‘ପ୍ରକୃତିଙ୍କ ବାପା ଭଜନ ବୋଲନ୍ତି, ହେଲେ ଘରେ ତାଙ୍କର ଅସଭ୍ୟ..’ ଦେଖନ୍ତୁ Manmath Mishra ଙ୍କୁ ନେଇ କିଛି ଏମିତି କହିଲେ ଏହି ମହିଳା ସମାଜସେବୀ

ବନ୍ଧୁଗଣ, ଏହି ଘଟଣାକୁ ଦୀର୍ଘ ଚାରି ଦିନ ହୋଇ ଗଲାଣି । ଏହିଠାରେ କାହାକୁ ଦୋଷ ଦିଆଯାଉ ନାହିଁ । ଏଠାରେ ତିନିଜଣ ସଂଶ୍ଳିଷ୍ଟ ଅଛନ୍ତି ପ୍ରକୃତି ମିଶ୍ର, ବାବୁସାନ ଓ ତୃପ୍ତି । କିନ୍ତୁ ବର୍ତ୍ତମାନ ବାବୁସାନ୍ ହେଉଛନ୍ତି ଜଣେ ମ୍ୟାରେଡ ପର୍ସନ । ତାଙ୍କର ଗୋଟେ ଦେଢ଼ ବର୍ଷର ଛୁଆ ଟେ ଅଛି । ବହୁତ ଲୋକ ବହୁତ ପ୍ରକାର ମତ ଦେଉଛନ୍ତି । କୌଣସି ମହିଳା କେବେ ହେଲେ ଚାହିଁବନି ତା ସ୍ଵାମୀ ପର ସ୍ତ୍ରୀ ସହ ବୁଲୁ ଓ ପର ସ୍ତ୍ରୀ ସହ ସମ୍ପର୍କ ରଖୁ । ଗୋଟେ ସମ୍ପର୍କ ଥାଏ ସ୍ଵାମୀ ଓ ସ୍ତ୍ରୀ ଭିତରେ ପବିତ୍ର ସମ୍ପର୍କ । ଆଜିକୁ ଚାରିଥର ତୃପ୍ତି ମ୍ୟାଡମ ତାଙ୍କୁ ଦେଖିଛନ୍ତି ।

ଗୋଟେ ନାରୀର ସହିବା ଶକ୍ତି ବହୁତ ଅଧିକ ଭଗବାନ ତାଙ୍କୁ ଦେଇଛନ୍ତି । କିନ୍ତୁ ସେ ସହିବ ଯଦି କେତେଦିନ ସହିବ ? ସେଦିନ ତୃପ୍ତି କିଛି ଖରାପ କରି ନାହାନ୍ତି । ସେ ପ୍ରଥମେ ତାଙ୍କ ସ୍ଵାମୀ ଙ୍କୁ ଦେଖିଥିଲେ । ଯେହେତୁ ସେ ତାଙ୍କ ସ୍ଵାମୀ ଙ୍କୁ ପର ସ୍ତ୍ରୀ ସହ ଦେଖିଲେ ସେ ତାଙ୍କ ସ୍ଵାମୀ ଙ୍କୁ ମାଡ ମାରିଲେ ଓ କଲର ଭିଡ଼ିଲେ । ସେ କିଛି ଖରାପ କାମ କରିନାହାନ୍ତି ।

ନିଶ୍ଚିତ ଗୋଟେ ସ୍ତ୍ରୀ ନିଜ ସ୍ଵାମୀ କୁ ପର ସ୍ତ୍ରୀ ସହ ଦେଖିଲେ ରିଆକ୍ଟ କରିବ । ଘର ଭାଙ୍ଗିଲା କ’ଣ ପାଇଁ ? କିଛି ଟା ଅଛି ଯେଉଁଥି ପାଇଁ ତାଙ୍କ ଘର ଭାଙ୍ଗିଛି । ନିଆଁ ନ ଥିଲେ ଧୂଆଁ ବାହାରିବ ନାହିଁ । ଏହି ଜିନିଷ ବହୁତ ଆଗରୁ ହେଇ ସାରିଥାନ୍ତା । କିନ୍ତୁ ଯେହେତୁ ଗୋଟେ ଲିମିଟ ଅଛି । ଯେତେବେଳେ ସବୁ ସୀମା ପାର ହୋଇ ସରିଲା ସେତେବେଳେ ତାର ଅସଲ ରୂପ ଦେଖିଦେଲେ ତୃପ୍ତି ମ୍ୟାଡମ ।

ସେ ଯାହା କରିଛନ୍ତି ଠିକ କରିଛନ୍ତି । କିଛି ଖରାପ କରି ନାହାନ୍ତି । କିନ୍ତୁ ଯେଉଁ ସଂସ୍କାର କଥା କହୁଛନ୍ତି ମନ୍ମଥ ମିଶ୍ର । ଏଟା ଭୁଲ କଥା । ତମେ ବ୍ରାହ୍ମଣ ଘରେ ଜନ୍ମ ନେଇଛ । ଭଗବାନ କ’ଣ କହିଛନ୍ତି ପର ଘରକୁ ଭାଙ୍ଗିବ ? ଏଟା ସତ ସେ ପର ଘରକୁ ଭାଙ୍ଗିଲେ । ସେ ପର ଘର ଭାଙ୍ଗିଛନ୍ତି ଏଟା ସମସ୍ତେ କହୁଛନ୍ତି । ଏହି ଜିନିଷ ଯିଏ ମଧ୍ୟ ଦେଖିବ ସେ କହିବ । ମନ୍ମଥ ମିଶ୍ର ଙ୍କ ମ୍ୟାଡମ ଯାହା କହୁଛନ୍ତି ସେ ଭୁଲ କଥା କହିଛନ୍ତି । ଝିଅ ପୁଅକୁ ଶାସନ କରିବା ହେଉଛି ମାଆ ର ଦ୍ୱାୟିତ୍ୟ ।

କିନ୍ତୁ ମା’ ଯଦି ମୁହଁ ଦେବ ସେ ଛୁଆଙ୍କର ମୁହଁ ବଢିବ । ଏମିତି ମୁହଁ ଦେବା ଦ୍ଵାରା ଗୋଟେ ଘର ଏଠି ଭାଙ୍ଗିନି ଆଉ ଗୋଟେ ଘର ମଧ୍ୟ ଭାଙ୍ଗିବ ଆଗକୁ ପ୍ରକୃତି ମିଶ୍ର । ମନ୍ମଥ ମିଶ୍ର ଓ ତାଙ୍କ ସ୍ତ୍ରୀ ଯାହା କହୁଛନ୍ତି ମୋ ଝିଅ ବହୁତ ସଂସ୍କାରୀ । ଏହା କେଉଁ ଭଳି ସଂସ୍କାର ? ଏହା ସଂସ୍କାରରେ ଗଣ୍ୟ ନୁହେଁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମାତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *