଷ୍ଟ୍ରୀର ଅଭିନେତ୍ରୀ ଅପରାଜିତା ମହାନ୍ତି କହିଛନ୍ତି ଯେ ବାବୁସାନ ତରଫରୁ ତଥା ଆମ୍ଭ ପରିବାର ତରଫରୁ ସମଗ୍ର ଓଡିଶା ବାସୀଙ୍କୁ ଧନ୍ୟବାଦ ଜଣାଉଛି । ଆପଣ ମାନଙ୍କର ସାହାର୍ଯ୍ୟ ସହଯୋଗ ବିନା ମୋ ପୁଅ ଜାଣିନାହିଁ ସେ ଆସି ପାରିଥାନ୍ତା କି ନା ? ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ । ବିଶେଷ କରି ବାବୁସାନ ବହୁତ ଥକି ଯାଇଛନ୍ତି ବୋଲି କହିଛନ୍ତି ଅପରାଜିତା ଏବଂ ସେ ବର୍ତ୍ତମାନ ଶୋଇଛନ୍ତି ବୋଲି କହିବା ସହିତ ସମସ୍ତଙ୍କୁ ଅନୁରୋଧ ମଧ୍ୟ କରି କହିଛନ୍ତି ବୋଲି କହିଲେ ମା’ ଅପରାଜିତା ।

ସେ ଆଜି ରେଷ୍ଟ ନେବେ ତଥା କାଲି ରେଷ୍ଟ ନେବେ, ସମସ୍ତଙ୍କୁ ନିଜର ମନ କଥା କହିବେ ମାତ୍ର ଦୁଇଦିନ ସମୟ ମାଗିଛନ୍ତି ବାବୁସାନ । ଅପରାଜିତ ମହାନ୍ତି ମିଡିଆ କୁ ଅନୁରୋଧ କରି କହିଛନ୍ତି ଯେ ଦୟାକରି ଆପଣ ମାନେ ଏଠାରେ ଛିଡା ହୁଅନ୍ତୁ ନାହିଁ ଆମ୍ଭକୁ ଭାରି ଖରାପ ଲାଗୁଛି ମାତ୍ର ଦୁଇ ଦିନ ପରେ ବାବୁସାନ ନିଶ୍ଚିତ ମି-ଡି-ଆ ଆଗରେ ସବୁ ସତ କଥା କହିବ ।

ଛୋଟ ବେଳର ସବୁ ଅଳି ଅଝଟ ସହି ମା’ ଅପରାଜିତା ବାବୁସାନଙ୍କୁ ବଡ କରିଛନ୍ତି । ବର୍ତ୍ତମାନ ଅସୁବିଧା ସମୟ ବୋଲି ସେ କିଭଳି ହାତ ଛାଡିଦେବେ ? ବାବୁସାନ ନିଜ ମା’ ବାପା ଙ୍କ ନିମନ୍ତେ ଘରକୁ ଫେରିଛନ୍ତି । ମା’ ଅସୁସ୍ଥ ଏବଂ ବାପା ମଧ୍ୟ ଅସୁସ୍ଥ । ଉଭୟଙ୍କୁ ଦେଖିବା ନିମନ୍ତେ ନିଜର ବରମୁଣ୍ଡା ସ୍ଥିତ ବାସଭବନରେ ଆସି ପହଞ୍ଚିଥିଲେ ବାବୁସାନ ।

ଏହା ସହିତ କାର ଭିତରେ ଥାଇ ମି-ଡି-ଆ ଭାଇ ମାନଙ୍କୁ କହିଥିଲେ ଯେ ମୁଁ ଆପଣଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେବି କିନ୍ତୁ ବର୍ତ୍ତମାନ ମତେ ମୋ ବାପା ମା’ ଙ୍କ ପାଖକୁ ଯିବାକୁ ଦିଅନ୍ତୁ । ଏହାପରେ ମା’ ଙ୍କୁ ଦେଖା କରିବାକୁ ଘର ଭିତରକୁ ଯାଇଥିଲେ । ଘରେ ମା’ ଅପରାଜିତାଙ୍କୁ ଦେଖି ଭାବ ବିହୋଳ ହୋଇଯାଇଥିଲେ ।

ଏବଂ ମା’ଙ୍କୁ କୁଣ୍ଢାଇ କାନ୍ଦିଥିଲେ । ବାବୁସାନ ଙ୍କ କହିବା ଅନୁସାରେ ମା’ଙ୍କୁ ଦେଖିବା ପରେ ମା’ ବାବୁସାନଙ୍କୁ ସମସ୍ତ କଥା ବୁଝାଇ କହିଥିଲେ ଏବଂ ସେ ଖରାପ ବାଟକୁ ଆଉ ଯିବେ ନାହିଁ ବୋଲି ନିଜ ମା’ ଙ୍କୁ ପ୍ରତିଶୃତି ଦେଇଛନ୍ତି । ତେବେ ଦେଖାଯାଉ ବାବୁସାନ ବର୍ତ୍ତମାନ ଏହି ସମ୍ବନ୍ଧରେ ମି-ଡି-ଆ ସମ୍ମୁଖରେ ୨ ଦିନ ପରେ କେଉଁ ମନ୍ତବ୍ୟ ରଖୁଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।      

Leave a Reply

Your email address will not be published. Required fields are marked *