ବିଚ ରାସ୍ତାରେ ଲୋକଙ୍କ ସାମ୍ନାରେ ମତେ ବେଜିତ କଲୁ….ହାତକୁ ଧରି ବାହା ହୋଇଥିଲୁ ହେଲେ ମୋ କଲରକୁ ଧରିଲୁ, ତୁ ମୋର ସବୁ ସାରିଦେଲୁ… 

ବନ୍ଧୁଗଣ, ସୂଚନା ଅନୁଯାୟୀ ବାବୁସାନ କହିଛନ୍ତି ତୃପ୍ତି ଙ୍କୁ ଯେ, ବିଚ ରାସ୍ତାରେ ଲୋକଙ୍କ ସାମନାରେ ମତେ ନିନ୍ଦିତ କଲୁ । ପିଲାଟି ବେଳୁ ଭଲପାଇ ହାତ ଧରି ବାହା ହୋଇଥିଲି ହେଲେ ତୁ ମୋ କଲର ଧରି ମୋତେ ବଦନାମ କରିଦେଲୁ । ବାବୁଶାନ୍ କହୁଛନ୍ତି ମୁଁ ଆଉ କେଉଁ ମୁହଁ ନେଇ ତୋ ସାମନାକୁ ଯିବି ? ଗୋଟେ ସ୍ଵାମୀ ଆଜି ତା ସ୍ତ୍ରୀ ଆଗରେ ଅପଦସ୍ତ ହୋଇଛି । ଆଉ ସାଢ଼େ ଚାରି କୋଟି ଓଡ଼ିଆ ଯାହାକୁ ହିରୋ ବୋଲି ମାନି ଆସିଛି ଆଜି ତୁମେ ତାହାକୁ ଭିଲିଆନରେ ସଜେଇ ଦେଇଛ ।

ବୋଧ ହୁଏ ଏଥିପାଇଁ ଆଜି ସ୍ତ୍ରୀ ତୃପ୍ତିଙ୍କୁ ଦେଖା କରିବା ପାଇଁ ହିରୋ ନମ୍ବର ୧ ବାବୁସାନ ମନା କରି ଦେଇଛନ୍ତି । ହଁ ଆଜ୍ଞା ଆଜି ଯେତେବେଳେ ବାବୁସାନ ଭୁବନେଶ୍ଵର ବିମାନ ବନ୍ଦରରେ ଆସି ପହଞ୍ଚି ଥିଲେ ଠିକ ସେତିକିବେଳେ ଗଣ ପ୍ରତିନିଧି ମାନେ ତାଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲେ । ହେଲେ ବାବୁସାନ ପ୍ରତିକ୍ରିୟା ଦେବା ପାଇଁ ମନା କରି ଦେଇଥିଲେ ।

ଆଉ କହିଥିଲେ ସେ ପ୍ରଥମେ ତାଙ୍କ ବାପ ମାଆ ଙ୍କୁ ଦେଖା କରିବାକୁ ଚାହାଁନ୍ତି । ଏବଂ ତାଙ୍କ ସ୍ତ୍ରୀ ତୃପ୍ତିଙ୍କ ନାମ ବିଲକୁଲ ମଧ୍ୟ ନେଇ ନଥିଲେ । ସ୍ତ୍ରୀ ଙ୍କୁ କ’ଣ ଏତେ ନାପସନ୍ଦ କରୁଛନ୍ତି ବାବୁସାନ ? ଯିଏ ବାବୁସାନ ଙ୍କୁ ଏତେ ଭଲ ପାଉଛନ୍ତି ତାଙ୍କ ନାମ ସେହିଠାରେ ବିଲକୁଲ ନେଲେ ନାହିଁ ? କ’ଣ ପ୍ରକୃତି ଓ ବାବୁସାନ ଙ୍କୁ ଏକାଠି ଧରିବା ପରେ ଓ ତାଙ୍କ ନାମରେ ଅଭିଯୋଗ କରିବା ପରେ ବାବୁସାନ ତୃପ୍ତି ଙ୍କ ଠାରୁ ଦୂରେଇ ଯିବେ ବୋଲି ଚାହୁଁଛନ୍ତି ?

ତେବେ ସମୟ କହିବ ପିଲା ଦିନର ସାଙ୍ଗ ତଥା ନିଜ ସ୍ତ୍ରୀ ତୃପ୍ତି ଙ୍କୁ କେବେ ଖୋଜୁଛନ୍ତି ବାବୁସାନ ? ସେହି ସମୟ କୁ ସମସ୍ତେ ଅପେକ୍ଷା କରିଛନ୍ତି । ଅପର ପାର୍ଶ୍ଵରେ ପ୍ରକୃତିଙ୍କର ଚେନ୍ନାଇ ରେ କୌଣସି ମଧ୍ୟ କାର୍ଯ୍ୟରେ ନିମନ୍ତ୍ରଣ ନଥିଲା କିନ୍ତୁ ସେ ବାବୁସାନ ସହିତ ଯାଇଥିଲେ କ’ଣ ପାଇଁ ? ଦମନ ଫିଲ୍ମ ରେ କୌଣସି ପ୍ରକାରରେ ସହାୟତା ତଥା ଟଙ୍କା ମଧ୍ୟ ଲଗାଇ ନାହାଁନ୍ତି ।

ତେବେ ଏହିଭଳି ଭାବରେ ମି-ଡି-ଆ କୁ ମିଛ କହି କ’ଣ ଦର୍ଶାଇବାକୁ ଚାହୁଁଛନ୍ତି ପ୍ରକୃତି ? ନାନା ପ୍ରଶ୍ନର ଘେରରେ ବର୍ତ୍ତମାନ ପ୍ରକୃତି । ତେବେ ଏହିସବୁ ପ୍ରଶ୍ନର ଉତ୍ତର କେବେ ମିଳୁଛି ତାହାକୁ ଓଡିଶାବାସୀ ଅପେକ୍ଷା କରିଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *