ଦୁବାଇର ସାହି ପରିବାର ଏମିତି ଉଡାନ୍ତି ଟଙ୍କା ! ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ପ୍ରତେକ ବ୍ୟକ୍ତିଙ୍କ ସ୍ଵପ୍ନ ଥାଏ ଆଲିସାନ ମହଲ ଥିବ ଆଉ ଯେବେ ସେମାନେ ସକାଳୁ ଉଠିବେ ତାଙ୍କ ପାଖରେ ଭଲ ଭଲ ଖାଇବା ପାଇଁ ବ୍ରେକଫାଷ୍ଟ ରେଡି ହୋଇଥିବ । ଯେଉଁଥିରେ ଇମପୋର୍ଟେଟ ଫୁଡ, ଡ୍ରାଏ ଫୃଟ୍ସ ଥିବ । ଏହା ପରେ ନିଜର ପ୍ରିୟ ଲକଜରି କାର ଧରି ବୁଲିବାକୁ ଯିବେ । ଏହା ବ୍ଯତୀତ ପ୍ରାଇଭେଟ ଜେଟ, ଆଇଲ୍ୟାଣ୍ଡ ଓ ଅନେକ ପ୍ରାକାରର ଧନୀ ହେବାର ସ୍ଵପ୍ନ ଆପଣ ନିଶ୍ଚୟ ଦେଖୁଥିବେ ।

କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯିଏ ସ୍ଵପ୍ନର ଦୁନିଆକୁ ଅସଲ ଜୀବନରେ ବଞ୍ଚିଥାନ୍ତି । ଆଜି ଆମେ ଆପଣଙ୍କୁ ଦୁବାଇର ସାହି ପରିବାର ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କର ପ୍ରକୃତ ଜୀବନ ଲକଜରୀରେ ବୀତିଥାଏ । ଦୁବାଇର ସାହି ପରିବାର ଦୁନିଆର ସବୁଠାରୁ ଧନୀ ପରିବାର ମଧ୍ୟରେ ଅନ୍ୟତମ ଅଟେ । ଦୁବାଇର କିଙ୍ଗଙ୍କ ନେଟୱାର୍କ ଇଙ୍ଗଲାଣ୍ଡର ରାଣୀଙ୍କ ଠାରୁ ଅଧିକ ରହିଥାଏ ।

ଏମାନଙ୍କର ନେଟୱାର୍କ ପ୍ରାୟତଃ 4.5 ବିଲିଅନ ଡଲାର ଅର୍ଥାତ 34 ହଜାରଟି 172 କୋଟି । ଏହି ପରିବାରର ରାଜକୁମାର ପାଣି ଭଳି ପଇସା ଖର୍ଚ୍ଚ କରିଥାନ୍ତି । ଯଦି 200 ଜଣ ଏମାନଙ୍କର ଟଙ୍କା ଗଣିବାରେ ବର୍ଷେ ଲଗାଇବେ ତଥାପି ସରିବ ନାହି । ଶେଖ ହମଦାନ ବିନ ଓ ରାଶିଦ ଅଲ ମକ୍ତୁ ଦୁବାଇର କ୍ରାଉନ ପ୍ରିନ୍ସ ଅଟନ୍ତି । ଯେତେ ଓଜନ ତାଙ୍କ ନାମରେ ଅଛି ସେଟେକି ତାଙ୍କର ବ୍ଯାଙ୍କ ବାଲାନ୍ସ ଭାରି ହୋଇରହିଛି ।

ଏମାନଙ୍କର ଇଂଷ୍ଟାଗ୍ରାମରେ 9.6 ଫଲୋର୍ଷ ଅଛନ୍ତି । ଫଜା ନାମରେ ଇଂଷ୍ଟାଗ୍ରାରେ ମସୁର ପ୍ରିନ୍ସ ନିଜର ପୋଷ୍ଟ ଦ୍ଵାରା ଲୋକଙ୍କୁ ଲକଜରି ଲାଇଫ ଷ୍ଟାଇଲ ଦେଖାଇଥାନ୍ତି । ଅଲଗା ଅଲଗା ଆଡଭେନଚର ଟ୍ରାଏ ସହ ଦୁନିଆ ବୁଲିବା ଯାଏଁ ଏମାନେ ନିଜର ଟାଇଟେଲ ପ୍ରିନ୍ସକୁ ନିଖୁଣ ଭାବେ ନିଭାଇଥାନ୍ତି । ଏମାନଙ୍କ ପଢା ୟୁକେ ରେ ହୋଇଛି ଯେଉଁଥି ପ୍ରିନ୍ସ ହାରି ଓ ୱିଲିୟମଙ୍କର ହୋଇଥିଲା ।

ଏମାନଙ୍କ ପାଖରେ ସୁପର ୟାଟ ସ୍ମେରଲଡ ଅଛି ଯାହା 7 ଷ୍ଟାର ଭଳି ଦେଖିବାକୁ । ଏହାର ମୂଲ୍ୟ 2500 କୋଟି ଟଙ୍କା । ଏଥିରେ 24ଟି ତୁମ ଚାକରଙ୍କ ପାଇଁ ରହିଛି ଯାହାକି ୟାଟରେ ପ୍ରିନ୍ସଙ୍କ ପାର୍ଟି ସମୟରେ ଦେଖାଶୁଣା କରିଥାନ୍ତି । ଏମାନଙ୍କର ଗ୍ୟାରେଜରେ 100ରୁ ଅଧିକ ଲକଜରି ଗାଡିରେ ଭର୍ତ୍ତି ରହିଥାଏ । ଏମାନେ ନିଜ କାରକୁ 24 କ୍ୟାରେଟ ସୁନାରେ ଛାଉଣି କରିଛନ୍ତି ଯାହା ସାଧାରଣ ଲୋକଙ୍କ ଠାରୁ ଭିନ୍ନ ଅଟେ ।

ଏମାନଙ୍କ ପାଖରେ 1000ରୁ ଅଧିକ ଘୋଡା ଅଛି ଯାହାକୁ ସେମାନେ ଅଲଗା ଅଲଗା ସଉକ ଯେମିତିକି ପୋଲୋ ପାଇଁ ବ୍ଯବହାର କରିଥାନ୍ତି । ଏମାନଙ୍କ ପାଖରେ 120ରୁ ଅଧିକ ଓଟ ଅଛି । ଦୁବାଇର କିଙ୍ଗ ନିଜର ପଇସା ସ୍କୁଲ, ଚ୍ୟାରିଟି ରେ ଡୋନେଟ କରିଥାନ୍ତି । ଏମିତିକି ଯେବେ ବି ବିପଦ ଆସିଥାଏ ଏମାନେ ନିଜର ପ୍ରାଇଭେଟ ପ୍ଲେନ ସାହାଜ୍ଯ କରିବାକୁ ପଠାଇଥାନ୍ତି । ତାଙ୍କ ପୁଅ ସେହାଜାଦା ଫଜା ବି ଚ୍ୟାରୀତି ମାମଲାରେ ବାପା ଠାରୁ କମ ନୁହନ୍ତି । 

ବନ୍ଧୁଗଣ ଆପଣଙ୍କୁ ସାହି ପରିବାର ର ଲାଇଫ ଷ୍ଟାଇଲ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।  

Leave a Reply

Your email address will not be published. Required fields are marked *